ପର୍ଯ୍ୟାବରଣବିଦେଶରେ ହିନ୍ଦୁ ଅସୁରକ୍ଷିତ
ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ତୁରନ୍ତ ମୁକ୍ତ କରିବାକୁ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହସିନାଙ୍କ ଦାବି
https://news.vskodisha.com/ odia-news-2110/
ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ପ୍ରାଥମିକ ବାଂଲାଦେଶ ସରକାରଙ୍କ ଦାୟିତ୍ୱ : ଜୟଶଙ୍କର
https://news.vskodisha.com/ odia-news-2109/
ଇସ୍କନ ସାଧୁ ଚିନ୍ମୟ ଦାସଙ୍କ ସମେତ ୧୭ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ନେଣଦେଣ ଉପରେ ୩୦ ଦିନ ପାଇଁ ରୋକ୍
https://news.vskodisha.com/ odia-news-2108/
ବାଂଲାଦେଶରେ ହିନ୍ଦୁ ଆନ୍ଦୋଳନ ଦମନ ପାଇଁ ନୂଆ କୌଶଳ: ବ୍ୟାଙ୍କ ଆକାଉଣ୍ଟ ଅଚଳ କରୁଛି ୟୁନୁସ ସରକାର
https://news.vskodisha.com/ odia-news-2106/ସମ୍ଭଲ ହିଂସା: ସର୍ଭେ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
https://news.vskodisha.com/ odia-news-2105/ମାଓବାଦବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି: ଶାହ
https://news.vskodisha.com/ odia-news-2107/
ପାକିସ୍ତାନକୁ ଗୋପନ ତଥ୍ୟ ଦେଉଥିବା ଭାରତୀୟ ଗିରଫ
https://news.vskodisha.com/ odia-news-2112/
ଦେଶ ସୁରକ୍ଷାରେ ଶ୍ୱାନ
https://news.vskodisha.com/ odia-news-2113/
ଅଧିବକ୍ତା ପରିଷଦ ପକ୍ଷରୁ ସମ୍ବିଧାନ ଦିବସ
https://news.vskodisha.com/ odia-news-2114/
ବେଆଇନ ଗୋ’ ଚାଲାଣ ଉପରେ ଚଢ଼ଉ ଜାରି-ରକ୍ତ ଚାଉଳ ଚୋବାଉଛନ୍ତି ଚୋରା ବେପାରୀ
https://news.vskodisha.com/ odia-news-2115/
ପାଣିକୋଇଲି ପଂଚାୟତର କୁନି ବେଜ୍ଞାନିକଙ୍କ ଉଦ୍ଭାବନ
https://news.vskodisha.com/ odia-news-2116/
ଅନ୍ୟାନ୍ୟ ଖବର ସଂକ୍ଷେପରେ୧-ଓଡ଼ିଶାର ପିଛା ଛାଡୁନି ଆଳୁ ସଙ୍କଟ, ୩ମାସ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରପ୍ତାନୀ ଉପରେ ଲାଗିଲା କଟକଣା।
୨-ଏୟାରପୋର୍ଟ ସାଧାରଣସଭାରେ ମୋଦିଙ୍କ ସମ୍ବୋଧନ, ଓଡ଼ିଶାବାସୀଙ୍କ ଭଲ ପାଇବା ମୋ ପାଇଁ ସ୍ମରଣୀୟ : ପ୍ରଧାନମନ୍ତ୍ରୀ।
୩-ଡିଜିପି/ଆଇଜିପି ସମ୍ମିଳନୀ ଉଦ୍ଘାଟନ କଲେ ଅମିତ ଶାହ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଚାଲୁଛି ବିଚାରବିମର୍ଶ।
୪-ଓଡିଶା ଆକାଶରେ ବାତ୍ୟା ପେଙ୍ଗାଲର ପ୍ରଭାବ । ରାଜ୍ୟରେ ଜାରି ରହିଛି ଝିପିଝିପି ବର୍ଷା, ପାଚିଲା ଧାନ ଅମଳକୁ ନେଇ ଚିନ୍ତାରେ ଚାଷୀ।
୫-ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ:୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କେତକ ନିର୍ଦ୍ଦିଷ୍ଟ ସ୍ଥାନରେ ମୋ ବସ୍ ସେବା ବନ୍ଦ।
୬-ଭୁବନେଶ୍ୱର:ମାପ ଓ ଓଜନ ଠକେଇରେ ୪.୯୯ଲକ୍ଷ ଜୋରିମାନା ଆଦାୟ।
୭-ରାଜସ୍ବ ସହକାରୀ ବନମାଳୀ କର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କାର ହେରଫେର ମାମଲା ହୋଇଛି।
୮-ଫୁଲବାଣୀ: ସରକାରୀ ଅର୍ଥ ଆତ୍ମସାତ, ଶିକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ।
୯-ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଦେଶର ଦ୍ବିତୀୟ ଶ୍ରେଷ୍ଠ ଥାନା ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ପୁରସ୍କୃତ ହୋଇଛି।
୧୦-ମାଲକାନଗିରି:ମହିଳା ମାଓବାଦୀ ଆଣ୍ଟି ମାଡ଼ବୀ ଗିରଫ, ନାଁରେ ଥିଲା ୨ ଲକ୍ଷ ଟଙ୍କା ପୁରସ୍କାର।
୧୧-ସୋର ସିଙ୍ଗାଖୁଣ୍ଟା ବଜାର:ଚୋରି ପରେ ଗ୍ରୋସରୀ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୫୦ ଲକ୍ଷ ଟଙ୍କାର ସାମଗ୍ରୀ।
୧୨-ମୋହନ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଯାହା ପ୍ରତିଶ୍ରୁତି ଦେଇଥିଲୁ ପାଳନ କରିଛୁ।
୧୩-ରାଜଭବନରୁ ବିଜେପି କାର୍ଯ୍ୟାଳୟ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ, ସାଂସଦ, ବିଧାୟକ ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର।
୧୪-ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ନେଇ ବଢିଲା ଚିନ୍ତା । ପଞ୍ଚିମବଙ୍ଗରେ ଦେଖିବାକୁ ମିଳିଛି ବିକ୍ଷୋଭ।
୧୫-ଆଜିଠୁ କିମ୍ସରେ ହେଲ୍ଥ ନ୍ୟାସ୍ନାଲ୍ କନ୍କ୍ଲେଭ, ଦେଶ ବିଦେଶରୁ ବହୁ ସଂଖ୍ୟକ ଡାକ୍ତର ଓ ବିଶେଷଜ୍ଞ ଯୋଗଦେବେ
୧୬-ଡିଗ୍ରୀ ପାଠ୍ୟକ୍ରମ ଅବଧି ପରିବର୍ତ୍ତନ ବିକଳ୍ପ ପ୍ରଦାନ କରିବ ୟୁଜିସି।
୧୭-GST ଫାଙ୍କିବାକୁ ବଙ୍ଗ ଯାଉଥିଲା ପୁଳା ପୁଳା ରୁପା, ମାଡିବସିଲା ପୋଲିସ।
୧୮-ଦେଶରେ ଖାଲି ପଡିଛି ୫୬୦୦ରୁ ଅଧିକ ବିଚାରପତି ପଦବୀ।
୧୯-ଇଡି ଜାଲରେ ଶିଳ୍ପା ସେଠୀଙ୍କ ସ୍ବାମୀ । ଅଶ୍ଳୀଳ ସିନେମା ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ହେଉଛି ତଦନ୍ତ ।
୨୦-ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ମୁମ୍ବାଇ କୋର୍ଟଙ୍କ ଅବମାନନା ନୋଟିସ୍।
୨୧-ମହାରାଷ୍ଟ୍ର ଗୋଣ୍ଡିଆରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା: ୯ ମୃତ, ୨୫ ଆହତ।
୨୨-ପୁଣି ଅଶାନ୍ତ ଗାଜା, ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ୪୨ ପାଲେଷ୍ଟାଇନଙ୍କ ମୃତ୍ୟୁ।
୨୩-ୟୁଗାଣ୍ଡା: ଭୟଙ୍କର ଭୂସ୍ଖଳନରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ, ୧୧୩ ନିଖୋଜ।
ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ତୁରନ୍ତ ମୁକ୍ତ କରିବାକୁ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହସିନାଙ୍କ ଦାବି
https://news.vskodisha.com/
ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ପ୍ରାଥମିକ ବାଂଲାଦେଶ ସରକାରଙ୍କ ଦାୟିତ୍ୱ : ଜୟଶଙ୍କର
https://news.vskodisha.com/
ଇସ୍କନ ସାଧୁ ଚିନ୍ମୟ ଦାସଙ୍କ ସମେତ ୧୭ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ନେଣଦେଣ ଉପରେ ୩୦ ଦିନ ପାଇଁ ରୋକ୍
https://news.vskodisha.com/
ବାଂଲାଦେଶରେ ହିନ୍ଦୁ ଆନ୍ଦୋଳନ ଦମନ ପାଇଁ ନୂଆ କୌଶଳ: ବ୍ୟାଙ୍କ ଆକାଉଣ୍ଟ ଅଚଳ କରୁଛି ୟୁନୁସ ସରକାର
https://news.vskodisha.com/
ସମ୍ଭଲ ହିଂସା:
ସର୍ଭେ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
https://news.vskodisha.com/ odia-news-2105/
https://news.vskodisha.com/
ମାଓବାଦ
ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି: ଶାହ
https://news.vskodisha.com/ odia-news-2107/
https://news.vskodisha.com/
https://news.vskodisha.com/
ଦେଶ ସୁରକ୍ଷାରେ ଶ୍ୱାନ
https://news.vskodisha.com/
ଅଧିବକ୍ତା ପରିଷଦ ପକ୍ଷରୁ ସମ୍ବିଧାନ ଦିବସ
https://news.vskodisha.com/
ବେଆଇନ ଗୋ’ ଚାଲାଣ ଉପରେ ଚଢ଼ଉ ଜାରି-ରକ୍ତ ଚାଉଳ ଚୋବାଉଛନ୍ତି ଚୋରା ବେପାରୀ
https://news.vskodisha.com/
ପାଣିକୋଇଲି ପଂଚାୟତର କୁନି ବେଜ୍ଞାନିକଙ୍କ ଉଦ୍ଭାବନ
https://news.vskodisha.com/
୧-ଓଡ଼ିଶାର ପିଛା ଛାଡୁନି ଆଳୁ ସଙ୍କଟ, ୩ମାସ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରପ୍ତାନୀ ଉପରେ ଲାଗିଲା କଟକଣା।
୨-ଏୟାରପୋର୍ଟ ସାଧାରଣସଭାରେ ମୋଦିଙ୍କ ସମ୍ବୋଧନ, ଓଡ଼ିଶାବାସୀଙ୍କ ଭଲ ପାଇବା ମୋ ପାଇଁ ସ୍ମରଣୀୟ : ପ୍ରଧାନମନ୍ତ୍ରୀ।
୩-ଡିଜିପି/ଆଇଜିପି ସମ୍ମିଳନୀ ଉଦ୍ଘାଟନ କଲେ ଅମିତ ଶାହ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଚାଲୁଛି ବିଚାରବିମର୍ଶ।
୪-ଓଡିଶା ଆକାଶରେ ବାତ୍ୟା ପେଙ୍ଗାଲର ପ୍ରଭାବ । ରାଜ୍ୟରେ ଜାରି ରହିଛି ଝିପିଝିପି ବର୍ଷା, ପାଚିଲା ଧାନ ଅମଳକୁ ନେଇ ଚିନ୍ତାରେ ଚାଷୀ।
୫-ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ:୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କେତକ ନିର୍ଦ୍ଦିଷ୍ଟ ସ୍ଥାନରେ ମୋ ବସ୍ ସେବା ବନ୍ଦ।
୬-ଭୁବନେଶ୍ୱର:ମାପ ଓ ଓଜନ ଠକେଇରେ ୪.୯୯ଲକ୍ଷ ଜୋରିମାନା ଆଦାୟ।
୭-ରାଜସ୍ବ ସହକାରୀ ବନମାଳୀ କର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କାର ହେରଫେର ମାମଲା ହୋଇଛି।
୮-ଫୁଲବାଣୀ: ସରକାରୀ ଅର୍ଥ ଆତ୍ମସାତ, ଶିକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ।
୯-ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଦେଶର ଦ୍ବିତୀୟ ଶ୍ରେଷ୍ଠ ଥାନା ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ପୁରସ୍କୃତ ହୋଇଛି।
୧୦-ମାଲକାନଗିରି:ମହିଳା ମାଓବାଦୀ ଆଣ୍ଟି ମାଡ଼ବୀ ଗିରଫ, ନାଁରେ ଥିଲା ୨ ଲକ୍ଷ ଟଙ୍କା ପୁରସ୍କାର।
୧୧-ସୋର ସିଙ୍ଗାଖୁଣ୍ଟା ବଜାର:ଚୋରି ପରେ ଗ୍ରୋସରୀ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୫୦ ଲକ୍ଷ ଟଙ୍କାର ସାମଗ୍ରୀ।
୧୨-ମୋହନ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଯାହା ପ୍ରତିଶ୍ରୁତି ଦେଇଥିଲୁ ପାଳନ କରିଛୁ।
୧୩-ରାଜଭବନରୁ ବିଜେପି କାର୍ଯ୍ୟାଳୟ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ, ସାଂସଦ, ବିଧାୟକ ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର।
୧୪-ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ନେଇ ବଢିଲା ଚିନ୍ତା । ପଞ୍ଚିମବଙ୍ଗରେ ଦେଖିବାକୁ ମିଳିଛି ବିକ୍ଷୋଭ।
୧୫-ଆଜିଠୁ କିମ୍ସରେ ହେଲ୍ଥ ନ୍ୟାସ୍ନାଲ୍ କନ୍କ୍ଲେଭ, ଦେଶ ବିଦେଶରୁ ବହୁ ସଂଖ୍ୟକ ଡାକ୍ତର ଓ ବିଶେଷଜ୍ଞ ଯୋଗଦେବେ
୧୬-ଡିଗ୍ରୀ ପାଠ୍ୟକ୍ରମ ଅବଧି ପରିବର୍ତ୍ତନ ବିକଳ୍ପ ପ୍ରଦାନ କରିବ ୟୁଜିସି।
୧୭-GST ଫାଙ୍କିବାକୁ ବଙ୍ଗ ଯାଉଥିଲା ପୁଳା ପୁଳା ରୁପା, ମାଡିବସିଲା ପୋଲିସ।
୧୮-ଦେଶରେ ଖାଲି ପଡିଛି ୫୬୦୦ରୁ ଅଧିକ ବିଚାରପତି ପଦବୀ।
୧୯-ଇଡି ଜାଲରେ ଶିଳ୍ପା ସେଠୀଙ୍କ ସ୍ବାମୀ । ଅଶ୍ଳୀଳ ସିନେମା ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ହେଉଛି ତଦନ୍ତ ।
୨୦-ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ମୁମ୍ବାଇ କୋର୍ଟଙ୍କ ଅବମାନନା ନୋଟିସ୍।
୨୧-ମହାରାଷ୍ଟ୍ର ଗୋଣ୍ଡିଆରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା: ୯ ମୃତ, ୨୫ ଆହତ।
୨୨-ପୁଣି ଅଶାନ୍ତ ଗାଜା, ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ୪୨ ପାଲେଷ୍ଟାଇନଙ୍କ ମୃତ୍ୟୁ।
୨୩-ୟୁଗାଣ୍ଡା: ଭୟଙ୍କର ଭୂସ୍ଖଳନରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ, ୧୧୩ ନିଖୋଜ।
Comments
Post a Comment