୨୯ ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 


ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
https://horoscope-panjika.blogspot.com/2022/12/blog-post_69.html


୨୯ ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

ବାଲେଶ୍ୱରରେ‘ପଠାନ’ଫିଲ୍ମ ପ୍ରଦର୍ଶନ ବନ୍ଦ ଦାବି

ଏବିଭିପିର ପ୍ରତିଭା ସମ୍ମାନ
https://vskodisha.com/odia-news-2516/
ରାଜସ୍ତାନରୁ ଚାଲି ଚାଲି ଜଗାଦର୍ଶନ
ଡ୍ରଗ୍ସ ଚୋରା କାରବାରରେ ପାକିସ୍ତାନ ଆଗରେ…
https://www.dharitri.com/pakistan-leads-in-drug-smuggling/
4 ଆତଙ୍କବାଦୀ ନିପାତ
ବମ୍ ସାଇକ୍ଲୋନର ତାଣ୍ଡବ
अल-कायदा ने भारत, मोदी सरकार और हिंदुओं के खिलाफ की जिहाद की घोषणा,
मुसलमानों से उठ खडे होने का आवाहन
https://www.aajtak.in/india/news/story/nupur-sharma-on-prophet-al-qaeda-provoking-arab-muslims-targeting-pm-modi-inciting-hindus-indians-boycott-ntc-1603496-2022-12-27
दमोह में ईसाई बने 250 लोगों ने अपनाया हिंदू धर्म, बागेश्वर धाम
पीठाधीश्वर ने दिया आशीर्वाद
https://www.amarujala.com/madhya-pradesh/mp-news-250-people-converted-from-hindu-to-christian-adopted-back-hinduism-in-damoh
बरेली : सरकारी ‍विद्यालय में बच्चों से कराई जा रही थी ‘मेरे अल्लाह…’
प्रार्थना, मामले में प्रधानाचार्य निलंबित
https://india24x7livetv.com/bareilly-news-principal-suspended-in-case-mere-allah-prayer-was-being-conducted-in-government-school/
कोरबा : बातचीत करने से इनकार करने पर शहबाज खान ने 51 बार पेचकस से
गोदकर हिन्दू युवती को मार डाला
https://www.naidunia.com/chhattisgarh/korba-girl-killed-with-sharp-weapon-in-korba-naked-body-found-in-house-7990144
रामपुर में जबरन धर्म परिवर्तन के आरोप में पादरी गिरफ्तार
https://royalbulletin.in/uttar-pradesh/Pastor-arrested-for-forced-conversion-in-Rampur/cid9553587.htm
उत्तर प्रदेश : जिस मोहम्मद वसी के लिए उमा बनी ‘फातिमा’, उसने ही करंट
का झटका देकर मार डाला
https://www.tv9hindi.com/state/uttar-pradesh/lakhimpur-kheri-wife-electrocuted-dead-body-buried-in-front-of-children-mother-caught-au513-1627705.html

ଅନ୍ୟାନ୍ୟ ଖବରର ମୁଖ୍ୟାଶଂ
୧-ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳଷ୍ଟେସନ ପୁନଃବିକାଶ ପାଇଁ ଆଜି (ଗୁରୁବାର) ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ରେଳ ଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବା ଲକ୍ଷ୍ୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୩୦୮ କୋଟିର ବ୍ୟୟବରାଦ କରାଯାଇଛି, ଯାହାକି ୨୪ ମାସ ମଧ୍ୟରେ ସରିବ। 

୨-ଆମେରିକା ବରଫ ଝଡ଼ରେ ଫଶିଛି ଜାପାନ, ବିମାନ ଓ ରେଳ ସେବା ଅନିଦ୍ଧିଷ୍ଟ କାଳ ଯାଏଁ ବାତିଲ ।

୩-ଫୁଲବାଣୀ ପହଞ୍ଚିଲା ହକି ବିଶ୍ବ କପ୍ ଟ୍ରଫି, ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ।

୪-ପୁଣି ଥରେ ଖେରସନ ସହ ହରାଇଥିବା ସହରକୁ ଅକ୍ତିଆର କରିବାକୁ କ୍ରେମଲିନ ଜୋରଦାର କଲା ଆକ୍ରମଣ । ଦୁଇ ଦେଶ ମଧ୍ୟରେ ମିଳିତ ଜାତିସଂଘ ଆୟୋଜନ କରିପାରେ ଶାନ୍ତି ବୈଠକ ।

୫-ବିଦେଶୀ ପର୍ଯ୍ୟଟକଙ୍କ ଶବ ସଂସ୍କାରଙ୍କୁ ନେଇ ଉଠିଲା ବିବାଦ : ନ ପୋତି କାହିଁକି ପୋଡ଼ିଦେଲେ? ।

୬-ଆପୋଷ ବୁଝାମଣାରେ ରଦ୍ଧ ହୋଇପାରିବ ନାହିଁ ବଡ଼ ଅପରାଧିକ ମାମଲା । ୨୧ ବର୍ଷ ତଳର ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ। 

୭-ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଆଇସିସି ମହିଳା ଟି -୨୦ ବିଶ୍ୱକପ ଏବଂ ଦକ୍ଷିଣ ଆଫ୍ରିକାରେ ଟ୍ରାଇ-ସିରିଜ ପାଇଁ ବୁଧବାର ହରମନପ୍ରୀତ କୌରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ ।  

୮-ମୁକେଶ ଅମ୍ବାନିଙ୍କ ନେତୃତ୍ୱରେ ୨୦ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଲାଭ ୨୦ ଗୁଣା ବୃଦ୍ଧି ।

୯-ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଲା କଂଗ୍ରେସ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବୃଦ୍ଧି ପାଇଁ ଚିଠିରେ ଦାବି କଲା ଦଳ ।

୧୦-ଘାତକ ଭୂତାଣୁ ବିଛାଇଛି ମୃତ୍ୟୁର ଜାଲ । ପାର୍କିଂ ସ୍ଥାନ ପାଲଟିଛି ଶବ ଗୃହ, କାର ସାଜିଛି ହସ୍ପିଟାଲ ବେଡ୍ ।

୧୧-ଆଗାମୀ ୪୦ ଦିନ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, ଜାନୁଆରୀ ମାସରେ ଭାରତରେ ବଢ଼ିପାରେ କରୋନା ସଂକ୍ରମଣ । 

୧୨-ଫୋନ୍‌ରୁ ଆରମ୍ଭ କରି ଲ୍ୟାପ୍‌ଟପ୍ ପର୍ଯ୍ୟନ୍ତ ବ୍ୟବହାର ହେବ ଗୋଟିଏ ପ୍ରକାର ଚାର୍ଜର, ସରକାରଙ୍କ ନୂଆ ନିୟମ ।

୧୩-ନିଜକୁ ଆହୁରି ମଜଭୁତ କରିବ ଉତ୍ତର କୋରିଆ, ୨୦୨୩ ଲାଗି ସେନା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କଲେ କିମ୍‌ ଜୋଙ୍ଗ ଉନ୍ ।

୧୪-ଭାରତ ତିଆରି ଔଷଧ ଖାଇ ୧୮ ଶିଶୁଙ୍କ ମୃତ୍ୟୁ: ଉଜ୍‌ବେକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦାବି ।

୧୫-ସମ୍ ଅଲ୍ଟିମେଟରେ ନୂତନ ପଦ୍ଧତିରେ ଚିକିତ୍ସା: ବିନା ଅସ୍ତ୍ରୋପଚାରରେ ଚିକିତ୍ସିତ ହେବେ ପ୍ରୋଷ୍ଟେଟ୍ କ୍ୟାନ୍ସର ରୋଗୀ ।

୧୬-ବଲାଙ୍ଗୀର ଗସ୍ତରେ ମହାମହିମ ରାଜ୍ୟପାଳ, ସର୍କିଟ ହାଉସରେ ଜିଲ୍ଲା ପ୍ରଶାସନ ସହ କଲେ ଆଲୋଚନା, ଉଡାନ ମିଟ୍‌ର କଲେ ଉଦଘାଟନ ।

୧୭-ରେଳବାଇର ଘରୋଇକରଣ ଯୋଜନା ନାହିଁ : ଅଶ୍ୱିନୀ ବୈଷ୍ଣବ ।

୧୮-ବର୍ଷେ ଜେଲରେ ରହିବା ପରେ ମୁକୁଳିଲେ ଏନସିପି ନେତା ଅନୀଲ ଦେଶମୁଖ ।

୧୯-ଜାମ୍ମୁ-କାଶ୍ମୀର ଏନକାଉଣ୍ଟର ଘଟଣା; ୪ ଆତଙ୍କବାଦୀ ନିହତ, ୭ ଏକେ-୪୭, ଏମ-୪ କାର୍ବାଇନ ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ।

୨୦-ବଦଳିବ ଗାଡ଼ି କିଣାବିକା ନିୟମ: ଗାଡ଼ି ଚୋରି ଉପରେ ଲାଗିବ ରୋକ, କେନ୍ଦ୍ର ସଡ଼କ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି ।

୨୧-କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର  ବୁଧବାର ଦିନ ୨୦୨୩ ମସିହା ନିମନ୍ତେ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି। 

୨୨-ଭାରତୀୟ ଦଳ ପାଇଁ ହକି ଇଣ୍ଡିଆର ପୁରସ୍କାର ଘୋଷଣା: ସ୍ବର୍ଣ୍ଣ ଜିତିଲେ ଖେଳାଳି ପିଛା ୨୫ଲକ୍ଷ ଲେଖାଏଁ ପୁରସ୍କାର ମିଳିବ ।

୨୩-ଆଜି କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ: ଯୋଗଦେବେ ୨୮ ରାଜ୍ୟର ପ୍ରତିଯୋଗୀ ।

୨୪-ଚନ୍ଦ୍ରବାବୁ ନାଇଡୁଙ୍କ ସଭା ବେଳେ ଦଳାଚକଟା: ୮ ଟିଡିପି କର୍ମୀ ମୃତ ।

Comments