ସେପ୍ଟେମ୍ବର ମାସ ୨୮ ତାରିଖ ୨୦୨୩ ମସିହା(ଗୁରୁବାର)ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 


ଖବର ଆଜିର

ତାରିଖ  ୨୮/୦୯/୨୦୨୩ ଗୁରୁବାର । ।

ଭାଙ୍ଗିବ ଖଲିସ୍ତାନୀ ଆତଙ୍କବାଦୀଙ୍କ କମର
https://vskodisha.com/odia-news-811/

ଜାତିଗତ ପ୍ରମାଣ ପତ୍ର ପାଇଁ ରାଜସ୍ୱ ନୀରିକ୍ଷକ ଧର୍ମ ପରିବର୍ତ୍ତନ ଅଭିଯୋଗ

ଆତଙ୍କବାଦୀଙ୍କ ଭୂସ୍ୱର୍ଗ : ଏବେ କାନାଡା ଓ ପାକିସ୍ତାନ

ଇସଲାମିକ୍ ସରିଆ ଆଇନ ଆଧାରରେ ଦିଆଯାଇଥିବା ତଲାକ ମହିଳାଙ୍କ ସହ ଅନ୍ୟାୟ-ନେପାଳ ସୁପ୍ରିମକୋର୍ଟ

ଏବେ ଚୀନ ଓ ପାକିସ୍ତାନର ନିଦ ହଜିବ
https://vskodisha.com/odia-news-807/

ज्ञान की प्रथम पाठशाला परिवार है – रामलाल जी

https://vskodisha.com/family-is-the-first-school-of-knowledge-ramlal-ji/

रिंगनोद में ग्रामीणों ने ली समरसता की प्रतिज्ञा
https://vskodisha.com/villagers-took-pledge-of-harmony-in-ringnod/

ज्ञान की प्रथम पाठशाला परिवार है – रामलाल जी
https://vskodisha.com/family-is-the-first-school-of-knowledge-ramlal-ji/

विचार मंथन का मंच है शेखावाटी साहित्य संगम

हिन्दुओं को ईसाई बना रहा सलमान धराया: पैसों से लेकर बच्चों के एडमिशन तक का दे रहा था लालच
https://hindi.opindia.com/national/two-people-arrested-in-azamgarh-who-converted-hindu-to-christian-by-lured-money/

हिन्दुत्व से चिढ़े पाकिस्तानी पीएम अनवारुल ने लंदन में निकाली भड़ास......
Read more at: https://panchjanya.com/2023/09/28/299681/world/pakistani-pm-irritated-by-hindutva-expressed-his-anger-in-london/

उत्तराखंड: कुमाऊं की कुलदेवी मां नंदा-सुनंदा की शोभायात्रा के साथ महोत्सव सम्पन्न......
Read more at: https://panchjanya.com/2023/09/28/299685/bharat/uttarakhand/uttarakhand-festival-concludes-with-the-shobhayatra-of-kuldevi-nanda-sunanda-of-kumaon/

उत्तराखंड: गोवंश की चर्बी से बनाते थे देशी घी, 205 कनस्तर नकली देशी घी बरामद, इकबाल, नईम, यासीन और आलम गिरफ्तार......
Read more at: https://panchjanya.com/2023/09/28/299678/bharat/uttarakhand-fake-desi-ghee-recovered-iqbal-naeem-yasin-and-alam-arrested/


सलमान और उसके अब्बा रहीश ने घर पर लगाया पाकिस्तानी झंडा, मुरादाबाद पुलिस ने किया गिरफ्तार

https://www.aajtak.in/uttar-pradesh/story/pakistan-flag-hoisted-at-home-in-moradabad-father-and-son-arrested-sedition-case-registered-up-police-lclam-1788172-2023-09-28

माफिया अतीक-अशरफ का साला सद्दाम दिल्ली से गिरफ्तार, प्रयागराज कांड के बाद से था फरार......
Read more at: https://panchjanya.com/2023/09/28/299740/bharat/mafia-ashrafs-brother-in-law-saddam-arrested-from-delhi/

जस्टिन ट्रूडो को आखिरकार माँगनी पड़ी माफी, कहा- यह बड़ी गलती थी, इसने कनाडा को बहुत शर्मिंदा किया
https://hindi.opindia.com/reports/international/canada-pm-justin-trudeau-apologize-for-nazi-veteran-yaroslav-hunk-hour-in-parliament/

उत्तर कोरिया परमाणु हथियारों को रफ्तार देने के लिए लाया नया कानून, संविधान में किया संशोधन......
Read more at: https://panchjanya.com/2023/09/28/299730/world/north-korea-amends-constitution-to-enshrine-nuclear-programme/

उत्तराखंड: गैंगस्टर राशिद पहलवान जेल से रिहा, जुलूस के साथ लाया गया घर, समर्थकों ने पछुवा देहरादून में की नारेबाजी......
Read more at: https://panchjanya.com/2023/09/28/299726/bharat/uttarakhand/uttarakhand-gangster-rashid-pehalwan-released-from-jail-supporters-raised-slogans-in-pachhuwa-dehradun/

हिन्दुत्व से चिढ़े पाकिस्तानी पीएम अनवारुल ने लंदन में निकाली भड़ास......
Read more at: https://panchjanya.com/2023/09/28/299681/world/pakistani-pm-irritated-by-hindutva-expressed-his-anger-in-london/

ଭୋଜିରେ ଖାଦ୍ୟ ନଷ୍ଟ ବିରୋଧରେ ଅଭିଯାନ
https://samajalive.in/new-step-by-catering-association-of-odisha/501198.html

ଟଙ୍କିକିଆ ଚାଉଳ ପାଇଁ ୧୪କିମି ଯାତ୍ରା
https://samajalive.in/14km-travel-for-pds-1rupee-rice/501195.html

୧୦ରୁ ଘରୋଇ ବସ୍ ଧର୍ମଘଟ
https://samajalive.in/bus-strike-from-1oth-october-1/501201.html

ଇଣ୍ଡିଆ’ ମେଣ୍ଟରେ ସମସ୍ୟା : ଜେଡିୟୁ-ଆରଜେଡି ଆସନ ବୁଝାମଣା ଅସମାହିତ
https://samajalive.in/seat-sharing-issue-between-jdu-rjd/501184.html



ଖବର ସଂକ୍ଷିପ୍ତରେ 

ଚନ୍ଦ୍ରଯାନ-୩କୁ ନେଇ ISRO ଦେଲେ ଖୁସି ଖବର, ଏବେବି କାମ କରୁଛି ପଠାଯାଇଥିବା ଏହି ପେଲୋଡ


ଉତ୍ତେଜନା ବୃଦ୍ଧି ପାଇବାରୁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମଣିପୁର ପଠାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ


ଡ୍ରଗ୍‌ ମାମଲାରେ ଗିରଫ ହେଲେ କଂଗ୍ରେସ ବିଧାୟକ


ଭାରତ-କାନାଡ଼ା ବିବାଦ: ନିଜାର ହତ୍ୟା ଷଡ଼୍‌ଯନ୍ତ୍ର ରଚିଥିଲା ଆଇଏସ୍‌ଆଇ


ସଫଳ ଚନ୍ଦ୍ର ଓ ସୂର୍ଯ୍ୟ ଅଭିଯାନ ପରେ ଶୁକ୍ର ମିସନ ଆରମ୍ଭ କରିବ ଇସ୍ରୋ


ଅଣ୍ଡିରା ନୁହେଁ ମାଈ ଏଡିସ୍ ମଶା କାମୁଡ଼ିଲେ ଡେଙ୍ଗୁ ହୁଏ, ଦିନ ହେଉ କି ରାତି, ସ୍ପଷ୍ଟ ଆଲୋକରେ ବେଶି କାମୁଡ଼ନ୍ତି


ନକଲି ଜାତିଗତ, ନିବାସ ଓ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ କରିବା ଅଭିଯୋଗରେ ବରଗଡ଼ ପୁଲିସ ଜଣେ ରାଜସ୍ବ ନିରୀକ୍ଷକ ଓ ସରପଞ୍ଚଙ୍କ ସମେତ ୫ ଅଭିଯୁକ୍ତଙ୍କୁ ବରଗଡ଼ ପୁଲିସ ଗିରଫ କରିଛି। 

ସାଇବର ଅପରାଧ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ପୁଲିସ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ମିସନଶକ୍ତି ମହିଳାଙ୍କୁ ନିଯୋଜିତ କରିବ।


ପତ୍ନୀହନ୍ତାକୁ ଆଜୀବନ ଜେଲ୍‌.. ଦୋଷୀ ସୁବାସ ନାୟକକୁ ଦଣ୍ଡାଦେଶ ଦେଲେ ସେସନ୍ସ ଜଜ୍‌.. ୨୦୧୯ରେ ଆର.ଉଦୟଗିରି ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ..

ବାଙ୍ଗିରିପୋଷି  ଦୁଆରଶୁଣି ଘାଟିରେ ଟ୍ରକ୍‌-ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ..

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି.. ୨୪ ଘଣ୍ଟାରେ ଲଘୁଚାପ.. ୩୦ରୁ ଅକ୍ଟୋବର ୩ ଯାଏଁ ଓଡ଼ିଶାରେ ବର୍ଷା ସମ୍ଭାବନା..

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା.. ତଦନ୍ତ ଦାୟିତ୍ୱ ମାନବଧିକାର ସୁରକ୍ଷା ସେଲ୍‌କୁ ହସ୍ତାନ୍ତର..

ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବତୀଙ୍କୁ ନଦୀରୁ ଉଦ୍ଧାର କଲେ ଯୋବ୍ରା ପାର୍କ କର୍ମଚାରୀ.. ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଉଭୟଙ୍କୁ ଦଉଡି ଓ ସିଡ଼ି ଯୋଗେ ପୋଲ ଉପରକୁ ଅଣାଗଲା..



ଆଜି ଅପରାହ୍ନର ମୁଖ୍ଯ ଖବର ସଂକ୍ଷପରେ


ସ୍ୱଭାବିକ ଚାଲିଛି ଗୃହରେ ପ୍ରଶ୍ନକାଳ..

ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ପାଚିକା ସଂଘର ବିକ୍ଷୋଭ..

ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜ ମାଣିକପୁର ଗାଁ ପାଖରେ ହାତୀପଲ..

ତେଲ୍‌‌ ନଦୀ ଭିତରେ ଫସି ରହିଛନ୍ତି ୧୨ ଟିକିଆ ହାତୀପଲ..

ପଟ୍ଟାମୁଣ୍ଡାଇ : ଜଣେ ଘରୋଇ ଫାଇନାନ୍ସ କର୍ମଚାରୀ ନିଖୋଜ..

କେହି ଅପହରଣ କରିଥିବା ନେଇ ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଏତଲା..

ରାୟଗଡା : ଘର ବାହାରେ ଥିବା ୧୨ଟି ବାଇକ୍‌‌ ପୋଡି ଦେଲେ ଦୁର୍ବୃତ୍ତ

ଭୁବନେଶ୍ବର: ରାଜ୍ୟରେ୨୯ରୁ ଉପକୂଳ ଓ ଦକ୍ଷିଣରେ ବଢ଼ିବ ବର୍ଷା..

ହୀରାକୁଦ ଡ୍ୟାମ୍‌‌ର ଆଉ ୨ଟି ଗେଟ୍‌‌ ଖୋଲାଯିବା ପରେ ୪ଟି ଗେଟ୍‌‌ ଦେଇ ଜାରି ରହିଛି ଜଳ ନିଷ୍କାସନ..


ପାକିସ୍ତାନୀ ଆତଙ୍କବାଦୀ ହାପିଜ ସୟୀଦ ପୁଅକୁ ଅପହରଣ କରି ନେଲେ ଦୁର୍ବୃତ୍ତ, ପତ୍ତା ପାଉନି ଆଇଏସ୍‌ଆଇ ।


ଦିଲ୍ଲୀ ମୁଖାର୍ଜୀ ନଗରରେ ଭୀଷଣ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ପହଞ୍ଚିଲେ ୧୯ ଦମକଳ ।


ଇସ୍କନ୍ ଗୋଶାଳା କଂସେଇଙ୍କୁ ଗାଈ ବିକ୍ରି କରୁଛି ବୋଲି ଅଭିଯୋଗ ଆଣିଲେ ମେନକା, ‘ଭିତ୍ତିହୀନ ଓ ମିଥ୍ୟା’ ବୋଲି କହିଲା ଇସ୍କନ୍ ।


୩ୟ ଦିନିକିଆ : ଭାରତ ୨୮୬ ରନରେ ଅଲଆଉଟ୍,  ୬୬ ରନରେ ଜିତିଲା ଅଷ୍ଟ୍ରେଲିଆ, ଭାରତ ୨-୧ରେ ସିରିଜ ବିଜୟୀ ।


ନନ୍ଦନକାନନରେ ମାଈ ଭାଲୁ ‘ତାରିଣୀ’ର ମୃତ୍ୟୁ, ଅସୁସ୍ଥତା କାରଣରୁ ଚାଲିଥିଲା ଚିକିତ୍ସା ।


ଭାଙ୍ଗିବ ଖଲିସ୍ତାନୀ ଆତଙ୍କବାଦୀଙ୍କ କମର, ଏନ୍‌ଆଇଏର ଚଢାଉ ଜାରି, ୫୩ ସ୍ଥାନରେ ସର୍ଚ୍ଚ ଅପରେସନ୍ ।


ରାଗରେ ‘ଯା.. ମରିଯା’ କହିବା ଆତ୍ମହତ୍ୟାକୁ ଉସୁକାଇବା ନୁହେଁ : ତେଲେଙ୍ଗାନା ହାଇକୋର୍ଟ ।


କେଜ୍ରିୱାଲଙ୍କ ଘର ନବୀକରଣ ଘଟଣା: ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ।


ଓସ୍କାର ଦୌଡରେ ମଲୟାଲମ୍ ଫିଲ୍ମ ୨୦୧୮, ୨୧ ବର୍ଷ ପରେ ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଚର ଫିଲ୍ମ ।


ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଇତିହାସ ରଚିଲା ନେପାଳ । ୨୦ ଓଭରରେ ୩୧୪ ରନ୍ କରି ଟି-ଟ୍ୱେଂଟି ଫର୍ମାଟରେ ବିରଳ ରେକର୍ଡ କରିଛି ନେପାଳ କ୍ରିକେଟ୍ ଟିମ୍ ।


ଏଚ୍.ଆଇ.ଭି ସଂକ୍ରମିତ ବ୍ୟକ୍ତିଙ୍କ ସହ ଜଡିତ ମାମଲାର ଶୀଘ୍ର ସମାଧାନ ଜରୁରୀ – ସୁପ୍ରିମକୋର୍ଟ ।


ବିବାଦର ବିକଳ୍ପ ସମାଧାନ ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।


୬ମାସ ପାଇଁ ମଣିପୁରରେ ନିର୍ଦ୍ଧାରିତ ହେଲା ଅଶାନ୍ତ କ୍ଷେତ୍ର । ୧୯ଟି ଥାନା କ୍ଷେତ୍ର ବ୍ୟତିତ ଅନ୍ୟ ସମସ୍ତ ଅଂଚଳରେ ଇଂଟରନେଟ ସେବା ଠପ, ସୁରକ୍ଷାବଳୟ ଭିତରେ ସମ୍ପୂର୍ଣ୍ଣ ରାଜ୍ୟ।  


ମାଲକାନଗିରି ଘୋଡ଼ାକୁ ମିଳିପାରେ ଅଷ୍ଟମ ପ୍ରଜାତି ମାନ୍ୟତା । ଓୟୁଏଟି ଗବେଷଣାରୁ ମିଳିଲା ତଥ୍ୟ । ସ୍ୱାଭିମାନ ଅଞ୍ଚଳର ଘୋଡାଙ୍କ ମଧ୍ୟରେ ରହିଛି ସ୍ୱତନ୍ତ୍ରତା ।


ଖାଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟା ଘଟଣା । କାନାଡାକୁ ପାଠ ପଢାଇଲେ ଏସ୍. ଜୟଶଙ୍କର, ‘ଫାଇବ୍ ଆଇଜ୍ ଆଲାଆନ୍ସ’ଙ୍କୁ କଲେ ଟାର୍ଗେଟ୍ ।


ଡିଏନଏ କହିବ ପୁଅ କାହାର । ପିଲା ଅଦଳବଦଳ ଘଟଣାରେ ଆଟେଣ୍ଡାଣ୍ଟ ସସ୍ପେଣ୍ଡ । ନିର୍ଦ୍ଦେଶକ କହିଲେ, ଅଭିଯୋଗକାରୀଙ୍କ ଜନ୍ମ ହୋଇଛି ଝିଅ ।


ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଧାନସଭା ନିର୍ବାଚନକୁ ନେଇ ମୋଦୀଙ୍କ ମାରାଥନ ପ୍ରଚାର, ସଭାରେ କହିଲେ, କଂଗ୍ରେସ ଶାସନ ବେଳେ ଗୁଜୁରାଟର ବିକାଶ ଥିଲା ସ୍ୱପ୍ନ। 


ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମୋଦୀଙ୍କ ନୂଆ ରଣନୀତି । ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଲଢ଼ିବ ବିଜେପି , ରଣନୀତିକୁ ନେଇ ମଧ୍ୟପ୍ରଦେଶ ବିଜେପିରେ କନ୍ଦଳ ।


ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ; ଅକ୍ଟୋବର ୧୦ରୁ ରାଜ୍ୟରେ ବସ୍ ଧର୍ମଘଟ ।


ଆମେରିକାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୦୦ରୁ ଅଧିକ କମ୍ ବୟସର ଯୁବକଯୁବତୀଙ୍କ ମୁଖା ପାନ୍ଧି ଆପଲ୍‌ ଷ୍ଟୋର୍‌ରେ ଧସେଇ ପଶିବା ସହ ଆଇଫୋନ୍, ଆଇପ୍ୟାଡ୍ ଆଦି ଲୁଟି ନେଇଛନ୍ତି।


ଇଣ୍ଡିଆ’ ମେଣ୍ଟରେ ସମସ୍ୟା : ଜେଡିୟୁ-ଆରଜେଡି ଆସନ ବୁଝାମଣା ଅସମାହିତ ।


ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନିତା ଏମ ଅମ୍ବାନିଙ୍କୁ ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ ।


ପେନସନ ଦେଉଥିବା ସବୁ ବ୍ୟାଙ୍କ୍‌କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ। ରୋଗୀ ଏବଂ ହସ୍ପିଟାଲରେ ଭର୍ତ୍ତି ପେନସନଭୋଗୀଙ୍କ ଜୀବନ ପ୍ରମାଣପତ୍ର ପାଇଁ ଘରକୁ ଯାଇ ସଂଗ୍ରହ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ।



ବଡ଼ମ୍ବା କାନାରା ବ୍ୟାଙ୍କ ମ୍ୟାନେଜର୍‌ ତପନ ସାହୁଙ୍କ ପତ୍ତା ମିଳିଲା। ଗଞ୍ଜାମ ଜିଲ୍ଲା ଗିରିଶୋଲା ନିକଟରେ ତପନଙ୍କୁ ଧରିଲା ପୋଲିସ୍। ବ୍ୟାଙ୍କ ମ୍ୟାନେଜର ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା ।


Comments