Today’s NEWS 10 JANUARY 2025
MEDIA MONITORING
VISWA SAMBAD KENDRA,ODISHA,PURBA
विभिन्न मीडिया में प्रकाशित समाचार
News paper clipping
Phone / Fax :(0674) 2953383,
Email: visakeobbsr@gmail.com
୧୨ ଜାନୁଆରୀ ୨୦୨୫ ,ରବି ବାର ଦିନ ବିଭିନ୍ନ ଗଣମାଧାଧ୍ୟମରେ ପ୍ରକାଶିତ ଖବର
ଖବର ଆଜିର
ଏକାଠି ହେବେ ୧୭ଟି ଦେଶର ଦେଢ଼ହଜାର ବୌଦ୍ଧ ସନ୍ନ୍ୟାସୀ
https://news.vskodisha.com/
ସୁଭଦ୍ରା’ରେ ପୁଣି ଯୋଡ଼ିହେଲେ ୮ହଜାର
https://news.vskodisha.com/
ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
https://news.vskodisha.com/
ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ
https://news.vskodisha.com/
ବାଂଲାଦେଶ ଭାରତ ସହିତ କ୍ରମାଗତ ଭାବରେ ତାର ସମ୍ପର୍କ ଖରାପ କରୁଛି
https://news.vskodisha.com/
ପୂର୍ବତନ ଆତଙ୍କବାଦୀ ଓ ତା ପୁଅ ସମେତ ୩ ଗିରଫ
https://news.vskodisha.com/
ମହାକୁମ୍ଭ ହେଉଛି ପରମ୍ପରା, ବୈଷୟିକ ଜ୍ଞାନକୌଶଳ, ଇତିହାସ ଓ ଆଧୁନିକତାର ସଂଗମ
https://news.vskodisha.com/
ବାଂଲାଦେଶ ହିଂସା-ଜାନୁୟାରୀ ୮ ପର୍ଯ୍ୟନ୍ତ ୨,୦୧୦ ଟି ସାମ୍ପ୍ରଦାୟିକ ହିଂସା ଘଟଣାର ରେକର୍ଡ କରାଯାଇଛି
୧-ଅଯୋଧ୍ୟା:ରାମଲାଲାଙ୍କ ହେଲା ମହାଅଭିଷେକ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେଲା ସମାଗମ।
୨-ଘୁ.ଉଦୟଗିରିରେ ୪.୮ ଡିଗ୍ରୀକୁ ଖସିଲା ପାରଦ,୯ ଜିଲ୍ଲାକୁ ଘନ କୁହୁଡି ସତର୍କତା।
୩-ହଟୁନି ଏଫ୍ ଏ କ୍ଯୁ ଦ୍ବନ୍ଦ,ଚାଷୀ ନିରାଶ ମିଲରଙ୍କୁ ମିଳୁନି ଟଙ୍କା,ପାକ୍ସରେ ବସ୍ତା ଅଭାବ।
୪-ପ୍ରବଳ ଶୀତଲହରୀ ସହ ଘରେ ଘରେ ଏବେ ଥଣ୍ଡା, ଜ୍ବର ଓ କାଶ । ଯଦିଓ ଏହାର କୌଣସି ଜଟିଳ ଲକ୍ଷଣ ନାହିଁ ତେବେ HMPV ଭୂତାଣୁ ଯୋଗୁଁ ଚିନ୍ତା ବଢୁଛି।
୫-ପ୍ରବାସୀଙ୍କ ମନ ଜିଣିଲା ଓଡ଼ିଆ ଶାଢ଼ୀ,୪ ଦିନରେ ବୟନିକାର ୨ କୋଟି କାରବାର।
୬-ରାୟଗଡା ରେଳ ମଣ୍ଡଳ ପ୍ରବନ୍ଧକ ଦାୟିତ୍ୱ ଗ୍ରହଣ କଲେ ଅମିତାଭ ସିଂଘଲ।
୭-ଜାନୁଆରୀ ୧୯ରେ ହେବ କିସ୍ ପକ୍ଷରୁ ଏକ ବିଶାଳ ନିଯୁକ୍ତି ମେଳା, ୪ ହଜାର ଛାତ୍ରଛାତ୍ରୀ କଲେଣି ପଞ୍ଜୀକରଣ।
୮-ଏକାମ୍ର କାନନରେ ଆଜି ଦିନକ ପାଇଁ ବଢ଼ିଲା ବାର୍ଷିକ ପୁଷ୍ପ ପ୍ରଦର୍ଶନୀ, ଦର୍ଶକଙ୍କ ଚାହିଦାକୁ ଗୁରୁତ୍ବ ଦେଲେ ସରକାର।
୯-ଭୁବନେଶ୍ୱର : ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲରେ ନେଲେ ମିଳିବ ୨୫ ହଜାର ଟଙ୍କା, ବେଆଇନ ପାର୍କିଂ ଫଟୋ ଦେଲେ ମିଳିବ କମିଶନ।
୧୦-ନୈତିକତା ଶିକ୍ଷା ପଦ୍ଧତି ତିଆରି କରି ଲଣ୍ଡନ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଡ ପଙ୍କଜ କୁମାର ଜେନା।
୧୧-ମାଲକାନଗିରି:୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ଏମାନଙ୍କ ଉପରେ ଥିଲା ୪୩ ଲକ୍ଷ ପୁରସ୍କାର।
୧୨-ଭୁବନେଶ୍ୱର : ‘ସୁଭଦ୍ରା’ରେ ପୁନଃସାମିଲ ହେଲେଣି ୮ ହଜାରରୁ ଅଧିକ ଆବେଦନକାରୀ।
୧୩-ବାଲେଶ୍ବର:ତୃତୀୟ ରେଳ ଲାଇନ ସମ୍ପ୍ରସାରଣ ପାଇଁ ବସ୍ତିରେ ବୁଲିଲା ବୁଲଡୋଜର।
୧୪-ଭୁବନେଶ୍ୱର:ଠକ ହଂସିତା ଓ ଅନିଲଙ୍କ ତିନି ଦାମୀ କାର ଜବତ, ଜନ୍ମଦିନରେ ପୁରୁଷ ବନ୍ଧୁଙ୍କୁ ୨ କୋଟିର ଦେଇଥିଲେ ଉପହାର।
୧୫-ବାଙ୍କୀ ଭଗିପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ଟେକା ପଥର ମାଡ଼ରେ ୪ରୁ ଅଧିକ ଆହତ।
୧୬-ମୋହନା:ଗଜପତି ଜିଲ୍ଲା ଲକ୍ଷହୀରା ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ, ସ୍ୱାମୀ ସହ ୩ଜଣଙ୍କୁ ଗିରଫ କଲା ପୋଲିସ୍।
୧୭-ତାମିଲନାଡୁରେ ବଲାଙ୍ଗିରର ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
୧୮-ନାଇଜେରିଆରେ ଉଗ୍ରବାଦୀ ଆକ୍ରମଣରେ ୨୧ ଯବାନ ମୃତ।
Comments
Post a Comment