୨୩ ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 


ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-

 ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର
ଭଲ ମଣିଷର ପରିଭାଷା
3ରେ ମୁଖ୍ଯମନ୍ତ୍ରୀଙ୍କୁ ଭେଟିବାକୁ ସଜବାଜ
न समाज का सबसे बड़ा प्रदर्शन, सम्मेद शिखर को पर्यटन स्थल नहीं बनाने की मांगताज महल की हो सकती है कुर्की! एक करोड़ से ज्यादा रुपए जमा करने का मिला नोटिस, जानें पूरा मामलावर्ग विशेष के युवक ने पत्थर से तोड़ा शिवलिंग:दर्शन करने पहुंचे श्रद्धालुओं को देखकर भागा; हिंदू संगठन ने की FIR, 2 घंटे में आरोपी गिरफ्तारकन्हैया लाल का गला काटने में 2 पाकिस्तानी भी शामिल: NIA की चार्जशीट में 11 नाम, बताया- आतंकी मॉड्यूल की तरह कर रहे थे काम‘मेरे अल्लाह बुराई से बचाना…’: बरेली के स्कूल में छात्रों को इस्लामी प्रार्थना करवाते थे टीचर नाहिद और वजरूद्दीन, Video वायरल होने के बाद केस दर्ज


ଅନ୍ୟାନ୍ୟ ଖବରର ମୁଖ୍ୟାଶଂ

୧-ପ୍ରଧାନମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ : ମାସ୍କ ପିନ୍ଧ, ନମୁନା ପରୀକ୍ଷା ବଢ଼ାଅ ।

୨-୨୦୧୬ରେ ହୋଇଥିବା ବିମୁଦ୍ରୀକରଣ ବେଆଇନ ଥିଲା କି ? ଏ ସଂପର୍କରେ ଆସନ୍ତା ଜାନୁଆରି ୨ରେ ନିଜର ନିଷ୍ପତ୍ତି ଶୁଣାଇବେ ସୁପ୍ରିମକୋର୍ଟ ।

୩-ପୁରୁଷ ହକି ବିଶ୍ବକପ୍ ଆୟୋଜନ ତଥା ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ।

୪-ବୁଷ୍ଟର ଡୋଜ୍ ଭାବରେ ମିଳିବ ଭାରତ ବାୟୋଟେକ୍‌ର ନାଜାଲ ଭାକ୍ସିନ: ଆସନ୍ତା ସପ୍ତାହରେ କୋଓ୍ବିନ୍ ରେ ହେବ ଉପଲବ୍ଧ ।

୫-ଚୀନରେ ଆହୁରି ଭୟଙ୍କର ହୋଇପାରେ କରୋନା,୧ ମିଲିୟନ ପାର୍ ହୋଇପାରେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୫ ହଜାର ଟପିବ: ରିପୋର୍ଟ ।

୬-ଜେଲେନସ୍କିଙ୍କ ଆମେରିକା ଗସ୍ତ ଉପରେ କ୍ରେମଲିନର ବଡ ଅଭିଯୋଗ, ୱାଶିଂଟନ ଲଢୁଛି ଛଦ୍ମ ଯୁଦ୍ଧ ।

୭-କେରଳ ସରକାରଙ୍କ ବଡ଼ ପଦକ୍ଷେପ, ବିନା ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ୍ ବିକ୍ରୟ କରିପାରିବେନି ଔଷଧ ଦୋକନୀ ।

୮-ଓଡ଼ିଶାରେ ହକିର ଇତିହାସ ଓ ହକି ବିଶ୍ୱକପର ଆୟୋଜନକୁ ଏନସିଇଆରଟି ପାଠ୍ୟପୁସ୍ତକରେ ସାମିଲ କରାଯିବ- ଧର୍ମେନ୍ଦ୍ର ପ୍ରଧାନ ।

୯-ପରୀକ୍ଷା ହଲରେ ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ : ସାଉଦି ସରକାର ।

୧୦-ବିଶ୍ବକପ୍‌ ହକି ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଆମନ୍ତ୍ରଣ କରାଯିବ:ମୁଖ୍ୟମନ୍ତ୍ରୀ ।

୧୧-ସଂସଦରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନ: ନୂଆ ପ୍ରଜାତି ଏବେ ଚ୍ୟାଲେଂଜ ।

୧୨-କହ୍ନେୟାଲାଲ ହତ୍ୟାକାଣ୍ଡ: ଦୁଇ ପାକିସ୍ତାନୀ ନାଗରିକଙ୍କ ସମେତ ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଏନଆଇଏ ।

୧୩-ଭାରତ ଯୋଡ଼ୋ ଯାତ୍ରା ବନ୍ଦ ହେବନି: ରାହୁଲ ।

୧୪-ପୂର୍ବତଟ ରେଳପଥ: ୨୦୨୦-୨୧ରେ ଦେଶର ସର୍ବାଧିକ କର୍ମଚାରୀ ଉତ୍ପାଦକତା ।

୧୫-ମମିତା ମେହେର ହତ୍ୟା ଓ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା: ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ ।

୧୬-ମିଳିଲା ଗୋବିନ୍ଦଙ୍କ ହାତଲେଖା ନୋଟ୍‌, ମୁହଁ ଖୋଲୁନାହିଁ କ୍ରାଇମବ୍ରାଞ୍ଚ ।

୧୭-ଗାୟତ୍ରୀବାଳା ପଣ୍ଡା ପାଇବେ ସାହିତ୍ୟ ଅକାଦେମି ପୁରସ୍କାର ।

୧୮-ଭୁବନେଶ୍ୱର ଏମ୍ସରେ ବିରଳ ଅସ୍ତ୍ରୋପ୍ରଚାର। ହାତ କଟିଯିବାର ୮ଘଣ୍ଟା ପରେ ଆସିଥିଲେ ବି ଯୋଡିବାରେ ସଫଳ ହେଲେ ଡାକ୍ତର। ।

୧୯-ରାଜସ୍ଥାନ ବିଜେପିର ୟୁ-ଟର୍ଣ୍ଣ, ଦୁଇ ଘଣ୍ଟା ବଦଳାଇଲା ନିଷ୍ପତ୍ତି, ଜାରି ରହିବ ଜନ ଆକ୍ରୋଶ ଯାତ୍ରା ।

୨୦-ବରଗଡ଼ରେ ସୁନା ଠକେଇ; ୮କିଲୋ ନକଲି ସୁନା ଗୁଣ୍ଡ ସହ ୨ ଅଭିଯୁକ୍ତ ଗିରଫ ।

୨୧-ବିଦେଶ ଗସ୍ତ ଆବେଦନକୁ ପ୍ରତ୍ୟାହାର କଲେ ଜ୍ୟାକଲିନ; କୋର୍ଟଙ୍କ ତାଗିଦ ପରେ ନିଷ୍ପତ୍ତି ।

Comments