- Get link
- X
- Other Apps
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
Odia Newspapers, [3/5/2023 8:00 AM]
*ଖବର ଆଜିର*
ତାରିଖ ୦୫/୦୩/୨୦୨୩ ରବିବାର ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ବରଗଡ଼, ନୂଆପଡ଼ା ଓ କଳହାଣ୍ଡି ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ, ଉଦ୍ଘାଟନ ସାଙ୍ଗକୁ ରୋଡ ସୋ କାର୍ଯ୍ୟକ୍ରମ ମଧ୍ୟ ରହିଛି।
କର୍ଣ୍ଣାଟକରେ ଗର୍ଜିଲେ କେଜ୍ରିୱାଲ: ସିସୋଦିଆଙ୍କୁ ତ ଗିରଫ କଲ, ଦୁର୍ନୀତି କରିଥିବା ବିଧାୟକଙ୍କୁ ପଦ୍ମଭୂଷଣ ଦିଅ ।
ପୁଣି ଏକ ମିଥ୍ୟା ପ୍ରତିଶୃତିର ବାର୍ତା ମୁଖ୍ୟମନ୍ତ୍ରୀଙ୍କଠାରୁ ଶୁଣିବାକୁ ପାଇବେ ପଶ୍ଚିମ ଓଡିଶାବାସୀ : ପ୍ରଦୀପ ପୁରୋହିତ ।
ଭୁବନେଶ୍ୱର, କଟକ ଓ ପୁରୀରେ କୃତ୍ରିମ ବୁଦ୍ଧିମତାର ସହରୀ କ୍ଷେତ୍ର ପ୍ରସ୍ତୁତ କରାଯିବ: ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ।
EPFO ପକ୍ଷରୁ ଆସିଲା ବଡ଼ ଅପଡେଟ୍: ୬.୫ କୋଟି ଖାତାଧାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ PF ସୁଧ।
ମାର୍ଚ୍ଚ ୭ରେ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନେଫ୍ୟୁ ରିୟୋ, ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।
ଅଯୋଧ୍ୟାରେ ମସଜିଦ ନିର୍ମାଣ ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଲା ଏଡିଏ, ୨ ବର୍ଷ ଧରି ଚାଲିଥିଲା ବିଚାର ।
ସିସୋଦିଆଙ୍କ ସିବିଆଇ ହାଜତ ମିଆଦ ମାର୍ଚ୍ଚ ୬ ପର୍ଯ୍ୟନ୍ତ ବୃଦ୍ଧି : ସମାନ ପ୍ରଶ୍ନ ବାରମ୍ବାର ନ ପଚାରିବାକୁ ସିବିଆଇକୁ ତାଗିଦ୍ ।
ପଶ୍ଚିମଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ସାହାଯ୍ୟ କରିବାକୁ ଆମେ ପ୍ରସ୍ତୁତ: କେନ୍ଦ୍ର ଆଇନମନ୍ତ୍ରୀ
ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ପୋଲିସର ଖୋଳତାଡ। ବଲାଙ୍ଗୀର ଘରେ ପହଞ୍ଚିଲା ବୁର୍ଲା ପୋଲିସ। ।
ମାର୍ଚ୍ଚ ୮ ତାରିଖରେ ତ୍ରିପୁରାରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ହେବ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ । ତ୍ରିପୁରାରେ ବିଜେପି ଓ ତାର ସହଯୋଗୀ ଦଳ ଆଇପିଏଫଟି ସହ ମିଶି ସରକାର ଗଠନ କରିବେ ।
କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଶନିବାର ଦିନ ପଞ୍ଜାବର ଆଇଆଇଟି ରୋପାରରୁ ସାରା ଭାରତରେ ଯୁବ ଉତ୍ସବ-ଇଣ୍ଡିଆ @ ୨୦୪୭ର ଶୁଭାରମ୍ଭ କରିଛନ୍ତି।
ଭୂକମ୍ପ ସମୟରେ ଭାରତର ସାହାଯ୍ୟକୁ ଭୁଲିଯାଇଛି ତୁର୍କୀ। ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ (UNHRC) ରେ ତୁର୍କୀ ପୁଣି ଥରେ ପାକିସ୍ତାନକୁ ସମର୍ଥନ କରିଛି ଏବଂ ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛି।
ବାଙ୍ଗଲାଦେଶରେ ଅକ୍ସିଜେନ୍ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୩୦ ରୁ ଅଧିକ ଗୁରୁତର ।
ଓଡ଼ିଆ ପଢି ଲେଖି ପାରୁନଥିବାରୁ ପଦବୀ ହରାଇବାକୁ ପଡିବ। ଏମିତି ଏକ ରାୟ ଦେଇ ଢେଙ୍କାନାଳରେ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ମାନ୍ୟବର ଅଦାଲତ । ଫଳରେ ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ସରପଞ୍ଚଙ୍କୁ ନିଜର ପଦ ହରାଇବାକୁ ପଡିଛି। ।
ସୁପ୍ରଭାତ ,ଶୁଭ ସକାଳ ।
- Get link
- X
- Other Apps
Comments
Post a Comment