୧୯ ଜାନୁଆରୀ ୨୦୨୩ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 


ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-

୯ ଜାନୁଆରୀ ୨୦୨୩ରେ ଗଣମାଧ୍ୟମରେ ପ୍ରକାଶିତ ଖବର


ଇସଲାମିକ ଶାସନ ସପକ୍ଷମାନଙ୍କୁ ପ୍ରଶୟ ଦିଆଯିବ ନାହିଁ
ରଣପୁରରେ ଗୋରୁ ବୋଝେଇ ପିକଅପ ଜବତ
ପାକିସ୍ତାନ ସବୁଠାରୁ ଦୁର୍ବଳ ଅର୍ଥବ୍ୟବସ୍ଥା: ବିଶ୍ୱବ୍ୟାଙ୍କ
ପାକିସ୍ତାନକୁ ସହାୟତାର ହାତ ବଢ଼ାଇଲା ଆମେରିକା, କହିଲା ଯେତେ ଚାହିଁବ ଦିଆଯିବ ସେତେ ସାହାଯ୍ୟ…
ଅଷ୍ଟେଲିଆରେ ପୁଣି ମନ୍ଦିର ଭଙ୍ଗାରୁଜା
ଜନସଂଖ୍ଯାରେ ଚୀନକୁ ଟପିଛି ଭାରତ
ଭାରତର କୂଟନୈତିକ ବିଜୟ
ଭାରତରେ ହେବ ଆଇ ଫୋନ ନିର୍ମାଣ ହବ୍

बंगाल बोर्ड के माध्यमिक टेस्ट पेपर में PoK को ‘आजाद कश्मीर’ बताकर उसे चिन्हित करने को कहाप्रयागराज – माघ मेले में धर्मांतरण का खेल, इस्लामिक किताबें बेच रहे तीन गिरफ्तारमऊ : मो. सलमान और मो. इस्लाम ने जादू टोना के नाम पर भ्रमित कर दलित युवती का किया अपहरण, फिर मदरसे में ले जाकर किया दुष्कर्महिन्दू बता छात्रा को फंसाकर दुष्कर्म करनेवाले मोहम्मद आलम का स्टेटस – “मैंने जो किया, इससे जन्नत मिलती है” कई छात्राओं का यौन उत्पीडन करनेवाला 52 वर्षीय शिक्षक फैजल गिरफ्तारपाकिस्तान में अल्पसंख्यक लडकियों के जबरन धर्मांतरण, अपहरण, जबरन निकाह में तेजी से वृद्धि – UN विशेषज्ञों का खुलासा

ଅନ୍ୟାନ୍ୟ ଖବରର ମୁଖ୍ୟାଶଂ

୧-ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ନାମଲେଖା ହାର ବୃଦ୍ଧି ପାଇଛି । କୋଭିଡ ପୂର୍ବବର୍ତ୍ତୀ ସ୍ଥିତି ତୁଳାନରେ ନାମଲେଖା ହାର ବୃଦ୍ଧି ପାଇଥିବା ଜଣାପଡିଛି । ନାମଲେଖା ହାର ବୃଦ୍ଧି ନେଇ ଅସର ରିପୋର୍ଟ ପ୍ରକାଶ ପାଇଛି । ୨୦୧୮ରେ ଏହା ୮୮% ଥିବା ବେଳେ ୨୦୨୨ ମସିହାରେ ଏହାର ୯୨.୨ ପ୍ରତିଶତ ହୋଇଥିବା ଜଣାପଡିଛି । 

୨-ASER ରିପୋର୍ଟ ୨୦୨୨: ସରକାରୀ ବିଦ୍ୟାଳୟର ଅଧିକାଂଶ ପିଲା ଘରୋଇ ଟ୍ୟୁସନ ନେଉଛନ୍ତି ।

୩-ହାଇଦ୍ରାବାଦରେ ଭାରତର ରୋମାଞ୍ଚକର ବିଜୟ । ଲଢେଇ କରି ହାରିଲା ନ୍ୟୁଜିଲାଣ୍ଡ । ଶୁଭମନ୍ ଗିଲଙ୍କ ଦ୍ୱି-ଶତକ । 

୪-ଓଡିଶାରେ ପହଞ୍ଚିଲା ବହୁ ଚର୍ଚ୍ଚିତ ଡାକୋଟା । ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ । 

୫-ଡାକୋଟା ବିମାନରେ ବିଜୁବାବୁ ତାଙ୍କ ସାହସିକତାର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଥିଲେ: ମୁଖ୍ୟମନ୍ତ୍ରୀ ।

 ୬-ହାତୀ ସୁରକ୍ଷା ପ୍ରସଙ୍ଗ: ଆକ୍ସନ୍‌ ପ୍ଲାନ୍‌ ତୁରନ୍ତ କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଗୁରୁତ୍ବାରୋପ ।

୭-ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲା: ଅଭିଯୁକ୍ତ ଅନିମେଶ କୋଲକାତାରୁ ଗିରଫ ।

୮-୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ମାଇକ୍ରୋସଫ୍ଟ ।।

୯-ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମ୍ୟାନ ସାଗରଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ପତ୍ନୀ। 

୧୦-କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ସୁରକ୍ଷାରେ ତ୍ରୁଟି, ଗୁପ୍ତଚର ସନ୍ଦେହରେ ଗିରଫ ହେଲେ ଡାଟା ଏଣ୍ଟ୍ରି ଅପରେଟର ।

୧୧-ଜାକଲିନ୍ ରାଜି ଥିଲେ, ହେଲେ ସୁକେଶ ମୋତେ ପ୍ରେମିକା କରିବାକୁ ଚାହୁଁଥିଲେ: ନୋରା ଫତେହି ।

୧୨-ତେଲେଙ୍ଗାନାରେ କେସିଆରଙ୍କ ଶକ୍ତି ପ୍ରଦର୍ଶନ, ନୂଆ ସାମୁଖ୍ୟ ନେଇ ଚର୍ଚ୍ଚା । ଏପଟେ ଭାରତ ରାଷ୍ଟ୍ର ସମିତିର ଫୋକସରେ ଦକ୍ଷିଣ ଓଡ଼ିଶା । 

୧୩-ୟୁକ୍ରେନ ଗୃହମନ୍ତ୍ରୀଙ୍କ ସହ ୧୬ ହରାଇଲେ ପ୍ରାଣ, ଦୁର୍ଘଟଣା ପଛରେ ହେଲିକପ୍ଟରର ଯାନ୍ତ୍ରିକ ତ୍ରୁଟି ନା ରୁଷର ଆକ୍ରମଣ ହୋଇନି ସ୍ପଷ୍ଟ ।

୧୪-ସବୁଠୁ ଯୁବ ଖେଳାଳୀ ଭାବେ ଦିନିକିଆରେ ଶୁଭମନଙ୍କ ଦ୍ୱିଶତକ । ନ୍ୟୁଜିଲ୍ୟାଣ୍ଡ ବିରୋଧରେ ୧୪୯ ବଲରୁ ୨୦୮ ରନ ଖେଳିଲେ ପାରି ।

୧୫-ଭାରତୀୟ କୁସ୍ତି ମହାସଂଘର ସଭାପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଭିନେଶ ।

୧୬-ତିନି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା: ଫେବ୍ରୁଆରିରେ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ହେବ ବିଧାନସଭା ନିର୍ବାଚନ ।

୧୭-କଂଗ୍ରେସରୁ ଇସ୍ତଫା ଦେଲେ ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ, ବିଜେପିରେ ସାମିଲ ହେଲେ।

୧୮-ଧାବିକା ଦୂତୀ ଚାନ୍ଦ ସସପେଣ୍ଡ: ଡୋପ୍ ଚେଷ୍ଟରେ ଫେଲ ପରେ କାର୍ଯ୍ୟାନୁଷ୍ଠାନ, ଖବରକୁ ଦୂତୀଙ୍କ ଅସ୍ୱୀକାର ।

୧୯-ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବୁଧବାର ଗୁରୁଡିଝାଟିଆ ପୁଲିସ ନେଇଛି । ଏହି ରିପୋର୍ଟରେ ଶ୍ବାସରୁଦ୍ଧରୁ ରାଜଶ୍ରୀଙ୍କ ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଛି। ଅପରପକ୍ଷରେ ତାଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ଉକ୍ତ ରିପୋର୍ଟରେ ଜଣାପଡିନି। ଭିସେରା ରିପୋର୍ଟ ଆସିବା ପରେ ରାଜଶ୍ରୀଙ୍କ ମୃତ୍ୟୁର ପରଦା ହଟିବ ବୋଲି ପୁଲିସ କହିଛି। 

୨୦-କଳିଙ୍ଗରେ ଭାରତ-ୱେଲ୍‌ସ ଲଢ଼େଇ ଆଜି ।

୨୧-ମିଛ କଥା କହି ମୋ ଜୀବନକୁ ନର୍କ କରିଦେଲା ସୁକେଶ; ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍ ।

୨୨-ଗାମ୍ବିଆ ଉପରାଷ୍ଟ୍ରପତିଙ୍କ ଦେହାନ୍ତ, ଭାରତରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ।

Comments