- Get link
- X
- Other Apps
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
୨୯ ଜାନୁଆରୀ ୨୦୨୩ରେ ଗଣମାଧ୍ୟମରେ ପ୍ରକାଶିତ ଖବର
୧୯୬୨ରେ ଜମି ଦଖଲ କରିଛି ଚୀନ୍: ରାହୁଲ୍ ଗାନ୍ଧୀଙ୍କୁ ବିଦ୍ରୂପ କରି କହିଲେ ଜୟଶଙ୍କରଦେଶକୁ ଭାଗ ଭାଗ କରିବା ଲାଗି ଅନେକ ବାହାନା କରାଯାଉଛି: ପ୍ରଧାନମନ୍ତ୍ରୀ ମୋଦୀଅଯୋଧ୍ୟାକୁ ଅଣାଯାଉଥିବା ସାଢ଼େ ୬କୋଟି ବର୍ଷ ପୁରୁଣା ପବିତ୍ର ପଥରରେ ତିଆରି ହେବ ଭଗବାନ ରାମଲଲାଙ୍କ ପ୍ରତିମା
https://prameyaepaper.com/m/ 849031/63d58e9950716
ବ୍ରିଟିଶ ଉପରେ କାହଁକି ସିରିଜ ପ୍ରସ୍ତୁତ ହୋଇ ନାହିଁ
ମୋଗଲ ଗାର୍ଡେନ ହେଲା ଅମୃତ ଉଦ୍ଯାନ
ସନାତନ ଧର୍ମ ଆମର ଜାତୀୟ ଧର୍ମ
ନେପାଳରେ ବଢିଲା ଚୀନର ହସ୍ତକ୍ଷେପ
ଭୀମଭୋଇଙ୍କ ଦର୍ଶନରୁ ଜନ୍ମ ସବ୍ କା ସାଥ ସବ କା ବିକାଶ
ବାଲେଶ୍ବରରେ ବିଦ୍ଯାର୍ଥି ପରିଷଦର ବିକ୍ଷୋଭ
ଅନ୍ୟାନ୍ୟ ଖବରର ମୁଖ୍ୟାଶଂ
୧-ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲ୍ରେ ହେଲା ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ।
୨-ନିୟମ ନ ମାନି କୋର୍ଟକୁ ଜିନ୍ସ ପିନ୍ଧି ଆସିଲେ ଓକିଲ | ଆଉ ଏହା ଦେଖି ପୁଲିସ ଡକାଇ କୋର୍ଟ ପରିସରରୁ ଓକିଲଙ୍କୁ ବାହାର କରିଦେଲେ ବିଚାରପତି | ଆସାମର ଗୌହାଟୀରୁ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି।
୩-ଅଳ୍ପ ବୟସର ଯୁବତୀଙ୍କ ବିବାହ କରୁଥିବା ଯୁବକଙ୍କୁ ଗିରଫ କରାଯିବ: ଆସାମ ମୁଖ୍ୟମନ୍ତ୍ରୀ ।
୪-ବଦଳିଲା ନାଁ: ରାଷ୍ଟ୍ରପତି ଭବନର ‘ମୁଗଲ ଗାର୍ଡେନ’ ହେଲା ‘ଅମୃତ ଉଦ୍ୟାନ’ ।
୫-ଚର୍ଚ୍ଚାରେ ବିଆରଏସ ମୁଖ୍ୟଙ୍କ ଅତିଥି ସତ୍କାର। ଓଡିଆ ନେତାଙ୍କୁ ହାଇଦ୍ରାବାଦରେ ବିରିୟାନୀ ଖୁଆଇଲେ କେସିଆର । ।
୬-ND TVରୁ ଇସ୍ତଫା ଦେଲେ ବରିଷ୍ଠ ସାମ୍ବାଦିକ ଶ୍ରୀନିବାସନ ଜୈନ: ପୂର୍ବରୁ ଛାଡ଼ିଥିଲେ ରବିଶ କୁମାର ।
୭-କଲେଜିୟମର ସୁପାରିସ ଉପରେ ସରକାର ବସିରହିବା ଗଣତନ୍ତ୍ର ପାଇଁ ମାରାତ୍ମକ’: ଆଇନ ମନ୍ତ୍ରୀ ରିଜିଜୁଙ୍କୁ ସମାଲୋଚନା କଲେ ପୂର୍ବତନ ବିଚାରପତି ନରିମାନ ।
୮-ହକି ବିଶ୍ବକପ୍ ପୋଜିସନ୍ ମ୍ୟାଚ୍: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ।
୯-ବାଟଲା ହାଉସ ଏନକାଉଣ୍ଟର ଅଭିଯୁକ୍ତ ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀ ଶାହାଜାଦର ମୃତ୍ୟୁ ।
୧୦-ମୁଖ୍ୟ ଶାସନ ସଚିବଙ୍କ ପୁରୀ ଜିଲା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା, କହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୩ ମାସରେ ସମ୍ପର୍ଣ୍ଣ ହେବ।
୧୧-କରୋନା ପରର ଖଣ୍ଡଗିରି ମେଳା। ଜମୁଛି ସାଧୁସନ୍ଥଙ୍କ ମେଳି, ମୁଖ୍ୟ ଆକର୍ଷଣ ସାଜିଛନ୍ତି ବାବା। ।
୧୨-କର୍ଣ୍ଣାଟକର ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ’କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ନଗର ନିଗମ ଜାନୁୟାରୀ ୩୦ରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ମାଂସ ଦୋକାନ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।
୧୩-ଅଟା ହେଉଛି ମହଙ୍ଗା, ବର୍ଷକରେ ବଢ଼ିଲାଣି ୪୦ପ୍ରତିଶତ। ୪୦ରୁ ୪୫ଟଙ୍କାରେ ପହଞ୍ଚିଲା କିଲୋ ପିଛା ପ୍ୟାକେଟ ଅଟା ଦାମ।
୧୪-ଇଣ୍ଡିଆ ଟୁଡେ-ସି-ଭୋଟର ଜନମତ ସର୍ଭେ: ନବୀନ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ।
୧୫-ଦୁଇଦିନରେ ଏଲ୍ଆଇସି ହରାଇଲା ୧୮ ହଜାର କୋଟି ।
୧୬-ଆଜି ଦ୍ବିତୀୟ ଟ୍ବେଣ୍ଟି-୨୦: ‘କର ବା ମର’ ସ୍ଥିତିରେ ଭାରତ ।
୧୭-ଆଫଗାନିସ୍ତାନରେ ଭୟଙ୍କର ଶୀତଲହରି ଅବ୍ୟାହତ ରହିଥିବା ବେଳେ ଗତ ଦୁଇ ସପ୍ତାହ ଭିତରେ ଅନେକ ଲୋକଙ୍କ ସହ ପ୍ରାୟ ୨ ଲକ୍ଷ ଗୋମହିଷାଦି ପଶୁଙ୍କର ମୃତ୍ୟୁ ଘଟିଛି।
୧୮-ବିଶିଷ୍ଟ ସାହିତ୍ୟିକ, ରାଜନେତା, ସାରସ୍ବତ ସଂଗଠକ, ଓଡ଼ିଆ ଯୁବ ଲେଖକ ସମ୍ମଳନୀ ତଥା ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ଡକ୍ଟର ହୁସେନ୍ ରବି ଗାନ୍ଧି ଆଉ ନାହାନ୍ତି।
୧୯-‘ଡ୍ରିଙ୍କ୍ ଫ୍ରମ ଟ୍ୟାପ ’କୁ ନୋବେଲ ବିଜେତାଙ୍କ ପ୍ରଶଂସା :ଟ୍ୟାପରୁ ସିଧାସଳଖ ପାଣି ପିଇଲେ, ଜଳସାଥୀଙ୍କ ସହ ଆଲୋଚନା କଲେ ।
୨୦-ଆକାଉଣ୍ଟ୍ ନିଷ୍କ୍ରିୟ ନୀତିରେ ପରିବର୍ତ୍ତନ ଆଣିଲା ଟ୍ବିଟର୍, ଫେବ୍ରୁଆରି ପହିଲାରୁ ହେବ ଲାଗୁ ।
- Get link
- X
- Other Apps
Comments
Post a Comment