୩୧ ଜାନୁଆରୀ ୨୦୨୩ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 


ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
https://horoscope-panjika.blogspot.com/2023/01/httpstodaynewspaperlink_31.html


 ଜାନୁଆରୀ ୨୦୨୩ରେ ଗଣମାଧ୍ୟମରେ ପ୍ରକାଶିତ ଖବର
ଚୀନରୁ ଆମଦାନୀ ହାସ୍ର ପାଇବ
3ରେ ସବୁଧର୍ମାନ୍ତରୀକରଣ ମାମଲା ଏକାଠି ଶୁଣାଳୀ କରିବେ ସୁପ୍ରିମକୋର୍ଟ
ଖଲିସ୍ତାନି ଆକ୍ରମଣରେ 5 ଭାରତୀଯ ଆହତ
ହିନ୍ଦୁ ଓ ଇଣ୍ଡିଆନ ଶବ୍ଦ
ଗୋଧ୍ରା ଟ୍ରୋନ ପୋଡି ମାମଲାରେ ଜାମିନ ପ୍ରସଙ୍ଗ
हिन्दू समाज में विभाजन करने हेतु देश विघातक शक्तियां सक्रिय – श्याम जी महाराज
https://vskodisha.com/destructive-forces-are-active-to-create-division-in-hindu-society-shyam-ji-maharaj/
राष्ट्रपति भवन में रखी गई ‘पठान’ की स्पेशल स्क्रीनिंग? – मीडिया में चल रही खबरों का जानिए सच, The Kashmir Files थी आखिरी फिल्म
10 महीने पहले गोरखनाथ मंदिर पर किया था हमला, PAC जवानों को बनाया था निशाना
ଆଜିର ଅନ୍ୟାନ୍ୟ ଖବରର ମୁଖ୍ୟାଶଂ
୧-ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଚାକିରିରୁ ବହିଷ୍କୃତ। ଝାରସୁଗୁଡା ଏସପି ସୋମବାର ଗୋପାଳଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।

୨-ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଶହୀଦ ଦିବସ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ  ।

୩-ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରାଜ୍ୟ ସରକାରଙ୍କ ଚିଠି: ସ୍ୱଚ୍ଛତା ପାଇଁ ହାଇକୋର୍ଟର କାର୍ଯ୍ୟରତ, ଅବସରପ୍ରାପ୍ତ କିମ୍ବା ଜିଲ୍ଲା ଜଜଙ୍କ ତତ୍ୱାବଧାନରେ ତଦନ୍ତ ପାଇଁ ଅନୁରୋଧ ।

୪-Xiaomiରୁ ମନୁ ଜୈନଙ୍କ ଇସ୍ତଫା, ୯ ବର୍ଷ ଧରି କମ୍ପାନୀରେ କରିଥିଲେ କାମ ।

୫-ତାଲିବାନ ସରକାରରେ ଫାଟ ! ମହିଳାଙ୍କ ଶିକ୍ଷାରେ ପ୍ରତିବନ୍ଧକ ଲାଗିବା ପରେ ବଢ଼ୁଛି ବିବାଦ ।

୬-ଏଡିଜି ଅରୁଣ ବୋଥ୍ରା କହିଛନ୍ତି ଯେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଘଟଣା ଘଟାଇଥିବା ମାନିଛି । ଅଭିଯୁକ୍ତକୁ ଗିରଫ କରାଯାଇଛି, ରିମାଣ୍ଡ ପାଇଁ ଆବେଦନ କରିବୁ। ରିମାଣ୍ଡରେ ନେଇ ଜେରା କଲେ ପୁରା ଘଟଣା ଜଣାପଡ଼ିବ ବୋଲି ଶ୍ରୀ ବୋଥ୍ରା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। 

୭-ନବ ଦାସଙ୍କୁ ଗୁଳିମାଡ଼ ଘଟଣା: ଗୋପାଳଙ୍କ ପିସ୍ତଲର ହେବ ବାଲିଷ୍ଟିକ ପରୀକ୍ଷା, ତଦନ୍ତ ପାଇଁ ୨ଟି ଟିମ ଗଠନ। 

୮-ବିବିସି ଡକ୍ୟୁମେଣ୍ଟାରୀ ଉପରେ ବ୍ୟାନ ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଖଲ ଯାଚିକାକୁ ସମୟର ବରବାଦ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି । କିରନ ରିଜିଜୁ ଟ୍ୱିଟ୍ କରି କହିଛନ୍ତି ଯେ ଏହିପରି ଯାଚିକା ଜରିଆରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସମୟ ବରବାଦ କରାଯାଉଛି । 

୯-ସଂସଦର ବଜେଟ ଅଧିବେଶନ ପାଇଁ ପ୍ରସ୍ତୁତି ଶେଷ। ପ୍ରସ୍ତୁତିର ସମୀକ୍ଷା କଲେ ବାଚସ୍ପତି ଓମ ବିର୍ଲା । 

୧୦-ଅନେକ ଆଶା, ଉଦ୍ଦେଶ୍ୟକୁ ନେଇ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଶେଷ ହୋଇଛି । ସୋମବାର ୩୦ ଜାନୁଆରୀରେ ଶେଷ ହୋଇଛି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା  ।

୧୧-ହିଣ୍ଡନବର୍ଗ ରିପୋର୍ଟ ବନାମ ଆଦାନୀ ଗ୍ରୁପ୍। ବିବାଦ ଭିତରେ ପୁଣି ବଢିଲା ଆଦାନୀଙ୍କ ସେୟାର ମୂଲ୍ୟ।।

୧୨-ଏବେବି ଅନ୍ତର୍ଜାତୀୟ ସ୍ତରରେ ଚିନ୍ତାର କାରଣ ରହିଛି କୋଭିଡ୍-୧୯: WHO।

୧୩-ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ।

୧୪-ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ହକି ଦଳର କୋଚ୍ ପଦରୁ ଇସ୍ତଫା ଦେଲେ ଗ୍ରାହମ ରିଡ୍ ।

୧୫-କାଜୁ ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ବିଶେଷ କରି ମହିଳାମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଥାଏ: ମୁଖ୍ୟମନ୍ତ୍ରୀ ।

୧୬-ପାକିସ୍ତାନ ମସ୍‌ଜିଦରେ ବିସ୍ଫୋରଣ: ୪୬ ମୃତ, ୧୫୦ରୁ ଅଧିକ ଆହତ

୧୭-ପେଶାଓ୍ବାର ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ତେହେରିକ ଏ-ତାଲିବାନ-ପାକିସ୍ତାନ, ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ।

୧୮-ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା ଘଟଣାର ତନାଘନା ଆରମ୍ଭ କଲା କ୍ରାଇମବ୍ରାଞ୍ଚ। 

୧୯-ସର୍ବଦଳୀୟ ବୈଠକରେ କେନ୍ଦ୍ରର ଉକ୍ତି: ଗୃହରେ ସବୁ ପ୍ରସଙ୍ଗ ଆଲୋଚନା କରାଯାଇ ପାରିବନି ।

୨୦-ପହିଲାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା: ପୁଣି ପ୍ରଶ୍ନପତ୍ର ଢାଞ୍ଚା ପଠାଇଲା ପରିଷଦ ।

୨୧-ଚଳିତ ବର୍ଷ ଏପ୍ରିଲ୍‌ ୧ରୁ ରାସ୍ତାରୁ ୯ ଲକ୍ଷ ପୁରୁଣା ସରକାରୀ ଗାଡ଼ି ହଟିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି।  

Comments