ଫେବୃୟାରୀ ମାସ ୨୩ ତାରିଖ ୨୦୨୩ ମସିହା(ଗୁରୁବାର)ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 

 


ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
https://horoscope-panjika.blogspot.com/

*ଖବର ଆଜିର*
ढाका विश्वविद्यालय में स्थित रविंद्रनाथ टैगोर की मूर्ति जिहादियों ने तोडी !
https://www.bhaskarhindi.com/international/news/head-of-tagore-statue-missing-from-dhaka-university-found-457625
 अज्ञातों द्वारा भगवान परशुराम की मूर्ति तोड़ने से हिन्दुओं में आक्रोश, आरोपियों की गिरफ्तारी को लेकर प्रदर्शन
https://paliwalwani.com/udaipur/demand-to-arrest-the-accused-who-damaged-the-idol-of-parshuram-brahmin-organizations-expressed-stron
 जहां रहते थे पांडवों के पिता, वहां के मंदिरों को बना दिया गोदाम : पाकिस्तान में ‘पंज तीरथ’ का बुरा हाल
https://zeenews.india.com/hindi/zeesalaam/world-news/pakistan-hindu-pilgrimage-site-panj-tirath-being-used-as-warehouse-in-amusement-park-in-peshawar-htzs/1580475
: बागेश्वर धाम में 220 ईसाइयों की ‘घर वापसी’, मिशनरियों के झूठे लालच का किया खुलासा
https://hindi.news18.com/news/madhya-pradesh/chhatarpur-220-people-converted-into-hinduism-from-christian-religion-at-bageshwar-dham-by-dhirendra-krishna-shastri-hiduon-ki-ghar-wapsi-5414769.html
 अलीगड (उत्तर प्रदेश) के मंदिर में मूर्तियों को खंडित करनेवाला मोहम्मद सैफ गिरफ्तार
https://www.amarujala.com/uttar-pradesh/aligarh/youth-steals-idols-in-shiva-temple-arrested-and-sent-to-jail-2023-02-19
 Christianization – A Threat That Needs Our Attention Now
https://vskodisha.com/christianization-a-threat-that-needs-our-attention-now/
: प्रभात ग्राम मिलन में भाग लेंगे सरसंघचालक डॉ. मोहन भागवत
https://vskodisha.com/sarsanghchalak-dr-mohan-bhagwat-will-participate-in-prabhat-gram-milan/

* ଅନ୍ୟାନ୍ୟ ଖବର ଆଜିର*
ତାରିଖ ୨୩/୦୨/୨୦୨୩ ଗୁରୁବାର ।

୧-ଚୌଦ୍ୱାର ଜେଲ୍‌ରେ ଗୋପାଳକୁ ଭେଟିଲେ ଭାଇ, ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ହେଲା ଭେଟଘାଟ ।

୨-ଦିଲ୍ଲୀ ନଗରନିଗମ (ଏମସିଡି)କୁ ନୂଆ ମେୟର ମିଳିଯାଇଛନ୍ତି। ଆମ ଆଦମୀ ପାର୍ଟିର ସେଲି ଓବ୍ରୟ ବିଜୟୀ ହୋଇଛନ୍ତି। ଅନେକ ବାଧାବିଘ୍ନ ପରେ ମେୟର ନିର୍ବାଚନ ହୋଇଛି। ତେବେ ଏହା ପରେ ହେବାକୁ ଥିବା ଷ୍ଟାଣ୍ଡିଂ କମିଟି ନିର୍ବାଚନ ପୁଣି ଫଶି ଯାଇଛି। 

୩-ଦୁର୍ଘଟଣା ନେଇଗଲା ୯ ଜୀବନ। ରାୟଗଡାରେ ଟ୍ରକ-ଅଟୋ ଧକ୍କା। ଯୋଡାରେ ଟ୍ରକ-ସ୍କୋର୍ପିଓ ଧକ୍କାରେ ୩ ଜଣଙ୍କର ମୃତ୍ୟୁ। 

୪-ରାଜ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାର ସଂପ୍ରସାରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୧୪୭ ହସ୍ପିଟାଲକୁ ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ସାମିଲ୍ ପାଇଁ ଚିହ୍ନଟ କରାଯାଇଛି। ଏହି ହସ୍ପିଟାଲ ଗୁଡ଼ିକୁ ୫-ଟି ଢାଞ୍ଚାରେ ରୂପାନ୍ତରିତ କରାଯିବ ।  

୫-ଓଡ଼ିଶାରୁ ବାହାରିଲା ବ୍ରେନ୍ ମ୍ୟାଲେରିଆ ଔଷଧ। ଆଇଏଲ୍ଏସ୍ ବରିଷ୍ଠ ବୈଜ୍ଞାନିକ ଅରୁଣ ନାଗରାଜ ଓ ତାଙ୍କ ଟିମଙ୍କ ଉଦ୍ଭାବନ । 

୬-Indian Equity Market: ସପ୍ତମ ସ୍ଥାନକୁ ଖସିଲା ଭାରତୀୟ ସେୟାର ବଜାର, ପୁଣି ଉପରକୁ ଉଠିଲା ବ୍ରିଟେନ ।

୭-ରାଜନୀତିରେ ରୋଚକ ଓ ଭାବପୂର୍ଣ୍ଣ ଦୃଶ୍ୟ। ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିଦାୟୀ କାର୍ଯ୍ୟକ୍ରମରେ ପାଦ ଛୁଇଁ ପ୍ରଣାମ କଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । 

୮-ଦରଦାମ ବୃଦ୍ଧି ଯୋଗୁଁ ବ୍ରିଟେନର ବିଗୁଡୁଛି ସ୍ଥିତି । ବିଭିନ୍ନ ଫୁଡବ୍ୟାଙ୍କ ନିକଟରେ ଦେଖିବାକୁ ମିଳୁଛି ମାଗଣା ଖାଦ୍ୟ ପାଇବା ପାଇଁ ଲମ୍ବାଧାଡି । ।

୯-ବାଲେଶ୍ଵର ଜିଲ୍ଲାରେ ଜାପାନୀ ଜ୍ଵର ଆତଙ୍କ, ୭ ଆକ୍ରାନ୍ତ ଚିହ୍ନଟ, ଅସୁସ୍ଥଙ୍କ ସଂଖ୍ୟା ୩୨କୁ ବୃଦ୍ଧି ।

୧୦-ପୁଣି ଚର୍ଚ୍ଚାରେ ରାହୁଲ ଗାନ୍ଧୀ । ଇଟାଲୀ ଖବରକାଗଜକୁ ଦେଇଥିବା ସାକ୍ଷାତକାରକୁ ନେଇ ବଢିଲା ଚର୍ଚ୍ଚା ।  ।

୧୧-ଆମେରିକା ରାଷ୍ଟ୍ରପତିଙ୍କ କିଭଗସ୍ତର ସାଇଡ-ଇଫେକ୍ଟ । ଦୁଇ ଦେଶ ମଧ୍ୟରେ ଥିବା ୧୨ବର୍ଷର ଆଣବିକ ଚୁକ୍ତିକୁ ଭାଙ୍ଗିଲା ରୁଷିଆ । ।

୧୨-ନବ ଦାସଙ୍କ ହତ୍ୟା ପଛରେ କିଏ? ନାଁ ନନେଇ ବରଗଡର ଶାସକ ଦଳର ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କଲେ ନରସିଂହ ମିଶ୍ର। 

୧୩-ମୋର୍ବି ବ୍ରିଜ ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କା: ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।

୧୪-ବଢ଼ିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଅଡୁଆ । ଗୁଇନ୍ଦାଗିରି ମାମଲାରେ ସିବିଆଇ ତଦନ୍ତ ପାଇଁ ଗ୍ରୀନ ସିଗନାଲ ଦେଲା ଗୃହ ମନ୍ତ୍ରାଳୟ । 

୧୫-ନବ କିଶୋର ଦାସ ହତ୍ୟା ମାମଲା: FBI ସହାୟତା ନେବ କ୍ରାଇମବ୍ରାଞ୍ଚ । ।

୧୬-ଗୌତମ ଆଦାନୀଙ୍କ ଉପରେ ହିଣ୍ଡନବର୍ଗର ନୂଆ ଅଭିଯୋଗ । ୱିକିପିଡିଆରେ ତଥ୍ୟ ବଦଳାଇଥିବା ଟୁଇଟ କରି କହିଲେ ସଂସ୍ଥାର ମୁଖ୍ୟ ନାର୍ଥନ ଆଣ୍ଡ୍ରେସନ ।

୧୭-ଶିବସେନାର ଚିହ୍ନ ଓ ନାଁକୁ ନେଇ ଲଢ଼େଇରେ ନିରାଶ ହେଲେ ଉଦ୍ଧବ, ସିନ୍ଦେଙ୍କୁ ଆଶ୍ୱସ୍ତି । ନିର୍ବାଚନ କମିଶନଙ୍କ ନିଷ୍ପତି ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ ।

୧୮-ବୁଲା କୁକୁରମାନଙ୍କୁ ରାସ୍ତାରୁ ହଟାଇବାକୁ ଓଡିଶା ସରକାରଙ୍କ ନିର୍ଦ୍ଦେଶ, ହାଇଦ୍ରାବାଦ ଭୟାବହତା ପରେ ନିଷ୍ପତି ।

୧୯-ମଙ୍ଗୋଲିଆରେ ଧସିଲା କୋଇଲା ଖଣି, ୨ ମୃତ, ୫୭ ନିଖୋଜ ।
୨୦-ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ବଡ ବିଜ୍ଞତି : ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ୬ ବର୍ଷ ଧାର୍ଯ୍ୟ ।

୨୧-ଛତିଶଗଡ଼ ସରକାରଙ୍କ ତିନି ବିଭାଗ ଉପରେ ଇଡିର ରେଡ୍‌, କୋଇଲା ଘୋଟାଲା ସହ ଜଡ଼ିତ ମାମଲା ।

୨୨-ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ ଆଜି ଗୁରୁବାର ଅଷ୍ଟ୍ରେ‌ଲିଆ ଓ ଭାରତ ମଧ୍ୟରେ ଖେଳାଯିବ। 

୨୩-ୟୁକ୍ରେନ ଯୁଦ୍ଧକୁ ନେଇ ରୁଷ ପ୍ରତିରକ୍ଷା ବିଶେଷଜ୍ଞଙ୍କ ବଡ଼ ବୟାନ, କହିଲେ- ଚଳିତ ବର୍ଷ ଶେଷ ହୋଇପାରେ ଯୁଦ୍ଧ ।

୨୪-ଚୀନର ମଙ୍ଗଳ ମିଶନ ଫେଲ୍, ନାସା କହିଲା- ମାସ ମାସ ଧରି ଗୋଟିଏ ଇଞ୍ଚ ଆଗକୁ ବଢିନି ଚୀନର ମାର୍ସ ରୋଭର ।

୨୫-ପ୍ରଧାନମନ୍ତ୍ରୀଙ୍କ ‘ଏଗଜାମ ୱାରିୟର୍ସ’ ପୁସ୍ତକକୁ ଲାଇବ୍ରେରୀରେ ରଖନ୍ତୁ: ରାଜ୍ୟମାନଙ୍କୁ ଶିକ୍ଷା ମନ୍ତ୍ରଣାଳୟ ନିର୍ଦେଶ 

Comments