- Get link
- X
- Other Apps
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
https://horoscope-panjika.blogspot.com/
*ଖବର ଆଜିର*
ତାରିଖ ୨୫/୦୨/୨୦୨୩ ଶନି ବାର ।
ଭାରତ ୨୦୪୭ ସୁଦ୍ଧା ବିଶ୍ୱର ବୃହତମ ଅର୍ଥନୀତି ଭାବେ ଉଭା ହେବ
https://vskodisha.com/odia-new s-2950/
ହନିଟ୍ରାପରେ ପଡ଼ି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଆଇଟିଆର ଅଧିକାରୀ ଗିରଫ
https://vskodisha.com/odia-new s-2951/
ହିଜାବ ପିନ୍ଧିନଥିବାରୁ ଇରାନରେ ଛୋଟ ଝିଅକୁ ନିସ୍ତୁକ ମାଡ
https://vskodisha.com/odia-new s-2952
ଗେଂଡୁ ପୁଲ ଚାଷ କରି ସ୍ବାବଲମ୍ବୀ
https://vskodisha.com/odia-new s-2953/
ପାକିସ୍ତାନ ପ୍ରଥମେ ନିଜକୁ ତର୍ଜମା କରିବା ଉଚିତ୍
https://vskodisha.com/odia-new s-2954/
ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନଙ୍କ ଦୌରାତ୍ମ୍ୟ ବଢିଚାଲିଛି
https://vskodisha.com/odia-new s-2955/
ବିବିସି ଏକ ଅପପ୍ରଚାର ମେସିନ୍ ଅନେକ ଦେଶରେ ଦୁର୍ନାମ ଅର୍ଜିସାରିଲାଣି
https://vskodisha.com/odia-new s-2956/
: ବିବିସି ଏକ ଅପପ୍ରଚାର ମେସିନ୍ ଅନେକ ଦେଶରେ ଦୁର୍ନାମ ଅର୍ଜିସାରିଲାଣି
https://vskodisha.com/odia-new s-2956/
ବ୍ୟବସାୟର ଅନ୍ୟନାମ କାଶ୍ମୀର
https://vskodisha.com/odia-art icle-371/
ଜର୍ଜ ସୋରୋସଙ୍କ ନେଟବର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ
https://vskodisha.com/odia-art icle-372/
https://vskodisha.com/odia-new
ହନିଟ୍ରାପରେ ପଡ଼ି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଆଇଟିଆର ଅଧିକାରୀ ଗିରଫ
https://vskodisha.com/odia-new
ହିଜାବ ପିନ୍ଧିନଥିବାରୁ ଇରାନରେ ଛୋଟ ଝିଅକୁ ନିସ୍ତୁକ ମାଡ
https://vskodisha.com/odia-new
ଗେଂଡୁ ପୁଲ ଚାଷ କରି ସ୍ବାବଲମ୍ବୀ
https://vskodisha.com/odia-new
ପାକିସ୍ତାନ ପ୍ରଥମେ ନିଜକୁ ତର୍ଜମା କରିବା ଉଚିତ୍
https://vskodisha.com/odia-new
ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନଙ୍କ ଦୌରାତ୍ମ୍ୟ ବଢିଚାଲିଛି
https://vskodisha.com/odia-new
ବିବିସି ଏକ ଅପପ୍ରଚାର ମେସିନ୍ ଅନେକ ଦେଶରେ ଦୁର୍ନାମ ଅର୍ଜିସାରିଲାଣି
https://vskodisha.com/odia-new
: ବିବିସି ଏକ ଅପପ୍ରଚାର ମେସିନ୍ ଅନେକ ଦେଶରେ ଦୁର୍ନାମ ଅର୍ଜିସାରିଲାଣି
https://vskodisha.com/odia-new
ବ୍ୟବସାୟର ଅନ୍ୟନାମ କାଶ୍ମୀର
https://vskodisha.com/odia-art
ଜର୍ଜ ସୋରୋସଙ୍କ ନେଟବର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ
https://vskodisha.com/odia-art
୧-ଆଦାନୀ ଗ୍ରୁପରେ ନିଜର ଅର୍ଥ ବିନିଯୋଗ କରିଥିବା ଏଲଆଇସିକୁ ବଡ ଝଟକା : ୫୦ ଦିନ ମଧ୍ୟରେ ଏଲଆଇସି ୫୦ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ସହିଛି ।
୨-ହିଣ୍ଡେନବର୍ଗ ମାଡ଼ : ମାସକରେ ଆଦାନୀର ୧୨ଲକ୍ଷ କୋଟି, ୫୦ ଦିନରେ ଏଲଆଇସିର ୫୦,୦୦୦ କୋଟି କ୍ଷତି ।
୩-ଦିଲ୍ଲୀ MCD ପୁଣି ପାଲଟିଲା ଆଖଡ଼ା, ପରସ୍ପରକୁ ବିଧା, ଗୋଇଠା ମାରିଲେ BJP ଓ AAP କାଉନସିଲର
୪-ଲଗାତାର ତୃତୀୟ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ, କମିଲା ୫.୬୮ ବିଲିୟନ ଡଲାର ।
୫-ରାଜ୍ୟରେ କ୍ରମାଗତ ବୃଦ୍ଧି ପାଉଛି ତାପମାତ୍ର; ୭ସହରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ।
୬-କର୍ଣ୍ଣାଟକ: ରାଜନୀତିରୁ ସନ୍ୟାସ ଘୋଷଣା କଲେ ବି.ଏସ୍.ୟେଦିୟୁରପ୍ପା, କହିଲେ- ଶେଷ ନିଶ୍ୱାସ ପର୍ଯ୍ୟନ୍ତ କରିବେ ବିଜେପି ପାଇଁ କାମ ।
୭-ବିଧାନସଭାରେ ବଜେଟ୍ ଉପସ୍ଥାପନ କରିସାରିଛନ୍ତି ଅର୍ଥମନ୍ତ୍ରୀ । ୨ ଲକ୍ଷ ୩୦ ହଜାର କୋଟିର ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିଛନ୍ତି ।
୮-କଲେକ୍ଟର ବନାମ ସିଡିଏମଓ: ବରଗଡ଼ ଜିଲ୍ଲାପାଳଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ସିଡିଏମଓ ଚାରୁବାଳା ରଥ
୯-ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଓଡିଶା ଲୋକାୟୁକ୍ତ ଯାଞ୍ଚ ଆଦେଶ ସୁପ୍ରିମକୋର୍ଟରେ କାୟମ ।
୧୦-ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ ଦେବୀସିଂହ ଶେଖାୱତଙ୍କ ପରଲୋକ । ଶୁକ୍ରବାର ପୁଣେରେ ୮୯ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତିି ।
୧୧-ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ସହ ଅଭିଯୁକ୍ତଙ୍କୁ ଜାମିନ ମିଳିଛି ବୋଲି ଅନ୍ୟ ଅଭିଯୁକ୍ତଙ୍କୁ ଜାମିନ ମିଳିବା ନିଶ୍ଚିତ ନୁହେଁ ।
୧୨-FATF ରଦ୍ଦ କଲା ରୁଷର ସଦସ୍ୟତା, କହିଲା-ମସ୍କୋରୁ ସୃଷ୍ଟି ସାଇବର ଗତିବିଧି ଚିନ୍ତାର ବିଷୟ।
୧୩-ବଦଳିବ ଔରଙ୍ଗାବାଦର ନାଁ, ପ୍ରସ୍ତାବ ମଞ୍ଜୁର କଲେ କେନ୍ଦ୍ର ସରକାର ।
୧୪-ଋତୁସ୍ରାବ ବେଳେ କାର୍ଯ୍ୟରତ ମହିଳାଙ୍କୁ ମିଳିବନି ଛୁଟି : ସୁପ୍ରିମକୋର୍ଟ ।
୧୫-ନବୀନ ନିବାସରେ ବଜେଟ୍ ପରବର୍ତ୍ତୀ ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ବିଜେଡି ବିଧାୟକ । ।
୧୬-Women T20 WC: ଇଂଲଣ୍ଡକୁ ହରାଇ ପ୍ରଥମ ଥର ଫାଇନାଲ୍ରେ ଦ. ଆଫ୍ରିକା, ଟାଇଟଲ୍ ମୁକାବିଲାରେ ଅଷ୍ଟ୍ରେଲିଆ ସହ ଟକ୍କର ।
୧୭-ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା । ହକିଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ।
- Get link
- X
- Other Apps
Comments
Post a Comment