ଅକ୍ଟୋବର ମାସ ୨ ତାରିଖ ୨୦୨୩ ମସିହା(ସୋମବାର )ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 



*ଖବର ଆଜିର*

ତାରିଖ ତାରିଖ ୦୨/୧୦/୨୦୨୩  ସୋମବାର  ।।




ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶ ଦୁନିଆକୁ ନୂଆ ରାସ୍ତା ଦେଖାଇଛି: ରାଷ୍ଟ୍ରପତି ମୁର୍ମୁ ।

ଏସିଆନ ଗେମ୍ସ ୨୦୨୩: ଗୋଟିଏ ଦିନରେ ୧୫ ପଦକ ହାସଲ କରି ଇତିହାସ ରଚିଲା ଭାରତ, ୫୦ ଟପିଲା ପଦକ ସଂଖ୍ୟା

ସାରା ଦେଶରେ ସ୍ୱଚ୍ଛତା ହିଁ ସେବା ଅଭିଯାନ: ହାତରେ ଝାଡୁ ଧରିଲେ ମୋଦୀ, ସଫେଇ କରିବାର ଭିଡିଓ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ ।

ଏସିଆନ ଗେମ୍ସ ୨୦୨୩: ଶଟପୁଟ୍‌ରେ ସ୍ୱର୍ଣ୍ଣ ଆଣିଲା ଭାରତ, ସାଉଦି ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଇତିହାସ ରଚିଲେ ତଜିନ୍ଦର ।

Asian Games 2023: ୩୦୦୦ ମିଟର ଷ୍ଟିପଲଚେଜରେ ଅବିନାଶ ଜିତିଲେ ସ୍ଵର୍ଣ୍ଣ, ଆଥଲେଟିକ୍ସରେ ଭାରତକୁ ପ୍ରଥମ ଗୋଲ୍ଡ ।

ରିଲିଜ୍‌ ହେଲା ଶିବ କୁମାରଙ୍କ ‘ଘୋଷ୍ଟ’ ଟ୍ରେଲର; ଉତ୍ସାହ ବଢାଇଲା ଅନୁପମଙ୍କ ଝଲକ୍‌ ।


ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ: ଆସନ୍ତା ୨ ଦିନ ପ୍ରବଳ ବର୍ଷା ଆଶଙ୍କା ।

ତୁର୍କି ସଂସଦ ନିକଟରେ ଆତ୍ମଘାତୀ ଆକ୍ରମଣ, ନିଜକୁ ବିସ୍ଫୋରଣରେ ହତ୍ୟାକଲା ଆତଙ୍କବାଦୀ ।

ଓଡ଼ିଶା‌ରେ ୪,୨୪୯ କୋଟି ଜିଏସ୍‌ଟି ସଂଗ୍ରହ: ଦେଶରେ ୧.୬୨ ଲକ୍ଷ କୋଟି ।

ଭାରତ-ଆମେରିକା ସମ୍ପର୍କ ଚନ୍ଦ୍ରଯାନ ପରି ନୂତନ ଉଚ୍ଚତାରେ ପହଞ୍ଚିଛି: ଏସ୍ ଜୟଶଙ୍କର ।

ଗିରଫ ହେଲେ ଓଏସଏପି ୧ମ ବାଟାଲିୟନ କମାଣ୍ଡାଣ୍ଟ, ନଗଦ ଟଙ୍କା ସହ ଧରିଥିଲା ଭିଜିଲାନ୍ସ ।

ୟୁକ୍ରେନ୍‌କୁ ଯିବେନି ବ୍ରିଟିଶ ସେନା, ଋଷ ସହ ସମ୍ପର୍କ ଖରାପ କରିବାକୁ ଚାହୁଁନି ବ୍ରିଟେନ୍ ।

ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଁଝୀ ।

Comments