ମାର୍ଚ୍ଚ ମାସ ୦୪/୦୩/୨୦୨୩ ଶନିବାରରେ ଗଣମାଧ୍ୟମରେ ପ୍ରକାଶିତ ଖବର

 

ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-



*ଖବର ଆଜିର*
ତାରିଖ ୦୪/୦୩/୨୦୨୩ ଶନିବାର ।
 କର୍ଣ୍ଣାଟକ ହିଜାବ ବିବାଦ: ସମ୍ବିଧାନ ପୀଠରେ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି
https://sambad.in/india-and-beyond/karnataka-hijab-controversy-966237/
 ମୁଖତାର ଅନସାରିଙ୍କ ପୁଅର ଘରକୁ ଭାଙ୍ଗିଲା ବୁଲଡୋଜର
https://sambad.in/india-and-beyond/mukhtar-ansaris-sons-house-was-demolished-by-a-bulldozer-966256/
 ଅସମ୍ଭବକୁ ସମ୍ଭବ କରି ଦେଖାଇବୁ: ଗଲୱାନ ଘାଟି ନିକଟରେ କ୍ରିକେଟ ଖେଳିଲେ ଭାରତୀୟ ଯବାନ
https://sambad.in/india-and-beyond/cricket-match-at-galwan-966136/
 ପାକିସ୍ତାନ ଲୋକେ ସଂଘର୍ଷ କରୁଥିବାବେଳେ ସେଠାକାର ସରକାର ଭାରତ ବିରୋଧରେ ଅପପ୍ରଚାର
ଚଳାଇଛନ୍ତି : ଭାରତ
https://sambad.in/india-and-beyond/pak-obsessed-with-us-as-its-people-battle-for-livelihood-india-966096/
 ଧର୍ମ ବିରୋଧୀ ମନ୍ତବ୍ୟ ଦେଇ ମୌଲାନା ଗିରଫ
https://pragativadi.com/epaper/epaper_news_clip/1677878854_5764.jpg
ଶୁଣିଲାନି ପ୍ରଶାସନ-ଝରଣା ପାଣିକୁ ଗ୍ରାମରେ ପହଁଚାଇଲେ ଗ୍ରାମବାସୀ
https://prameyaepaper.com/preview/22004/60464/BHUBANESWAR/20230304/23
31'ଟି ପୁରାତନ ମୂର୍ତ୍ତି ଉଦ୍ଧାର
https://sambadepaper.com/imageview_38080_184707_4_71_04-03-2023_10_i_1_sf.html
 ପାକିସ୍ତାନରେ ଓଳିଏ ରୋଷେଇ-ପିଲାଙ୍କ ପାଠ ପଢା ବନ୍ଦ
https://sambadepaper.com/imageview_38081_182703_4_71_04-03-2023_11_i_1_sf.html
 ଚୀନର କ୍ଷତି ଭାରତର ଲାଭ
https://sambadepaper.com/imageview_38081_183043_4_71_04-03-2023_11_i_1_sf.html
 ଅନୁଗୁଳରୁ ମିଳିଲା ପ୍ରାଚୀନ ବୀରଫଳକ
https://sambadepaper.com/imageview_38085_182885_4_71_04-03-2023_15_i_1_sf.html
मदरसा में पाठ याद नहीं करने पर नाबालिग को शिक्षक ने 70 सेकेंड में मारे
70 डंडे मारे
https://paliwalwani.com/maharastra/teacher-mercilessly-thrashes-minor-in-madrasa-for-not-remembering-lessons-video-viral-accused-abscon
: देहली के प्रगति मैदान के पुस्‍तक मेले में निःशुल्‍क बाइबिल बांटकर
धर्मप्रसार करनेवाले ईसाईयों को हिन्‍दू संगठनों ने रोका
https://www.bhaskar.com/national/news/delhi-world-book-fair-free-bible-protest-video-update-130995953.html
HSS Canada Condemns the attacks on Hindu Organisations
https://vskodisha.com/hss-canada-condemns-the-attacks-on-hindu-organisations/
 ପୂର୍ବୋତର ଭାରତରୁ ବଡ ସଂକେତ
https://vskodisha.com/odia-article-odia-article-376/
 ପାକ୍ ଓ ଜମାତର ଭାରତ ବିରୋଧୀ ପ୍ରଚାର
https://vskodisha.com/odia-article-377/
--------------------------------------------

୫୮ ବର୍ଷ ପରେ ୟୁପି ବିଧାନସଭାରେ ବସିଲା କୋର୍ଟ; ଦଣ୍ଡିତ ହେଲେ ୬ ପୁଲିସ କର୍ମଚାରୀ ।

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା: ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଖୋର୍ଦ୍ଧାରୁ ୨୧୧ ତୀର୍ଥ ଯାତ୍ରୀ

ଦିଲ୍ଲୀରେ ବସିଲା ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକ । କ୍ୱାଡ ଦେଶ ସମ୍ମିଳନୀରେ ଉଠିଲା ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ।

ଓଡ଼ିଆ ଜାଣିନଥିବା ଅଭିଯୋଗରେ ସରପଞ୍ଚ ପଦବୀ ଗଲା । ଢେଙ୍କାନାଳ ଗେଙ୍ଗୁଟିଆ ପଞ୍ଚାୟତର ସରପଞ୍ଚ କୈଳାସ ଦେହୁରୀଙ୍କୁ ଅଯୋଗ୍ୟ ଘୋଷଣା କଲେ କୋର୍ଟ । 

ପୁରୀ ସ୍ୱର୍ଗଦ୍ୱାରରେ ସରିଲା ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ; ମୁଖାଗ୍ନି ଦେଲେ ବଡ଼ ପୁଅ ଶ୍ରୀୟଂଶ ।

“ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ବଜେଟ୍‍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ।


କର୍ଣ୍ଣାଟକରେ ତିଆରି ହେବ ଆଇଫୋନ; ୭୦୦ ମିଲିୟନ ଡଲାରର ହେବ ପୁଞ୍ଜିନିବେଶ, ଏକ ଲକ୍ଷ ଲୋକଙ୍କୁ ମିିଳିବ ନିଯୁକ୍ତି ।

ଆନ୍ଧ୍ରପ୍ରଦେଶରେ ୧୦ ଗିଗାୱାଟ୍ ସୋଲାର ପାୱାର ପ୍ଲାଂଟ୍‌ରେ ନିବେଶ କରିବ ରିଲାଏନ୍ସ: ମୁକେଶ ଅମ୍ବାନି ।

ଝାରଖଣ୍ଡ ବଜେଟ: ରାଜ୍ୟରେ ଲାଗୁ ହେଲା ପୁରୁଣା ପେନସନ୍ ଯୋଜନା, ବେରୋଜଗାରଙ୍କୁ ମିଳିବ ମାସିକ ୧ ହଜାର ଟଙ୍କା ଭତ୍ତା।

୨୦୨୨ ନୋବେଲ ଶାନ୍ତି ପୁରସ୍କାର ବିଜେତା ଏଲେସ୍‌ ବାଲିୟାତ୍‌ସ୍କିଙ୍କୁ ବେ‌ଲାରୁଷ୍‌ର ଏକ ଅଦାଲତ ୧୦ ବର୍ଷର ଜେଲଦଣ୍ଡ ଦେଇଛନ୍ତି। ଶାନ୍ତି ଶୃଙ୍ଖଳା ଭଙ୍ଗକାରୀଙ୍କୁ ସେ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ଏଭଳି ଦଣ୍ଡାଦେଶ କୋର୍ଟ ଶୁଣାଇଛନ୍ତି। 

କର୍ଣ୍ଣାଟକ ହିଜାବ ବିବାଦ: ସମ୍ବିଧାନ ପୀଠରେ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ।

ମୟୁରଭଞ୍ଜରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ ।


ବିଲ୍ ଗେଟ୍ସଙ୍କୁ ଖେଚୁଡ଼ିରେ ଛୁଙ୍କ ଦେବା ଶିଖାଇଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।

ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍‌ ଗେଟ୍ସ ଭାରତ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ବିଲ୍‌ ଗେଟ୍ସ, ରତନ ଟାଟା ଏବଂ ଟାଟା ସନ୍ସର ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେକରନଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ସେ ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକର ଏବଂ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତି ଦାସ ଏବଂ ମହିନ୍ଦ୍ର ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କୁ ମଧ୍ୟ ଭେଟିଥିଲେ।

Amzon Pay ଉପରେ ୩.୦୬ କୋଟି ଟଙ୍କାର ଜରିମାନା: ନିୟମ ଉଲ୍ଲଘଂନ ନେଇ RBIର କାର୍ଯ୍ୟାନୁଷ୍ଠାନ ।

ଇନ୍ଦୋର ପରାଜୟ ପରେ ଭାରତକୁ ଆଉ ଏକ ଝଟକା: ପିଚ୍‌କୁ ଖରାପ କହି ଭାରତକୁ ଡିମେରିଟ୍ ପଏଣ୍ଟ ଦେଲା ଆଇସିସି ।

କୋଟିଆ ପ୍ରସଙ୍ଗ: ଆନ୍ଧ୍ର ପ୍ରଦେଶ ଓ କେନ୍ଦ୍ର ସରକାରକୁ ସୁପ୍ରିମ କୋର୍ଟଙ୍କ ନୋଟିସ ।

Comments