- Get link
- X
- Other Apps
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
୨୬ଜାନୁଆରୀ ୨୦୨୩ରେ ଗଣମାଧ୍ୟମରେ ପ୍ରକାଶିତ ଖବର
संघ स्वयंसेवक और 26 जनवरी 1963 की गणतंत्र दिवस परेड
ଭାରତ ବିରୋଧୀ ଅନ୍ତର୍ଜାତୀୟ ଟୁଲ କିଟ୍
https://prameyaepaper.com/m/84 6362/63d19afd7463f
ପଠାଣକୁ କଳିଙ୍ଗ ସେନାର ବଯକଟ
https://prameyaepaper.com/m/84 6447/63d19cccc8eff
ଉଚ୍ଚତମ ନ୍ଯାୟାଳର ରାୟ 12ଟି ଭାଷାରେ ଉପଲବ୍ଧ
https://pragativadi.com/epaper /epaper_news_clip/1674681221_ 9306.jpg
ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ
https://pragativadi.com/epaper /epaper_news_clip/1674681268_ 5115.jpg
ଶ୍ରୀ ଜଗନ୍ନାଥ ଯାତ୍ରା ଟ୍ରେନ ଶୁଭାରମ୍ଭ
http://nitidinepaper.com/Artic lePage/APpage.php?edn=CUTTACK& articleid=NITIDIN_RUL_20230126 _11_1&artwidth=585px
ସ୍ବାଧୀନତା ଓ ସ୍ବରାଜ୍ଯ
http://nitidinepaper.com/Artic lePage/APpage.php?edn=CUTTACK& articleid=NITIDIN_RUL_20230126 _15_1&artwidth=578px
https://prameyaepaper.com/m/84
ପଠାଣକୁ କଳିଙ୍ଗ ସେନାର ବଯକଟ
https://prameyaepaper.com/m/84
ଉଚ୍ଚତମ ନ୍ଯାୟାଳର ରାୟ 12ଟି ଭାଷାରେ ଉପଲବ୍ଧ
https://pragativadi.com/epaper
ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ
https://pragativadi.com/epaper
ଶ୍ରୀ ଜଗନ୍ନାଥ ଯାତ୍ରା ଟ୍ରେନ ଶୁଭାରମ୍ଭ
http://nitidinepaper.com/Artic
ସ୍ବାଧୀନତା ଓ ସ୍ବରାଜ୍ଯ
http://nitidinepaper.com/Artic
ଖଲିସ୍ତାନ ସମର୍ଥକଙ୍କ ବଢୁଛି ଶକ୍ତି, ଅଷ୍ଟ୍ରେଲିଆ ସରକାରଙ୍କୁ ଅଭିଯୋଗ କଲା ଭାରତ…
https://www.dharitri.com/growi ng-power-of-khalistan-supporte rs-india-complains-to-australi an-government/
स्कूल में बच्चे कर रहे थे प्रार्थना, स्थानीय मुस्लिमों का समूह आया,
कहा- बंद करो मंत्रोच्चार: Video वायरल, शिक्षकों के साथ दुर्व्यवहार
https://www.youtube.com/watch? v=UhUYdQ5RYec
हिन्दू मित्र की पत्नी को भगा ले गया मकबूल, अजमेर शरीफ दरगाह ले जाकर
करवाया धर्मांतरण और निकाह
https://www.youtube.com/watch? v=9Kt4dUMr05k
बांग्लादेश से भारत में घुसा, बेंगलुरु में निकाह, गर्भवती बीवी की हत्या
कर फिर बांग्लादेश भाग रहा था नासिर हुसैन: सिलीगुड़ी में गिरफ्तार
https://99kanoon.com/%E0%A4%AD %E0%A4%BE%E0%A4%97%E0%A4%A8%E0 %A5%87-%E0%A4%95%E0%A5%80-%E0% A4%95%E0%A5%8B%E0%A4%B6%E0%A4% BF%E0%A4%B6-%E0%A4%AE%E0%A5% 87%E0%A4%82-%E0%A4%97%E0%A4% BF%E0%A4%B0%E0%A4%AB%E0%A5%8D% E0%A4%A4/
https://www.dharitri.com/growi
स्कूल में बच्चे कर रहे थे प्रार्थना, स्थानीय मुस्लिमों का समूह आया,
कहा- बंद करो मंत्रोच्चार: Video वायरल, शिक्षकों के साथ दुर्व्यवहार
https://www.youtube.com/watch?
हिन्दू मित्र की पत्नी को भगा ले गया मकबूल, अजमेर शरीफ दरगाह ले जाकर
करवाया धर्मांतरण और निकाह
https://www.youtube.com/watch?
बांग्लादेश से भारत में घुसा, बेंगलुरु में निकाह, गर्भवती बीवी की हत्या
कर फिर बांग्लादेश भाग रहा था नासिर हुसैन: सिलीगुड़ी में गिरफ्तार
https://99kanoon.com/%E0%A4%AD
ଓଡିଶାର ୪ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର । ମାଗୁଣି ଚରଣ କୁଅଁରଙ୍କୁ କଳା କ୍ଷେତ୍ର ପାଇଁ ପଦ୍ମ ପୁରସ୍କାର ମିଳିବ । ସେହିପରି କ୍ରିଷ୍ଣା ପଟେଲଙ୍କୁ କଳା ପାଇଁ ମିଳିବ ପଦ୍ମ ଶ୍ରୀ । କୃଷି ପାଇଁ ପଟ୍ଟାୟତ ସାହୁଙ୍କୁ ମିଳିବ ପଦ୍ମ ଶ୍ରୀ । ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଶିକ୍ଷା ଓ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇବେ । କଳା, ସାହିତ୍ୟ, ସମାଜସେବା, ସଂଗୀତ, କ୍ରୀଡା, କୃଷି, ଶିକ୍ଷା, ଚିକିତ୍ସା ଓ ଅଧାତ୍ମିକ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ୯୧ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ।
ସାଧାରଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ନିଜ ଅଭିଭାଷଣ ଆରମ୍ଭରେ ରାଷ୍ଟ୍ରପତି ଦେଶର ସ୍ବାଧୀନତା ସଂଗ୍ରାମୀ ଓ ସହିଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ବାର୍ତ୍ତା, ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନାର କଲେ ପ୍ରଶଂସା ।
ବିଜେପି ଛାଡିଲେ ଗିରିଧର ଗମାଙ୍ଗ: କେସିଆରଙ୍କ ବିଆରଏସରେ ହେବେ ସାମିଲ ।
ଟିଭି ଓ ରେଡିଓ ପାଇଁ ପ୍ରସାର ଭାରତୀ ଏବଂ ଇଜିପ୍ଟର ନେସନାଲ ମିଡିଆ ଅଥରିଟି (ଏନଏମଏ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ।
ସାଧାରଣତନ୍ତ୍ର ଦିବସରେ ବଡ଼ ଘୋଷଣା, ସୁପ୍ରିମକୋର୍ଟଙ୍କ ୧ହଜାର ନିଷ୍ପତ୍ତିର ହେବ ଅନୁବାଦ, ମିଳିବ ୧୨ଟି ଭାଷାରେ ।
ଭାରତ-ଚୀନ ସୀମା ବିବାଦ ଭିତରେ ପୂର୍ବ ଲଦାଖରୁ ଆସିଲା ବଡ ଖବର ସେନାର ସ୍ଥିତି ନେଇ ବାର୍ଷିକ ପୁଲିସ ବୈଠକରେ ଲେହ ପୁଲିସର ବରିଷ୍ଠ ଅଧିକାରୀଙ୍କ ସୂଚନା
ହକି ବିଶ୍ଵକପ୍ ସେମିରେ ଜର୍ମାନୀ, ପେନାଲିଟି ସୁଟଆଉଟ୍ରେ ଇଂଲଣ୍ଡକୁ ହରାଇଲା ।
୪ବର୍ଷ ପରେ ବଡ ପରଦାକୁ ଫେରିଲେ ଶାହାରୁଖ ଖାନ୍, ବିବାଦ ଓ ବିରୋଧ ଭିତରେ ରିଲିଜ ହେଲା ଫିଲ୍ମ ‘ପଠାନ’ ।
କଳିଙ୍ଗ ଷ୍ଟାଡିୟମର ଅଲିସ୍ ଲ୍ୟାଣ୍ଡରେ ‘ୟୁଥ୍ ଫର୍ ଓ୍ୱାଟର ପ୍ଲସ୍’ ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚିତ ।
ନମ୍ବର -୧ ବ୍ୟାଟ୍ସମ୍ୟାନ୍ ପରେ ଏବେ ଟି-୨୦ କ୍ରିକେଟର ଅଫ ଦି ଇୟର ହେଲେ ସୁର୍ଯ୍ୟକୁମାର ।
ବାଗେଶ୍ୱର ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କ୍ଲିନଚିଟ୍, ନାଗପୁର ପୋଲିସ କହିଲା ମିଳିଲା ନାହିଁ ଅନ୍ଧବିଶ୍ୱାସ ପ୍ରସାର କରୁଥିବାର କୌଣସି ପ୍ରମାଣ ।
ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ମହିଳା ଆଇପିଏଲ୍ ପାଇଁ ଅଣ୍ଟା ଭିଡ଼ିଥିଲା ବେଳେ ବୁଧବାର ୫ ଦଳକୁ ବିକ୍ରି ବାବଦରେ ମୋଟ ୪୬୭୦ କୋଟି ଟଙ୍କା ଆୟ କରି ଐତିହାସିକ ସଫଳତା ହାସଲ କରିଛି।
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପ୍ରଶଂସା ।
ବିବିସି ଡକୁମେଣ୍ଟାରି ପ୍ରଦର୍ଶନ: ଜେଏନ୍ୟୁ ପରେ ଜାମିଆରେ ଛାତ୍ର ଅଶାନ୍ତି, ୭୦ରୁ ଅଧିକ ଛାତ୍ର ଅଟକ ।
୨୦୩୬ ସୁଦ୍ଧା ସଶକ୍ତ ଓଡ଼ିଶା: ମୁଖ୍ୟମନ୍ତ୍ରୀ ।
ବମ୍ବେ ଷ୍ଟକ ବଜାର ସେନ୍ସେକ୍ସରେ ଆଜି ୭୭୩ ପଏଣ୍ଟ୍ ହ୍ରାସ ପାଇ ୬୦,୨୦୫ ପଏଣ୍ଟ୍ରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୨୨୬ ପଏଣ୍ଟ୍ ହ୍ରାସ ପାଇ ୧୭,୮୯୧ ପଏଣ୍ଟ୍ରେ ବନ୍ଦ ହୋଇଛି।
ଆଇସିସି U19 ମହିଳା ବିଶ୍ୱକପ: ସେମିଫାଇନାଲରେ ଭାରତ, ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡ ସହିତ ମୁକାବିଲା ।
ଆମର ଶିଳ୍ପ ବିକାଶର ଯାତ୍ରା ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଓ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି: ମୁଖ୍ୟମନ୍ତ୍ରୀ
- Get link
- X
- Other Apps
Comments
Post a Comment