ଫେବୃୟାରୀ ମାସ ୦୧ ତାରିଖ ୨୦୨୩ ମସିହା ବୁଧବାରରେ ଗଣମାଧ୍ୟମରେ ପ୍ରକାଶିତ ଖବର

 ଫେବୃୟାରୀ ମାସ ୦୧ ତାରିଖ ୨୦୨୩ ମସିହା(ବୁଧବାର)


ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
https://horoscope-panjika.blogspot.com/2023/01/blog-post_31.html


ଫେବୃୟାରୀ ମାସ ୦୧ ତାରିଖ ୨୦୨୩ ମସିହା ବୁଧବାରରେ ଗଣମାଧ୍ୟମରେ ପ୍ରକାଶିତ ଖବର

ଏବିଭିପିର ଜିଲ୍ଲା ସମ୍ମିଳନୀपंजाब में पादरियों के ठिकानों पर IT रेड, ‘मेरा येशु येशु’ वाला बजिंदर सिंह भी रडार परकनाडा: खालिस्तान समर्थकों ने गौरी-शंकर मंदिर की दीवारों पर लिखे भारत विरोधी नारेजोधपुर जेल में इस्लाम नहीं कबूलने पर हिंदू कैदी पर हमले का दावाकेरल: बेटी से रेप करने वाले मदरसे के मौलवी को 3 उम्रकैदगाजियाबाद: मदरसे के हाफिज ने 12 साल के बच्चे से किया कुकर्ममुस्लिम लडकी से शादी, फिर धर्मांतरण के दबाव में दुष्यंत ने किया सुसाइड

ଅନ୍ୟାନ୍ୟ ଗଣମାଧ୍ୟମରେ ପ୍ରକାଶିତ ଖବରର ମୁଖ୍ୟାଶଂ
୧-ନିର୍ବାଚନ୍ ପୂର୍ବରୁ ଆଜି ଆସିବ ପୂର୍ଣ୍ଣାଙ୍ଗ ବଜେଟ । ଜନତାଙ୍କ ସନ୍ତୁଷ୍ଟ କରି ବଜେଟ ଆଣିପାରନ୍ତି କେନ୍ଦ୍ର ସରକାର ।

୨-ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଉଦବୋଧନ । କହିଲେ, ୨୦୪୭ ସୁଦ୍ଧା ସ୍ୱର୍ଣ୍ଣିମ ଭାରତ ଲକ୍ଷ୍ୟ । 

୩-ଧନବାଦର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡରେ ୧୫ ମୃତ ।

୪-ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩: ନିଯୁକ୍ତି ସୁଯୋଗ ବୃଦ୍ଧି, ସହରାଞ୍ଚଳରେ ବେକାରୀ ହାର କମିଲା ।

୫-ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପରଲୋକ, ୯୭ ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ୱାସ। 

୬-ସାଇବର ଅପରାଧ ରୋକିବାକୁ ସ୍ବତନ୍ତ୍ର ପ୍ରୟାସ: ରାଜ୍ୟବ୍ୟାପୀ ବୁଲିବ ସଚେତନତା ରଥ, ବାଣ୍ଟିବ ବାର୍ତ୍ତା ।

୭-ମୋରବି ଝୁଲାପୋଲ ଦୁର୍ଘଟଣା: କୋର୍ଟରେ ଆତ୍ମସମର୍ପଣ କଲେ ଓରେଭା ଗ୍ରୁପର ଏମଡି ଜୟସୁଖ ପଟେଲ। 

୮-ବିହାର ରାଜ୍ୟ ରାଜନୀତିରେ ହଟଚମଟ । ରଣହୁଙ୍କାର ଦେଲେ ଉପନ୍ଦ୍ରେ କୁଶୱା । କହିଲେ ପଦବୀ ନାଁରେ ଭୂଆଁ ବୁଲାଉଛନ୍ତି ନୀତୀଶ କୁମାର । 

୯-ଧନୀ ତାଲିକାରେ ତଳକୁ ତଳ ଖସୁଛନ୍ତି ଗୌତମ ଆଦାନୀ । ଟପ୍ ୧୦ ଲିଷ୍ଟରୁ ବାହାରି, ଏବେ ୧୧ ନମ୍ବର ସ୍ଥାନରେ ।

୧୦-ଆଉ ଦୁଇଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ କେନ୍ଦ୍ରକୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ୍ ।

୧୧-ମନ୍ତ୍ରୀଙ୍କ ହତ୍ୟାକୁ ନେଇ ତେଜିଲା ରାଜନୀତି । ଶାସକ ଦଳକୁ ଘେରିଲେ କଂଗ୍ରେସ ଓ ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ ।

୧୨-ନବ ଦାସଙ୍କୁ ଗୁଳିମାଡ ପରେ କାର୍ଯ୍ୟନୁଷ୍ଠାନ; ବଦଳିଲେ ଝାରସୁଗୁଡ଼ା ଏସପି ଓ ବ୍ରଜରାଜନଗର ଏସଡିପିଓ ।

୧୩-ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩। 

୧୪-ଜିଓ ପକ୍ଷରୁ ବଲାଙ୍ଗୀର ଓ ନାଲ୍‌କୋରେ ଟ୍ରୁ-୫ଜିର ଶୁଭାରମ୍ଭ, ସାରା ଓଡ଼ିଶାର ୧୨ଟି ସହରରେ ପହଂଚିଲା ଟ୍ରୁ-୫ଜି ।

୧୫-ବିଶାଖାପାଟନମ୍ ହେବ ଆନ୍ଧ୍ରପ୍ରଦେଶର ରାଜଧାନୀ : ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀ ।

୧୬-ବ୍ରିଟେନରେ ବିବାଦରେ ସୁନକଙ୍କ ଶ୍ୱଶୁରଙ୍କ କମ୍ପାନି, ଟିକସ ବକେୟା ଅଭିଯୋଗ ।

୧୭-ହିମାଚଳ ପ୍ରଦେଶ ପୋଲିସ୍‌ ନିଯୁକ୍ତି ଘୋଟାଲା: ୭ ରାଜ୍ୟର ୫୦ଟି ସିବିଆଇ ରେଡ୍ ।

୧୮-ବଜେଟ୍ ପୂର୍ବରୁ ଖୁସି ଖବର, ଜାନୁଆରୀରେ ୧.୫୫ ଲକ୍ଷ କୋଟି ଉପରେ ଜିଏସଟି ସଂଗ୍ରହ, ଦ୍ୱିତୀୟ ସର୍ବବୃହତ କଲେକ୍ସନ ।

Comments