୨୮ ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 


ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
https://horoscope-panjika.blogspot.com/2022/12/blog-post_28.html
 ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

धर्म चार बातों में है
ଜାଗା ମିଶନରେ ଅନୁପ୍ରବେଶକାରୀ
ମଙ୍ଗଳବାର ସଂଧ୍ୟାରେ ଗାନ୍ଧିମାର୍ଗରେ ଅଙ୍ଗନଓ୍ବାଡି କର୍ମୀଙ୍କ ଧାରଣା ଓ ବିକ୍ଷୋଭ
ହିଜାବ ବିରୋଧୀଙ୍କୁ ନିର୍ଯ୍ୟାତନା
https://pragativadi.com/epaper/epaper_news_clip/1672175611_2688.jpg
ବାରିପଦା ଭିଏଚପି ପକ୍ଷରୁ ତୁଳସୀ ପୂଜନ ଦିବସ
https://vskodisha.com/odia-news-2511/
ପୁରୀ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ଗ୍ରାହକ ଦିବସ ପାଳନ
ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ ସମ୍ମିଳନୀ
https://vskodisha.com/odia-news-2509/
ରାୟଗଡ଼ା ଜିଲ୍ଲା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପକ୍ଷରୁ ଖାଉଟି ଦିବସ ପାଳନ
ଗୀତା ଅଧ୍ୟୟନରେ ବଢେ ରାଷ୍ଟ୍ରପ୍ରେମ
ମହାତ୍ମାଙ୍କ ସନ୍ତାନ-ସାଧୁ ଓ ସଇତାନ



ଅନ୍ୟାନ୍ୟ ଖବରର ମୁଖ୍ୟାଶଂ
୧-ଆରମ୍ଭ ହୋଇଗଲା ମହାରାଜ କଂସଙ୍କର ରାଜୁତି। ପ୍ରବଳପ୍ରତାପୀ ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ଥରହର ହେଲା  ମଥୁରାନଗରୀ। ବିଶ୍ବର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ମଂଗଳବାର ଉଦ୍‌ଘାଟିତ ହୋଇଯାଇଛି ୭୫ତମ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। 

୨-୧୭ ପ୍ରସ୍ତାବକୁ କ୍ୟାବିନେଟ ମୋହର, କୃଷି ଓ ଜଳସେଚନକୁ ୨୨୧୫କୋଟି। 

୩-ରାଜ୍ୟରେ କୃଷିକ୍ଷେତ୍ରକୁ ସୁଦୃଢ଼ କରି ଆତ୍ମନିର୍ଭରଶୀଳ ହେବା, ଚାଷୀଙ୍କ ଆୟ ବୃଦ୍ଧି, ମହାନଦୀ ଓ ପାଇକାରେ ଦୁଇଟି ଆନିକଟ ନିର୍ମାଣ କରି ଜଳ ସମସ୍ୟା ଦୂର କରିବା ଓ ବିଶୁଦ୍ଧ ପାନୀୟଜଳ ଯୋଗାଣ ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି।  

୪-ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଭାରତ ଓ କୋରିଆ କନିଷ୍ଠ ହକି ଦଳର ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌‌ ସିରିଜ୍‌ ଶେଷ ହୋଇଛି। ଏହି ତିନିଟି ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହେବାସହ ସିରିଜ୍‌ ମୂଳପୋଛ କରିଛି।

୫-ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ତିନି ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଜାନୁଆରୀ ୩ରୁ ୭ ମଧ୍ୟରେ ଏହି ମ୍ୟାଚ ଖେଳାଯିବ ।

୬-ସେହିଭଳି ଦିନିକିଆ ଦଳର ନେତୃତ୍ୱ ନେବେ ରୋହିତ ଶର୍ମା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଭାବେ ଦାୟିତ୍ୱ ମିଳିଛି । ଜାନୁଆରୀ ୧୦ରୁ ୧୬ ତାରିଖ ମଧ୍ୟରେ ଭାରତୀୟ ଦଳ ଶ୍ରୀଲଙ୍କା ବିରୋଧରେ ୩ଟି ଦିନିକିଆ ମ୍ୟାଚ ଖେଳିବ ।

୭-ରାଉରକେଲାରେ ପହଞ୍ଚିଲା ଭାରତୀୟ ହକି ଦଳ: ଖେଳାଳିଙ୍କ ଝଲକ୍‌ ପାଇଁ ଲମ୍ବା ଲାଇନ୍‌ ।

୮-ଜିରୋ ନାଇଟ୍‌ ଓ ନୂଆବର୍ଷ ପାଳନ ସମୟରେ ସହରରେ ଯେପରି କୌଣସି ଅଘଟଣ ନ ଘଟିବ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିସନରେଟ୍‌ ପୁଲିସ। 

୯-ରିଜର୍ଭ ବ୍ୟାଙ୍କ ତଥ୍ୟ: ବ୍ୟାଙ୍କ ଠକେଇ ୪୬% ହ୍ରାସ, ମୋଟ ଏନ୍‌ପିଏ ୫%କୁ ଖସିଲା ।

୧୦-ନାଜାଲ୍‌ ଭାକ୍ସିନ୍‌ ମୂଲ୍ୟ ପ୍ରକାଶ କଲା କମ୍ପାନି: ସରକାରଙ୍କ ପାଇଁ ୩୨୫ ଟଙ୍କା, ଘରୋଇ ଡାକ୍ତରଖାନା ପାଇଁ ୮୦୦। 

୧୧-ଆମେରିକା ତୁଷାରଝଡ଼ ଜନିତ ମୃତ୍ୟୁ ୬୦କୁ ବୃଦ୍ଧି ।

୧୨-ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ: ଶହଶହ ସଂଖ୍ୟାରେ ପୋଢ଼, ବୋଦା, କୁକୁଡ଼ା ବଳି ।

୧୩-୨ ବର୍ଷରେ ଫୁସଫୁସ୍‌ କର୍କଟ ରୋଗୀଙ୍କ ସଂଖ୍ୟା ୫% ବଢ଼ିଲା: ଉତ୍ତରପ୍ରଦେଶରେ ସର୍ବାଧିକ ।

୧୪-ପାଖେଇ ଆସୁଛି ହକି ବିଶ୍ବକପ୍‌: ରାଉରକେଲାରେ ପହଞ୍ଚିଲା ୨୫ଟି ମୋ ବସ୍‌ ।

୧୫-କ୍ରାଇମବ୍ରାଞ୍ଚରେ ହାଜର ହେଲେ ୨ ଋଷୀୟ ନାଗରିକ । ରାୟଗଡାରେ ଋଷୀୟ ନାଗରିକ ମୃତ୍ୟୁ ଘଟଣାରେ ସମସ୍ତେ କ୍ରାଇମବ୍ରାଞ୍ଚ ଆଗରେ ହାଜର ହୋଇଛନ୍ତି ।  



Comments