ମହତ୍ୱପୂର୍ଣ୍ଣ ଦିବସ-2024

 ମହତ୍ୱପୂର୍ଣ୍ଣ ଦିବସ

କ୍ର.ସଂ ତିଥି ମହତ୍ୱପୂର୍ଣ୍ଣ ଦିବସ


ଜାନୁଆରୀ

୧୨ ଜାନୁଆରୀ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ

୧୫ ଜାନୁୟାରୀ ମକର ସଂକ୍ରାନ୍ତୀ

୨୦ ଜାନୁୟାରୀ ଶାମ୍ବ ଦଶମୀ

୨୬ ଜାନୁଆରୀ ଭାରତୀୟ ଗଣତନ୍ତ୍ର ଦିବସ

୨୯ ଜାନୁଆରୀ ପ୍ରଫେସର ରାଜେନ୍ଦ୍ର ସିଂହ(ରଜ୍ଜୁ ଭୈୟା)ଜୟନ୍ତୀ

୩୦ ଜାନୁଆରୀ ମହତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ


ଫେବୃୟାରୀ

୨୧ ଫେବୃୟାରୀ ମାତୃଭାଷା ଦିବସ

୨୨ ଫେବୃୟାରୀ ପିଓଜେକେ ସଂକଳ୍ପ ଦିବସ

୨୩ ଫେବୃୟାରୀ ଯୋରନ୍ଦା ମେଳା

୨୪ ଫେବୃୟାରୀ(ମାଘ  ଶୁକ୍ଲ ପୂଣ୍ଣିମା,୧୩୯୮) ସନ୍ଥ ରବିଦାସ ଜୟନ୍ତୀ

୨୭ ଫେବୃୟାରୀ ଗୋଧରା ନରସଂହାର


ମାର୍ଚ୍ଚ

୦୫ ମାର୍ଚ୍ଚ(ଫାଲଗୁନ କୃଷ୍ଣ ଦଶମୀ,୧୮୨୪) ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଜୟନ୍ତୀ

୦୬ ମାର୍ଚ୍ଚ(ଫାଲଗୁନ କୃଷ୍ଣ ଏକାଦଶୀ,୧୮୨୪) ମାଧବ ରାଓ ସଦାଶିବରାଓ(ଗୁରୁଜୀ)ଜୟନ୍ତୀ

୨୨ ମାର୍ଚ୍ଚ,୧୬୦୮ ସନ୍ଥ ତୁକାରାମ ଜୟନ୍ତୀ

୨୩ ମାର୍ଚ୍ଚ ଶହୀଦ ଦିବସ

୨୮ ମାର୍ଚ୍ଚ(ଚୈତ୍ରମାସ କୃଷ୍ଣ ପକ୍ଷ ତୃତୀୟା,୧୬୩୦) ଛତ୍ରପତୀ ଶିବାଜୀ ମହାରାଜ ଜୟନ୍ତୀ


ଅପ୍ରେଲ

୦୧ ଏପ୍ରିଲ ଉତ୍କଳ ଦିବସ

୦୯ ଅପ୍ରେଲ ଚୈତ୍ର ଶୁକ୍ଳ ପ୍ରତିପଦା,୧୮୮୯ ଡ.କେଶବ ବଳିରାମ ହେଡଗେୱାର ଜୟନ୍ତୀ

୦୯ ଅପ୍ରେଲ ଚୈତ୍ର ଶୁକ୍ଳ ପ୍ରତିପଦା ବର୍ଷ ପ୍ରତିପଦା

୧୩ ଅପ୍ରେଲ ( ବୈଶାଖୀ,୧୯୧୯) ଜାଲିଆନୱାଲାବାଗ ହତ୍ୟାକାଣ୍ଡ

୧୪ ଏପ୍ରିଲ ଓଡିଆ ନବବର୍ଷ, ମହାବିଷୁବ ପଣା ସଂକ୍ରାନ୍ତୀ

୧୪  ଅପ୍ରେଲ୍ର,୧୮୧୯ ଡ.ଭୀମରାଓ ଆମ୍ବେଦକର  ଜୟନ୍ତୀ

୧୭ ଏପ୍ରିଲ ଶ୍ରୀରାମ ନବମୀ

୨୧  ଅପ୍ରେଲ୍ର,(ଚୈତ୍ର ଶୁକ୍ଲ ତ୍ରୟୋଦଶୀ) ଶ୍ରୀ ମହାବୀର ଜୟନ୍ତୀ


ମଇ

୧୦ ମଇ,୧୮୫୭ ୧୮୫୭ ର ବିପ୍ଲବ

୧୨ ମଇ(ବୈଶାଖ ଶୁକ୍ଲ ପଂଚମୀ,୫୦୭ ଖ୍ରୀ.ପୂ) ଆଦିଗୁରୁ ଶଙ୍କରାଚାର୍ଯ୍ୟ ଜୟନ୍ତୀ

୨୫ ମଇ (ଜ୍ୟେଷ୍ଠ କୃଷ୍ଣ ଦ୍ୱିତୀୟା) ମହର୍ଷି ନାରଦ ଜୟନ୍ତୀ

୨୮ ମଇ,୧୮୮୩ ବୀର ସାବରକର ଜୟନ୍ତୀ

୩୧ ମଇ(୧୭୨୫) ଅହଲ୍ୟାଦେବୀ ହୋଲକର ଜୟନ୍ତୀ


ଜୁନ

୦୫ ଜୁନ ବିଶ୍ୱ ପର୍ଯ୍ୟାବରଣ ଦିବସ

୦୯ ଜୁନ,୧୯୯୦ ବିରସା ମୁଣ୍ଡା ବଳିଦାନ ଦିବସ

୧୪ ଜୁନ ପହିଲି ରଜ

୨୦ ଜୁନ(ଜ୍ୟେଷ୍ଠ ଶୁକ୍ଲ ତ୍ରୋୟଦଶୀ,) ହିନ୍ଦୁ ସାମ୍ରାଜ୍ୟ ଦିବସ

୨୩ ଜୁନ,୧୯୫୩ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀ ବଳିଦାନ ଦିବସ

୨୫ ଜୁନ.୧୯୭୫ ଜରୁରୀକାଳୀନ ପରିସ୍ଥିତି


ଜୁଲାଇ

୦୭ ଜୁଲାଇ ରଥଯାତ୍ରା

୨୧ ଜୁଲାଇ(ଆଶାଢ ଶୁକ୍ଲ ପୂଣ୍ଣିମା) ଗୁରୁ ପୂଣ୍ଣିମା(ବ୍ୟାସ ପୂଣ୍ଣିମା)

୨୬ ଜୁଲାଇ କାରଗିଲ ବିଜୟ ଦିବସ

ଅଗଷ୍ଟ

୧୧ ଅଗଷ୍ଟ(ଶ୍ରାବଣ ଶୁକ୍ଲ ସପ୍ତମୀ,୧୫୧୧) ସନ୍ଥ ତୁଳସୀଦାସ ଜୟନ୍ତୀ

୧୪ ଅଗଷ୍ଟ ଅଖଣ୍ଡ ଭାରତ ଦିବସ

୧୫ ଅଗଷ୍ଟ,୧୯୪୭ ଭାରତୀୟ ସ୍ୱାଧୀନତା ଦିବସ

୧୯ ଅଗଷ୍ଟ(ଶ୍ରାବଣ ଶୁକ୍ଲ ପୂଣ୍ଣିମା) ରକ୍ଷାବନ୍ଧନ 

୨୩ ଅଗଷ୍ଟ,୨୦୦୮ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ

  ବଳିଦାନ ଦିବସ

୨୬ ଅଗଷ୍ଟ (ଭାଦ୍ର କୃଷ୍ଣ ଅଷ୍ଟମୀ) ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ


ସେପ୍ଟେମ୍ବର

୦୪ ସେପ୍ଟେମ୍ବର ଶ୍ରୀଗୁରୁ ଗ୍ରନ୍ଥ ସାହେବ ପ୍ରକାଶ ଉତ୍ସବ

୧୧ ସେପ୍ଟେମ୍ବର,୧୮୯୩ ଚାକାଗୋ ଭାଷଣ

୧୮ ସେପ୍ଟେମ୍ବର ଭାଗବତ ଜନ୍ମ

୨୫ ସେପ୍ଟେମ୍ବର,୧୯୧୬ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ


ଅକ୍ଟୋବର

୦୯ ଅକ୍ଟୋବର  ଗୋପବନ୍ଧୁ ଜୟନ୍ତୀ

୧୨ ଅକ୍ଟୋବର ଶଙ୍କରଦେବ ଜୟନ୍ତୀ

୧୨ ଅକ୍ଟୋବର(ବିଜୟା ଦଶମୀ,୧୯୨୫) ସଂଘ  ସ୍ଥାପନା ଦିବସ

୧୨ ଅକ୍ଟୋବର(ବିଜୟା ଦଶମୀ,୧୯୨୫) ରାଷ୍ଟ୍ର ସେବିକା ସମିତି ସ୍ଥାପନା ଦିବସ

୧୭ ଅକ୍ଟୋବର(ଆଶ୍ୱୀନ ଶୁକ୍ଲ ପୂଣ୍ଣିମା ) ସନ୍ଥ ମୀରାବାଇ ଜୟନ୍ତୀ

୨୬ ଅକ୍ଟୋବର,୧୯୪୭ ଜମ୍ମୁ କାଶ୍ମୀର ବିଲୟ ଦିବସ

୨୯ ଅକ୍ଟୋବର ଜୟୀରାଜଗୁର ଜୟନ୍ତୀ


ନଭେମ୍ବର

୦୧ ନଭେମ୍ବର,୧୯୮୪ ୧୯୮୪ର ନରସଂହାର

୧୫ ନଭେମ୍ବର ବାଲିଯାତ୍ରା

୧୫ ନଭେମ୍ବର(କାର୍ତିକ ପୂଣ୍ଣିମା) ଶ୍ରୀ ଗୁରୁନାନକ ଦେବଜୀଙ୍କ ପ୍ରକାଶ ଉତ୍ସବ

୨୧ ନଭେମ୍ବର ମାର୍ଗଶୀର ଗୁରୁବାର ଓଷା

୨୪ ନଭେମ୍ବର,୧୬୨୨ ଲାଚିତ ବରଫୁକନ ଜୟନ୍ତୀ

୨୬ ନଭେମ୍ବର,୧୯୪୯ ଭାରତୀୟ ସମ୍ବିଧାନ ଦିବସ


ଡିସେମ୍ବର

୦୬ ଡିସେମ୍ବର(ମାର୍ଗଶୀର ଶୁକ୍ଲ ପଂଚମୀ,୧୯୧୫) ଶ୍ରୀ ଗୁରୁତେଗ ବାହାଦୁର ବଳିଦାନ ଦିବସ

୧୦ ଡିସେମ୍ବର,୧୯୪୮ ମାନବାଧିକାର ଦିବସ

୧୬ ଡିସେମ୍ବର,୧୯୭୧ ବିଜୟ ଦିବସ

୧୯ ଡିସେମ୍ବର,୧୯୬୧ ଗୋଆ ମୁକ୍ତି ଦିବସ

୨୩ ଡିସେମ୍ବର,୧୯୨୬ ସ୍ୱାମୀ ଶ୍ରଦ୍ଧାନନ୍ଦ ବଳିଦାନ ଦିବସ


ଓଡିଶାର ମହତ୍ବପୂର୍ଣ୍ଣ ଦିବସ

୧୫ ଜାନୁୟାରୀ ମକର ସଂକ୍ରାନ୍ତୀ

୨୦ ଜାନୁୟାରୀ ଶାମ୍ବ ଦଶମୀ

୨୩ ଫେବୃୟାରୀ ଯୋରନ୍ଦା ମେଳା

୨୪ଫେବୃୟାରୀ ମାଘ ପୂର୍ଣ୍ଣିମା

୦୧ ଏପ୍ରିଲ ଉତ୍କଳ ଦିବସ

୧୪ ଏପ୍ରିଲ ଓଡିଆ ନବବର୍ଷ, ମହାବିଷୁବ ପଣା ସଂକ୍ରାନ୍ତୀ

୧୭ ଏପ୍ରିଲ ଶ୍ରୀରାମ ନବମୀ

୧୪ ଜୁନ ପହିଲି ରଜ

୦୭ ଜୁଲାଇ ରଥଯାତ୍ରା

୧୮ ସେପ୍ଟେମ୍ବର ଭାଗବତ ଜନ୍ମ

୧୦ ୦୯ ଅକ୍ଟୋବର  ଗୋପବନ୍ଧୁ ଜୟନ୍ତୀ

୧୧ ୨୯ ଅକ୍ଟୋବର ଜୟୀରାଜଗୁର ଜୟନ୍ତୀ

୧୨ ୧୫ ନଭେମ୍ବର ବାଲିଯାତ୍ରା

୧୩ ୨୧ ନଭେମ୍ବର ମାର୍ଗଶୀର ଗୁରୁବାର ଓଷା








Comments