ବିଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ
ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ନିର୍ଯାତନାର ଜବାବ ଦେଇଛି କୋଲକାତାର ଏକ ହସ୍ପିଟାଲ
https://news.vskodisha.com/ odia-news-2117/
ବାଂଲାଦେଶର ଛଟୋଗ୍ରାମରେ ୩ଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ
https://news.vskodisha.com/ odia-news-2118/
ଜାତୀଯ ନିରାପତ୍ତା
ଟିଏମ୍ସି ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟକଳାପରେ ଲିପ୍ତ
https://news.vskodisha.com/ odia-news-2119/
ଧର୍ମାନ୍ତରୀକରଣ
ରାଜସ୍ଥାନରେ ବଳପୂର୍ବକ ଧର୍ମପରିବର୍ତ୍ତନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ
https://news.vskodisha.com/ odia-news-2120/
ମାଓବାଦ
ଓଡ଼ିଶାରେ ଏବେବି ୬୦ରୁ ୭୦ ଜଣ ନକ୍ସଲ ରହିଛନ୍ତି
https://news.vskodisha.com/ odia-news-2121/
ଅନ୍ଯ ଖବର ସଂକ୍ଷପରେ....................୧-ନୂଆ ଦିଲ୍ଲୀ: ଖୁବ୍ ଶୀଘ୍ର EPFO ଦେବ ATM କାର୍ଡ।ଇପିଏସ୍ ରେ ଯୋଗଦାନ ଦେଇପାରିବେ କର୍ମଚାରୀ।
୨-ବାରଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ:ପୁଅ ବୋହୁଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲା ବାପା।
୩-କଟକ: ସମ୍ପର୍କ ଯୋଡି ୨.୩ କୋଟି ଠକେଇ, ଆକ୍ସିସ୍ ବ୍ୟାଙ୍କ ରିଲେସନସିପ୍ ମ୍ୟାନେଜର କ୍ଷୀରୋଦ ନାୟକ ଗିରଫ।
୪-ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ପାଳନ କରାଯିବ, ସମୁଦ୍ର ସ୍ନାନ ଉପରେ କଟକଣା।
୫-ଶ୍ରୀମନ୍ଦିରରେ ଦେବ ଦିପାବଳୀ: ତିନିଦିନ ଧରି ଅନୁଷ୍ଠିତ ହେବ,ଶ୍ରାଦ୍ଧବେଶରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ବାଢ଼ି ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ।
୬-ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର।ପ୍ରଥମରୁ ୫ମ ଶ୍ରେଣୀ ପିଲାମାନଙ୍କ ପାଇଁ ୭ ଟଙ୍କା ୬୪ ପଇସା,୬ଷ୍ଠରୁ ୮ମ ଶ୍ରେଣୀ ପିଲାମାନଙ୍କ ପାଇଁ ୧୦ ଟଙ୍କା ୯୪ ପଇସା ଖର୍ଚ୍ଚ କରିବେ।
୭-ଚିଲିକା ପାଲଟିଛି ବିହଙ୍ଗାରଣ୍ୟ । ଛୁଟିବାରେ ଲାଗିଛି ବିଦେଶାଗତ ପକ୍ଷୀଙ୍କ ସୁଅ।
୮-ରାଜ୍ୟରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବା ସହ ପାଗ କୋହଲା ରହିବ।
୯-କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଦଘାଟିତ ହେଲା ନୂଆ ଚକ୍ଷୁ ବିଭାଗ।
୧୦-ଓଡ଼ିଶାରେ ୭ ଜିଲ୍ଲାରେ ସକ୍ରିୟ ମାଓବାଦୀ, ଭାରତରେ ୩୮ ଜିଲ୍ଲା: ବିଏସଏଫ ଆଇଜି।
୧୧-ଭୁବନେଶ୍ୱର କିମ୍ସରେ ପ୍ରଥମ ଥର ହେଲ୍ଥ ନ୍ୟାସ୍ନାଲ୍ କନକ୍ଲେଭ୍ ଅନୁଷ୍ଠିତ।
୧୨-ହାଡ଼ଭଙ୍ଗା ଶୀତ ପାଇଁ କୋରାପୁଟରେ ସକାଳୁଆ ସ୍କୁଲ ବନ୍ଦ, ସୂଚନା ଦେଲେ ଜିଲ୍ଲା ଶିକ୍ଷାଧିକାରୀ।
୧୩-ସିରିଆ ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଆଲେପ୍ପୋ ସହର।
୧୪-୫ ତାରିଖ ଯାଏଁ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜନ ହେବ ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ।
୧୫-ସୁନ୍ଦରଗଡ଼:କାର୍ଯ୍ୟରେ ଅବହେଳା ଅଭିଯୋଗ, ନିଲମ୍ବିତ ହେଲେ ହେମଗିରି ତହସିଲଦାର।
୧୬-୨୦୨୭ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ, ଦୈନିକ ଯାତାୟାତ କରିବେ ୯୫ ହଜାର ଲୋକ।
୧୭-ପେଙ୍ଗାଲ ପ୍ରଭାବ: ସ୍ଥଳଭାଗ ଛୁଇଁବା ପୂର୍ବରୁ ତାମିଲନାଡୁରେ ପ୍ରବଳ ବର୍ଷା, ପବନ,ଓଡ଼ିଶାରେ କୋହଲା ପାଗ ଜାରି।
୧୮-ମହିଳା ଓ ପୁରୁଷ କ୍ରିକେଟ ଦଳ ପାଇଁ ନୂଆ ଜର୍ସି, ତିରଙ୍ଗାକୁ ସ୍ଵତନ୍ତ୍ର ସ୍ଥାନ।
ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ନିର୍ଯାତନାର ଜବାବ ଦେଇଛି କୋଲକାତାର ଏକ ହସ୍ପିଟାଲ
https://news.vskodisha.com/
ବାଂଲାଦେଶର ଛଟୋଗ୍ରାମରେ ୩ଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ
https://news.vskodisha.com/
ଜାତୀଯ ନିରାପତ୍ତା
ଟିଏମ୍ସି ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟକଳାପରେ ଲିପ୍ତ
https://news.vskodisha.com/
ଧର୍ମାନ୍ତରୀକରଣ
ରାଜସ୍ଥାନରେ ବଳପୂର୍ବକ ଧର୍ମପରିବର୍ତ୍ତନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ
https://news.vskodisha.com/
ମାଓବାଦ
ଓଡ଼ିଶାରେ ଏବେବି ୬୦ରୁ ୭୦ ଜଣ ନକ୍ସଲ ରହିଛନ୍ତି
https://news.vskodisha.com/
୧-ନୂଆ ଦିଲ୍ଲୀ: ଖୁବ୍ ଶୀଘ୍ର EPFO ଦେବ ATM କାର୍ଡ।ଇପିଏସ୍ ରେ ଯୋଗଦାନ ଦେଇପାରିବେ କର୍ମଚାରୀ।
୨-ବାରଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ:ପୁଅ ବୋହୁଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲା ବାପା।
୩-କଟକ: ସମ୍ପର୍କ ଯୋଡି ୨.୩ କୋଟି ଠକେଇ, ଆକ୍ସିସ୍ ବ୍ୟାଙ୍କ ରିଲେସନସିପ୍ ମ୍ୟାନେଜର କ୍ଷୀରୋଦ ନାୟକ ଗିରଫ।
୪-ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ପାଳନ କରାଯିବ, ସମୁଦ୍ର ସ୍ନାନ ଉପରେ କଟକଣା।
୫-ଶ୍ରୀମନ୍ଦିରରେ ଦେବ ଦିପାବଳୀ: ତିନିଦିନ ଧରି ଅନୁଷ୍ଠିତ ହେବ,ଶ୍ରାଦ୍ଧବେଶରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ବାଢ଼ି ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ।
୬-ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର।ପ୍ରଥମରୁ ୫ମ ଶ୍ରେଣୀ ପିଲାମାନଙ୍କ ପାଇଁ ୭ ଟଙ୍କା ୬୪ ପଇସା,୬ଷ୍ଠରୁ ୮ମ ଶ୍ରେଣୀ ପିଲାମାନଙ୍କ ପାଇଁ ୧୦ ଟଙ୍କା ୯୪ ପଇସା ଖର୍ଚ୍ଚ କରିବେ।
୭-ଚିଲିକା ପାଲଟିଛି ବିହଙ୍ଗାରଣ୍ୟ । ଛୁଟିବାରେ ଲାଗିଛି ବିଦେଶାଗତ ପକ୍ଷୀଙ୍କ ସୁଅ।
୮-ରାଜ୍ୟରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବା ସହ ପାଗ କୋହଲା ରହିବ।
୯-କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଦଘାଟିତ ହେଲା ନୂଆ ଚକ୍ଷୁ ବିଭାଗ।
୧୦-ଓଡ଼ିଶାରେ ୭ ଜିଲ୍ଲାରେ ସକ୍ରିୟ ମାଓବାଦୀ, ଭାରତରେ ୩୮ ଜିଲ୍ଲା: ବିଏସଏଫ ଆଇଜି।
୧୧-ଭୁବନେଶ୍ୱର କିମ୍ସରେ ପ୍ରଥମ ଥର ହେଲ୍ଥ ନ୍ୟାସ୍ନାଲ୍ କନକ୍ଲେଭ୍ ଅନୁଷ୍ଠିତ।
୧୨-ହାଡ଼ଭଙ୍ଗା ଶୀତ ପାଇଁ କୋରାପୁଟରେ ସକାଳୁଆ ସ୍କୁଲ ବନ୍ଦ, ସୂଚନା ଦେଲେ ଜିଲ୍ଲା ଶିକ୍ଷାଧିକାରୀ।
୧୩-ସିରିଆ ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଆଲେପ୍ପୋ ସହର।
୧୪-୫ ତାରିଖ ଯାଏଁ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜନ ହେବ ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ।
୧୫-ସୁନ୍ଦରଗଡ଼:କାର୍ଯ୍ୟରେ ଅବହେଳା ଅଭିଯୋଗ, ନିଲମ୍ବିତ ହେଲେ ହେମଗିରି ତହସିଲଦାର।
୧୬-୨୦୨୭ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ, ଦୈନିକ ଯାତାୟାତ କରିବେ ୯୫ ହଜାର ଲୋକ।
୧୭-ପେଙ୍ଗାଲ ପ୍ରଭାବ: ସ୍ଥଳଭାଗ ଛୁଇଁବା ପୂର୍ବରୁ ତାମିଲନାଡୁରେ ପ୍ରବଳ ବର୍ଷା, ପବନ,ଓଡ଼ିଶାରେ କୋହଲା ପାଗ ଜାରି।
୧୮-ମହିଳା ଓ ପୁରୁଷ କ୍ରିକେଟ ଦଳ ପାଇଁ ନୂଆ ଜର୍ସି, ତିରଙ୍ଗାକୁ ସ୍ଵତନ୍ତ୍ର ସ୍ଥାନ।
Comments
Post a Comment