ଅକ୍ଟୋବର ମାସ ୧ ତାରିଖ ୨୦୨୩ ମସିହା(ରବିବାର )ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 


 


୧/୧୦/୨୦୨୩

*ଖବର ଆଜିର*

ତାରିଖ ତାରିଖ ୦୧/୧୦/୨୦୨୩  ରବିବାର ।।





34 महीनों में 444 गोतस्करी की घटनाओं पर रिपोर्ट जारी
କାନାଡା ଛାଡିବାକୁ ହିନ୍ଦୁଙ୍କୁ ଧମକ ଦେଉଛି ଖଲିସ୍ତାନୀଦେବଦୂତ ସାଜିଲେ ଦୁଇ ଗାଈଆଳ ପିଲାଆମ ଖେଳାଳିଙ୍କୁ ଗୋମାଂସ କାହିଁକି ଦଉନ: ପିସିବିଜାତୀୟ ବୃନ୍ଦଗାନ ପ୍ରତିଯୋଗିତା ଆୟୋଜନସ୍କଟ୍‌ଲାଣ୍ଡ୍‌ରେ ଭାରତୀୟ ହାଇକମିସନରଙ୍କୁ ଗୁରୁଦ୍ୱାରକୁ ଛାଡ଼ିଲେ ନାହିଁ ଉଗ୍ରବାଦୀ ବ୍ରିଟିସ୍ ଶିଖ୍‌କର୍ମୀ
ଇସ୍ରୋର ହାସଲ କଲା ଇସ୍ରୋ ଲକ୍ଷ୍ୟସ୍ଥଳ ପଏଣ୍ଟ ୧ ଅଭିମୁଖେ ଆଦିତ୍ୟ-ଏଲ୍‌୧
୩ ଆଇଏସ୍‌ଆଇଏସ୍ ଆତଙ୍କୀଙ୍କୁ ଖୋଜୁଛି ଏନ୍‌ଆଇଏ!ଆତଙ୍କବାଦୀଙ୍କ ହବ୍ ପାଲଟିଛି କାନାଡା : ବାଂଲାଦେଶୱାଶିଂଟନରୁ ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ଆଇନା ଦେଖାଇଲେ ଜୟଶଙ୍କରପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ ୫୨ ମୃତ, ୧୦୦ରୁ ଅଧିକ ଗୁରୁତର

ଆଜିର ଅନ୍ୟାନ୍ୟ ଖବର ସଂକ୍ଷିପ୍ତରେ

ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶ ଦୁନିଆକୁ ନୂଆ ରାସ୍ତା ଦେଖାଇଛି: ରାଷ୍ଟ୍ରପତି ମୁର୍ମୁ ।

ଏସିଆନ ଗେମ୍ସ ୨୦୨୩: ଗୋଟିଏ ଦିନରେ ୧୫ ପଦକ ହାସଲ କରି ଇତିହାସ ରଚିଲା ଭାରତ, ୫୦ ଟପିଲା ପଦକ ସଂଖ୍ୟା

ସାରା ଦେଶରେ ସ୍ୱଚ୍ଛତା ହିଁ ସେବା ଅଭିଯାନ: ହାତରେ ଝାଡୁ ଧରିଲେ ମୋଦୀ, ସଫେଇ କରିବାର ଭିଡିଓ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ ।

ଏସିଆନ ଗେମ୍ସ ୨୦୨୩: ଶଟପୁଟ୍‌ରେ ସ୍ୱର୍ଣ୍ଣ ଆଣିଲା ଭାରତ, ସାଉଦି ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଇତିହାସ ରଚିଲେ ତଜିନ୍ଦର ।

Asian Games 2023: ୩୦୦୦ ମିଟର ଷ୍ଟିପଲଚେଜରେ ଅବିନାଶ ଜିତିଲେ ସ୍ଵର୍ଣ୍ଣ, ଆଥଲେଟିକ୍ସରେ ଭାରତକୁ ପ୍ରଥମ ଗୋଲ୍ଡ ।

ରିଲିଜ୍‌ ହେଲା ଶିବ କୁମାରଙ୍କ ‘ଘୋଷ୍ଟ’ ଟ୍ରେଲର; ଉତ୍ସାହ ବଢାଇଲା ଅନୁପମଙ୍କ ଝଲକ୍‌ ।


ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ: ଆସନ୍ତା ୨ ଦିନ ପ୍ରବଳ ବର୍ଷା ଆଶଙ୍କା ।

ତୁର୍କି ସଂସଦ ନିକଟରେ ଆତ୍ମଘାତୀ ଆକ୍ରମଣ, ନିଜକୁ ବିସ୍ଫୋରଣରେ ହତ୍ୟାକଲା ଆତଙ୍କବାଦୀ ।

ଓଡ଼ିଶା‌ରେ ୪,୨୪୯ କୋଟି ଜିଏସ୍‌ଟି ସଂଗ୍ରହ: ଦେଶରେ ୧.୬୨ ଲକ୍ଷ କୋଟି ।

ଭାରତ-ଆମେରିକା ସମ୍ପର୍କ ଚନ୍ଦ୍ରଯାନ ପରି ନୂତନ ଉଚ୍ଚତାରେ ପହଞ୍ଚିଛି: ଏସ୍ ଜୟଶଙ୍କର ।

ଗିରଫ ହେଲେ ଓଏସଏପି ୧ମ ବାଟାଲିୟନ କମାଣ୍ଡାଣ୍ଟ, ନଗଦ ଟଙ୍କା ସହ ଧରିଥିଲା ଭିଜିଲାନ୍ସ ।

ୟୁକ୍ରେନ୍‌କୁ ଯିବେନି ବ୍ରିଟିଶ ସେନା, ଋଷ ସହ ସମ୍ପର୍କ ଖରାପ କରିବାକୁ ଚାହୁଁନି ବ୍ରିଟେନ୍ ।

ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଁଝୀ ।


ଏସୀୟ କ୍ରୀଡାରେ ସ୍କ୍ୱାସ୍ ଇଭେଂଟରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ଖେଳାଳି । ୩୬ରେ ପହଂଚିଲା ପଦକ ସଂଖ୍ୟା ।

ଆମେରିକାରୁ, କାନାଡାକୁ କଡା ନିନ୍ଦା । ଟ୍ରୁଡୋ ପ୍ରଶାସନ ଉପରେ ବର୍ଷିଲେ ଜୟଶଙ୍କର , ‘ଭାରତ ଅନ୍ୟଠାରୁ ବାକସ୍ୱାଧିନତା ଶିଖିବା ଦରକାର ନାହିଁ’ ।

ଛତିଶଗଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାୱାର ଶୋ । କହିଲେ, ଗରିବଙ୍କୁ ଘୃଣା କରେ କଂଗ୍ରେସ, ଦୁର୍ନୀତିରେ ଉବୁଟୁବୁ ହେଉଛି ରାଜ୍ୟ ।

ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ମାମଲା । ଜଣେ ଶ୍ରମିକ ମୃତ । ରାଜମହଲ ଫୁଟପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର ।

ବଢ଼ିଲା ୨ହଜାର ଟଙ୍କା ନୋଟ ବଦଳି ଅବଧି । ଅକ୍ଟୋବର ୭ ପର୍ଯ୍ୟନ୍ତ ନୋଟ ବଦଳାଇବାକୁ ମିଳିଲା ଅଧିକ ସମୟ ।


ପରୀକ୍ଷା କରି ଫେଲ୍ ମାରିଛି, ଏଥର ପୋଷ୍ଟର ଲଗାଇବି ନାହିଁ କି ଚା’ ଯାଚିବି ନାହିଁ, ଲୋକେ ଇଚ୍ଛାରେ ଭୋଟ ଦେବେ; ନୀତିନ ଗଡ଼କରୀ ।

ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ବିଦେଶ ସ୍ଥାନାନ୍ତର ନିମନ୍ତେ ପରିବାରର ପ୍ରସ୍ତୁତି ।

ରାଜନୀତିରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମୃତ୍ୟୁ ରହସ୍ୟ : ସିବିଆଇ ତଦନ୍ତ ଦାବି କଲେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ ।

ଆସନ୍ତା ୪ ତାରିଖରେ ‘ସମ୍ବାଦ’ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏହି ଅବସର‌ରେ ୩ ତାରିଖ ମଙ୍ଗଳବାର ଦିନ ୩ଟା ୩୦ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ।

ତାମିଲନାଡ଼ୁରେ ବଡ଼ଧରଣର ଦୁର୍ଘଟଣା, ଖାଇକୁ ଖସିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍, ୮ ମୃତ ।

ଅଧିନାୟକ ହରମନପ୍ରୀତ ସିଂଙ୍କ ଚାରୋଟି ଗୋଲ ସହାୟତାରେ ଭାରତୀୟ ହକି ଦଳ ଏସୀୟ କ୍ରୀଡ଼ାରେ ପାକିସ୍ତାନକୁ ବଡ଼ ବ୍ୟବଧାନ ୧୦-୨ରେ ପରାଜିତ କରିଛି । ଏହି ବୃହତ ବିଜୟ ସହ ଭାରତ ସେମିଫାଇନାଲରେ ମଧ୍ୟ ସ୍ଥାନ ପକ୍କା କରିଛି ।  

ମୁଖ୍ୟମନ୍ତ୍ରୀ ସାନ୍ତାଳୀ-ଓଡ଼ିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ।

ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ ; ଦାବି ପୂରଣ ନେଇ ମହଲତ ମାଗିଲେ ସରକାର 

ନମାଜ ପଢିବା ପାଇଁ ଏୟାରପୋର୍ଟରେ ସ୍ୱତନ୍ତ୍ର କୋଠରୀ କରିବାକୁ ଆବେଦନ, ଖାରଜ କଲେ ଗୌହାଟି ହାଇକୋର୍ଟ।

Comments