ସେପ୍ଟେମ୍ବର ମାସ ୨୯ ତାରିଖ ୨୦୨୩ ମସିହା(ଶୁକ୍ରବାର)ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 




*ଖବର ଆଜିର*

ତାରିଖ ୨୯/୦୯/୨୦୨୩ ଶୁକ୍ରବାର ।।


अंगदाता परिवार भगवान के समान और अंगदान भी देशभक्ति है – डॉ. मोहन भागवत जी

Dr. Swaminathan was dedicated to the all-round welfare of the nation


Google launches earthquake alert for Android users in Bharat


NavIC – ISRO expanding Navigation coverage to 3,000 km for SAARC nations


स्व’भाषा, ‘स्व’देश व ‘स्व’धर्म के लिए कार्य करना होगा



When a Hindu King did a ‘Sardar Patel’ 575 years ago: How Gajapati Kapilendra Deva from Odisha liberated Telangana from Islamic rule
https://www.opindia.com/2023/09/kapilendra-deva-of-gajapati-dynasty-odisha-brought-an-end-to-the-tyranny-of-islamic-bahamani-sultanate-telangana/


बीफ (गौमांस) नहीं मिलेगा पाकिस्तानी क्रिकेटरों को, वर्ल्ड कप में मुर्गा-मछली-खस्सी से चलाएँगे काम: ‘जिनको रोटी नहीं मिलती’ से लोग कर रहे ट्रोल

अब बांग्लादेश ने कनाडा को लताड़ा, कहा- अपराधियों को देता है शरण, वहाँ जाकर ऐश की जिंदगी जीते हैं हत्यारे: श्रीलंका भी कर चुका है नंगा

मुजफ्फरनगर : मदरसे के अंदर नौ साल की बच्ची से मौलाना ने किया दुष्कर्म, केस दर्ज

पैगंबर मोहम्मद के जन्मदिन वाले जुलूस में 52 लोगों की मौत, 50+ घायल: बलूचिस्तान में मस्जिद के पास बम से उड़ाया, बढ़ सकता है आँकड़ा




ଆଜି ର ମୁଖ୍ଯ ଖବର ସଂକ୍ଷପରେ

ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ.. ଆଇନରେ ପରିଣତ ହେଲା ନାରୀ ଶକ୍ତି ବନ୍ଦନ ଅଧିନିୟମ..

୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାୟଗଡ଼ା ଜନସ୍ୱାସ୍ଥ୍ୟ ବିଭାଗ(ପିଏଚଡ଼ି) ଏଷ୍ଟିମେଟର ରମାକାନ୍ତ ମଲ୍ଲିକ..

ପାକିସ୍ତାନର ବଲୁଚିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ଘଟଣା.. ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି..

ରତ୍ନଭଣ୍ଡାର ସମ୍ପର୍କିତ ମାମଲା.. ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ..

ସେପ୍ଟେମ୍ବରରେ ଭଲ ବର୍ଷା ସତ୍ତ୍ବେ ୩ ଜିଲାରେ ନିଅଣ୍ଟିଆ ବର୍ଷା.. ୩ଟି ଜିଲା ସହ ସାରା ରାଜ୍ୟରେ ୩% ନିଅଣ୍ଟିଆ ବର୍ଷା.. ନବରଙ୍ଗପୁର, ପୁରୀ ଏବଂ କେନ୍ଦ୍ରାପଡାରେ ନିଅଣ୍ଟିଆ ବର୍ଷା..



ସେପ୍ଟେମ୍ବରରେ ଭଲ ବର୍ଷା ସତ୍ତେ୍ୱ ୩ ଜିଲାରେ ନିଅଣ୍ଟିଆ ବର୍ଷା..

୩ଟି ଜିଲା ସହ ସାରା ରାଜ୍ୟରେ ୩% ନିଅଣ୍ଟିଆ ବର୍ଷା..

ନବରଙ୍ଗପୁର,ପୁରୀ ଏବଂ କେନ୍ଦ୍ରାପଡାରେ ନିଅଣ୍ଟିଆ ବର୍ଷା..

ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ ; ୨୫ରୁ ଅଧିକ ମୃତ..

୭୦ରୁ ଅଧିକ ଗୁରୁତର..

ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲାର ଏକ ମସଜିଦ୍‌‌ ନିକଟରେ ଘଟିଛି ଏହି ବିସ୍ଫୋରଣ..

ବାଲେଶ୍ୱରରେ ପୋଖରୀରେ ବୁଡି ୨ ନାବାଳିକା ମୃତ..

କଟକ ଚୌଧୁରୀ ବଜାରରେ ଅଗ୍ନିକାଣ୍ଡ .. ୪ ଘଣ୍ଟା ପରେ ଲିଭିଲା ନିଆଁ

କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା .. ୩ ମୃତ..

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ..

ଆସୁଛି ବଡ ବର୍ଷା – ପାଣିପାଗ ବିଭାଗ ପକ୍ଷରୁ ସୂଚନା ..

୪୮ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ସମ୍ଭାବନା..

କୁନି ଝିଅକୁ ଧରି ବାପା ବୈତରଣୀକୁ ଡେଇଁ ନିଖୋଜ ଘଟଣା .. ମିଳିଛି ବାପାର ମୃତଦେହ..




ମାଟିର ମଣିଷର ମୃତ୍ୟୁ । ପରଲୋକରେ ବିଶିଷ୍ଟ କୃଷି ବୈଜ୍ଞାନିକ ଏମ୍ ଏସ ସ୍ୱାମୀନାଥନ । ଏହି ବିଶିଷ୍ଟ ବୈଜ୍ଞାନିକ ଦେଶର ସବୁଜ କ୍ରାନ୍ତିର ପୁରୋଧା ଥିଲେ । ତାଙ୍କ ଅବର୍ତମାନରେ ରାଷ୍ଟ୍ରୁପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।


ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ମୃତ୍ୟୁ ପରେ ଭାରତ ଓ କାନାଡା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ କାନାଡା ଉପରେ ସାଇବର ଆକ୍ରମଣ ହୋଇଛି । କାନାଡା ସେନାର ୱେବସାଇଟକୁ ହ୍ୟାକରମାନେ ଟାର୍ଗେଟ କରିଛନ୍ତି ।


ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ ସେଲ୍-୨୦୨୩ ଆରମ୍ଭ ହେବାର ଅଧିକାରୀକ ତାରିଖ ଘୋଷଣା ହୋଇଛି। ସପ୍ତାହବ୍ୟାପି ଚାଲିବାକୁ ଥିବା ଏହି ସେଲ ଭାରତରେ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ। 


ଭୀମ ପୃଷ୍ଟି ପାଇବେ ୪୪ତମ ‘ଶାରଳା ପୁରସ୍କାର’, ‘ଜମ୍ବୁଲୋକ’ ପାଇଁ ହେବେ ସମ୍ମାନିତ ।



ହାଇଦ୍ରାବାଦରେ ପହଞ୍ଚିଲା ପାକିସ୍ତାନ୍ ଟିମ୍: ଗେରୁଆ ଉତରୀୟ ଦେଇ କରାଗଲା ଭବ୍ୟ ସ୍ୱାଗତ 


ମଧ୍ୟପ୍ରଦେଶ ଉଜ୍ଜେନ ନାବାଳିକା ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତକୁ ଶେଷରେ ଗିରଫ କଲା ପୋଲିସ ।


ଡିସେମ୍ବର ସୁଦ୍ଧା ଚକାଚକ ହେବ ଦେଶର ସମସ୍ତ ଜାତୀୟ ରାଜପଥ । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ଏହି ଘୋଷଣା କରିଛନ୍ତି ।  


ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ବଡ ପରିବର୍ତ୍ତନ, ଅକ୍ସର ପଟେଲଙ୍କ ସ୍ଥାନରେ ଅଶ୍ୱିନଙ୍କୁ ସୁଯୋଗ ।


ଅତିରିକ୍ତ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, HRPCକୁ ତଦନ୍ତ ଦାୟିତ୍ୱ ।


୫ବର୍ଷର ରେକର୍ଡ ଭାଙ୍ଗିଲା ଡେଙ୍ଗୁ: ଦେଶବ୍ୟାପୀ ଡେଙ୍ଗୁ ତାଲିକାରେ ଓଡ଼ିଶା ଚତୁର୍ଥ ।


ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାର ଷଷ୍ଠ ଦିବସ ଗୁରୁବାର ଭାରତକୁ ଗୋଟିଏ ସ୍ବର୍ଣ୍ଣ,. ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ଏଥି ସହିତ ଭାରତର ପଦକ ସଂଖ୍ୟା ୨୫ଛୁଇଁଛି। ୧୦ ମିଟର ଏୟାର ପିସ୍ତଲ ଦଳଗତ ପୁରୁଷ ବର୍ଗରେ ଅର୍ଜୁନ ଚିମା, ସରବଜ୍ୟୋତ ସିଂହ ଏବଂ ଶିବ ନରୱାଲା ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଉକ୍ତ ୩ ସୁଟର ମୋଟ ୧୭୩୪ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ହାସଲ କରିଥିଲେ ।


ସ୍ପଷ୍ଟ କଲେ ବଡମ୍ବା କାନାରା ବ୍ୟାଙ୍କ୍ ମ୍ୟାନେଜର, ମାନସିକ ଭାରସାମ୍ୟ ହରାଇ ପଳାଇଥିଲି ।


ବାଚସ୍ପତିଙ୍କ ପୋଡିୟମ ଉପକୁ ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ନିଲମ୍ବିତ ।


ଏୟାର୍ ଇଣ୍ଡିଆର ୟୁନିଫର୍ମ ଡିଜାଇନ୍ କରିବେ ସେଲିବ୍ରିଟି ଡିଜାଇନର ମନୀଷ ମଲହୋତ୍ରା ।


ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ “କ୍ରାୟୋ ଫର୍ ଗୁଡ୍’’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।




Comments