- Get link
- X
- Other Apps
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
୩୦ ଜାନୁଆରୀ ୨୦୨୩ରେ ଗଣମାଧ୍ୟମରେ ପ୍ରକାଶିତ ଖବର
ଶିକ୍ଷା, ସୁରକ୍ଷା,ରୋଜଗାର ଦାବିରେ ଏବିଭିପିର ଜିଲ୍ଲା ସମ୍ମିଳନୀ
ଶିକ୍ଷା ବିକାଶ ସମିତି ପକ୍ଷରୁ ୩୪ତମ ପ୍ରାଦେଶିକ ଖେଳକୁଦ ସମାରୋହହୋଶଙ୍ଗାବାଦ ରେଳଷ୍ଟେସନର ହେଲା ‘ନର୍ମଦାପୁରମ’ମୋଗଲଙ୍କ ନାମରେ ନାମିତ ସ୍ଥାନଗୁଡିକ ଚିହ୍ନଟ କରାଯାଇ
ଶିକ୍ଷା ବିକାଶ ସମିତି ପକ୍ଷରୁ ୩୪ତମ ପ୍ରାଦେଶିକ ଖେଳକୁଦ ସମାରୋହହୋଶଙ୍ଗାବାଦ ରେଳଷ୍ଟେସନର ହେଲା ‘ନର୍ମଦାପୁରମ’ମୋଗଲଙ୍କ ନାମରେ ନାମିତ ସ୍ଥାନଗୁଡିକ ଚିହ୍ନଟ କରାଯାଇ
ଏହାର ପୁନଃନାମକରଣ କରାଯିବା ଉଚିତ
ଏସ୍ ଏଫ୍ ଜେ ୨ ଖଲିସ୍ତାନୀ ଆତଙ୍କବାଦୀ ଗିରଫପାକିସ୍ତାନକୁ ଶ୍ରୀଲଙ୍କା ଦଶା
https://vskodisha.com/odia- news-2740/
ପାକିସ୍ତାନ ଦେବାଳିଆ
https://prameyaepaper.com/m/ 850216/63d6e9550f1d3
ଆପଣ ମୋତେ ହିନ୍ଦୁ କୁହନ୍ତୁ’, ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତାଙ୍କ କଥା ସ୍ମରଣ କରାଇଲେ କେରଳ ରାଜ୍ୟପାଳବିବିସି ଭାରତ ଛାଡ଼’: ଦିଲ୍ଲୀ କାର୍ଯ୍ୟାଳୟ ବାହାରେ ଲାଗିଲା ବୋର୍ଡଦିଲ୍ଲୀ-ଏନ୍ସିଆର୍ରେ ଖଲିସ୍ତାନୀ ସ୍ଲିପର୍ ସେଲ ସକ୍ରିୟ: ବଡ଼ ଆକ୍ରମଣ ନେଇ ଗୁଇନ୍ଦା ଚେତାବନୀମୁଁ ହିଁ ତିନିଟି ମନ୍ଦିର ଭାଙ୍ଗିଥିଲି, ଜାଣିଥିଲି ଭୋଟ ମିଳିବ ନାହିଁ: ଡ଼ିଏମକେ ସାଂସଦ ଟିଆର ବାଲୁ
ଅଷ୍ଟ୍ରେଲିଆରେ ତ୍ରିରଙ୍ଗା ଧରି ଯାଉଥିବା ଭାରତୀୟଙ୍କ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ; ୫ ଆହତ
https://sambad.in/india-and- beyond/indians-carrying- tricolour-attacked-by-pro- khalistan-forces-in-australia- 5-injured-948976/
ବିଦେଶୀ ମିଡ଼ିଆକୁ ଜୟଶଙ୍କରଙ୍କ ଭର୍ତ୍ସନା: ସେମାନେ ନିଜକୁ ‘ଖ୍ରୀଷ୍ଟିଆନ ନ୍ୟାସନାଲିଷ୍ଟ’ କହିବେ ନାହିଁଭାରତ ଅନେକ ଦେଶ ପାଇଁ ସମାଧାନ ଖୋଜୁଛି: ଜାତିସଂଘ ସାଧାରଣ ପରିଷଦ ମୁଖ୍ୟ
1962ରେ ଚୀନ ଜମି ଦଖଲ କରିଛି
ଅନ୍ୟାନ୍ୟ ଖବରର ମୁଖ୍ୟାଶଂ
ଛାତିରେ ବାଜିଲା ଗୁଳି, ଚିରନିଦ୍ରାରେ ସ୍ୱାସ୍ଥ୍ୟମନ୍ତ୍ରୀ: ସାରା ଓଡିଶା ସ୍ତବ୍ଧ, ସବୁଠି ଶୋକର ଛାୟା ।
ନବ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ। ପରିବାର ପ୍ରତି ଜଣାଇଲେ ସମବେଦନା। ।
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗୁଳିକାଣ୍ଡ ଘଟଣା: କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହ ୯ଜଣିଆ ଟିମ କରିବ ତଦନ୍ତ।
ବିଧାନସଭା ପରିସରରେ ନବଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।
ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ତିନି ଦିନ ଶୋକ ପାଳନ, ଆଜି ଝାରସୁଗୁଡ଼ାରେ ହେବ ଶେଷକୃତ୍ୟ।
ନବ ଦାସଙ୍କ ପରଲୋକ; ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।
ଇତିହାସ ରଚିଲା ଭାରତୀୟ ମହିଳା ଦଳ: ଇଂଲଣ୍ଡକୁ ହରାଇ ଜିତିଲା ପ୍ରଥମ ଅଣ୍ଡର-୧୯ ଟି-୨୦ ବିଶ୍ୱକପ।
ଗୁଳି ଚଳାଇଥିବା ମୁଲାୟମଙ୍କୁ ପଦ୍ମ ବିଭୂଷଣ ଦେଲ, ଵାଲାସାହେବଙ୍କୁ କାହିଁକି ଦେଲ ନାହିଁ: ସଞ୍ଜୟ ରାଉତ ।
କଶ୍ମୀରରେ ଯଦି ସବୁ ଠିକ ତା’ହେଲେ କାହିଁକି ଶାହା ଲାଲ ଚୌକ୍ ପର୍ଯ୍ୟନ୍ତ ଚାଲୁନାହାଁନ୍ତି: ରାହୁଲ ଗାନ୍ଧୀ ।
ବଦଳିଲା ହୋଶଙ୍ଗାବାଦ ରେଳଷ୍ଟେସନର ନାମ, ନୂଆ ନାମ ହେଲା ‘ନର୍ମଦାପୁରମ’ ।
ପୁରୁଷ ହକି ବିଶ୍ବକପ୍: ୩-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି କାଂସ୍ୟ ପଦକ ଜିତିଲା ନେଦରଲାଣ୍ଡ୍ସ।
ଏଏସଆଇ ଗୋପାଳ ଦାସଙ୍କ ସ୍ତ୍ରୀ ଦେଲେ ବଡ଼ ପ୍ରତିକ୍ରିୟା: ମୋ ସ୍ବାମୀ ମାନସିକ ରୋଗରେ ଆକ୍ରାନ୍ତ ଥିଲେ, ଔଷଧ ଖାଉଥିଲେ ।
ଯୋଶୀମଠ ସୁରକ୍ଷା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ: ପରିବେଶ-ସମ୍ବେଦନଶୀଳ ଅଞ୍ଚଳ ଘୋଷଣା ହେଉ।
ସରିଲା ଡଟ୍ଫେଷ୍ଟ: ଫୁଡ୍ ଫେଷ୍ଟିଭାଲ୍ରେ ୨ କୋଟି ବେପାର ।
ବଢ଼ିବ ସର୍କିଟ୍ ହାଉସ୍ର କଳେବର, ୩୦ କୋଟିରେ ଆଉ ଦୁଇଟି ୪ ମହଲା ବିଲ୍ଡିଂ ।
‘ଆପଣ ମୋତେ ହିନ୍ଦୁ କୁହନ୍ତୁ’, ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତାଙ୍କ କଥା ସ୍ମରଣ କରାଇଲେ କେରଳ ରାଜ୍ୟପାଳ ।
ଦିନକୁ ୩୪୦୦ ପ୍ରଯୁକ୍ତି କର୍ମଚାରୀ ଛଟେଇ: ଜାନୁଆରିରେ ୨୧୯ କମ୍ପାନି ୬୮ ହଜାର କର୍ମଚାରୀଙ୍କୁ ବିଦା କଲେଣି।
ବିବିସି ବିବାଦକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଦେଶକୁ ଭାଙ୍ଗିବାର ବାହାନା ସଫଳ ହେବନି ।
‘ବିବିସି ଭାରତ ଛାଡ଼’: ଦିଲ୍ଲୀ କାର୍ଯ୍ୟାଳୟ ବାହାରେ ଲାଗିଲା ବୋର୍ଡ ।
ଦିଲ୍ଲୀ-ଏନ୍ସିଆର୍ରେ ଖଲିସ୍ତାନୀ ସ୍ଲିପର୍ ସେଲ ସକ୍ରିୟ: ବଡ଼ ଆକ୍ରମଣ ନେଇ ଗୁଇନ୍ଦା ଚେତାବନୀ ।
ପାକିସ୍ତାନରେ ପେଟ୍ରୋଲ ଦାମ୍ ୨୫୦ ଟଙ୍କା ଛୁଇଁଲା ।
ବର୍ଷର ପ୍ରଥମ ‘ମନ୍ କୀ ବାତ୍’: ‘ପଦ୍ମ ପୁରସ୍କୃତଙ୍କ ମଧ୍ୟରେ ଆଦିବାସୀଙ୍କୁ ଦେଖି ଭାରତ ଗର୍ବିତ’ ।
ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି ।
ରଜନୀକାନ୍ତଙ୍କ ଫଟୋ, ନାଁ ଇତ୍ୟାଦି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଚେତାବନୀ, ଓକିଲ ଜାରି କଲେ ନୋଟିସ୍ ।
- Get link
- X
- Other Apps
Comments
Post a Comment