- Get link
- X
- Other Apps
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
*ଖବର ଆଜିର*
ତାରିଖ ୨୮/୦୨/୨୦୨୩ ମଙ୍ଗଳବାର ।
୭ ଦିନରେ ୨୦୦୦ ଅଙ୍କ ଖସିଲା ସେନସେକ୍ସ, ୧୦.୪୨ ଲକ୍ଷ କୋଟି କମିଲା ନିବେଶକଙ୍କ ସମ୍ପତ୍ତି ।
କ୍ରୀଡା ପ୍ରୋତ୍ସାହନରେ ଓଡିଶା ଶ୍ରେଷ୍ଠ ରାଜ୍ୟ, ମିଳିଲା ‘ସ୍ପୋର୍ଟସ ଷ୍ଟାର ଆୱାର୍ଡ’ ।
ପିଡିଏସ ମାଧ୍ୟମରେ ବଣ୍ଟନ ହେଉଛି କି ପ୍ଲାଷ୍ଟିକ ଚାଉଳ? ଅପମିଶ୍ରିତ ଖବରର ତଦନ୍ତ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ।
ବିବାହ ବନ୍ଧନରେ ବାନ୍ଧିହେଲେ କ୍ରିକେଟର ସାର୍ଦ୍ଦୁଲ୍ ଠାକୁର, ଆସିଲା ବେଦିରୁ ପତ୍ନୀ ମିତାଲିଙ୍କ ସହ ପ୍ରଥମ ଫଟୋ ।
ନାଗାଲାଣ୍ଡ ବିଧାନସଭା ନିର୍ବାଚନ ୨୦୨୩ର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି। ରାଜ୍ୟରେ ବିଜେପି ମେଣ୍ଟ ସରକାର ଗଢୁଥିବାର ପୂର୍ବାନୁମାନ କରାଯାଇଛି। ।
Exit Poll: ତ୍ରିପୁରାରେ ପୁଣି ବିଜେପି ସରକାର, ଆସନ ସଂଖ୍ୟା ଟପିବ ୪୦ ।
ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ପୁଞ୍ଜିନିବେଶ ନେଇ କଲେ ଆଲୋଚନା । ।
ଖଡଗେ ନାଁକୁ ମାତ୍ର କଂଗ୍ରେସ ଅଧ୍ୟକ୍ଷ, ସମସ୍ତେ ଜାଣନ୍ତି ରିମୋଟ କଣ୍ଟ୍ରୋଲ କାହା ହାତରେ: ପ୍ରଧାନମନ୍ତ୍ରୀ ।
ଭୁଷୁଡୁଛି ଆଦାନୀଙ୍କ ସାମ୍ରାଜ୍ୟ । ଧନୀ ତାଲିକାରେ ୩୭ନମ୍ବରସ୍ଥାନକୁ ଖସିଲେ ଗୌତମ ଆଦାନୀ । ଋଣ ନେବାକୁ ବିଚାର କରୁଛି ଆଦାନୀ ଗ୍ରୁପ୍।
ଚର୍ଚ୍ଚାରେ ପ୍ରତାପ ଷଡ଼ଙ୍ଗୀଙ୍କ ଭାଷଣ। ଓଡି଼ଆରେ ବକ୍ତବ୍ୟ ରଖିଲେ ବାଲେଶ୍ୱର ସାଂସଦ।
ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ, ଘଟଣାର ସିବିଆଇ ତଦନ୍ତ ଏବଂ ଓଡିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଧାନସଭା ଘେରାଓ କରିବ ଯୁବମୋର୍ଚ୍ଚା ।
ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ହୋଲି ଭେଟି । ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ହେଲା କିସ୍ତି ଟଙ୍କା । ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ୧୩ତମ କିସ୍ତି ଚାଷୀଙ୍କ ଖାତାକୁ ଛଡ଼ାଯାଇଛି ।
ସ୍ଥଗିତ ହେବନି ନିଟ୍ ପିଜି-୨୦୨୩ ପରୀକ୍ଷା: ସୁପ୍ରିମକୋର୍ଟ.. ନିଟ୍ ପିଜି ୨୦୨୩ ପରୀକ୍ଷା ସ୍ଥଗିତ ଦାବିରେ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଧାର୍ଯ୍ୟ ତାରିଖରେ ହିଁ ପରୀକ୍ଷା ଅନୁଷ୍ଠିତ ହେବ ।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୪ଦିନଆ ରିମାଣ୍ଡରେ ନେଲା ସିବିଆଇ ।୫ ଦିନ ପାଇଁ ଆବେଦନ କରାଯାଇଥିବା ବେଳେ ୪ ଦିନ ପାଇଁ ଅନୁମତି ଦେଲେ ଅଦାଲତ ।
ଓଡ଼ିଶାରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ପ୍ରବଳ ତାତି, ୪୧ ଡିଗ୍ରୀ ପାର କରିବ ତାପମାତ୍ରା ।
ତୁର୍କୀରେ ପୁଣି ଭୂକମ୍ପ; ଜଣେ ମୃତ, ୧୦୦ରୁ ଅଧିକ ଆହତ ।
ଭାରତୀୟ ଆଇଟି କର୍ମଚାରୀଙ୍କୁ ଜର୍ମାନିର ଆମନ୍ତ୍ରଣ, ସହଜରେ ଭିସା ଦେବ।
ନାଗାଲାଣ୍ଡରେ ୮୨%, ମେଘାଳୟରେ ୬୩% ମତଦାନ ।
ଆର୍ମି ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିର୍ବର୍ତ୍ତନ; ଏଣିକି ପ୍ରଥମେ ଲିଖିତ ଓ ପରେ ଶାରୀରିକ ଯୋଗ୍ୟତା ପରୀକ୍ଷା ।
Gmail ହେଲା ଡାଉନ୍, ଲଗ୍ ଇନ୍ ଏବଂ ମେଲ ପଠାଇବାରେ ଅସୁବିଧା ସାମନା କଲେ ୟୁଜର୍ସ ।
ଓଡ଼ିଶାର ୩ ଜିଲ୍ଲାରେ ସୁନା ଖଣି ସନ୍ଧାନ: ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ।
- Get link
- X
- Other Apps
Comments
Post a Comment