- Get link
- X
- Other Apps
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
https://horoscope-panjika. blogspot.com/2022/12/blog- post_14.html୩୦ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବରଜନଜାତି ଲୋକକଳା ସଂଗଂମକୌପିନୀ ଧାରୀ ସାଧୁଙ୍କ ଆନ୍ଦୋଳନ ସଜବାଜପାକିସ୍ତାନରେ ହିନ୍ଦୁ ମହିଳାଙ୍କ ମୁଣ୍ଡକାଟ
ରାହୁଲ 113ଥର ସୁରକ୍ଷା ପ୍ରୋଟକଲ ଭାଙ୍ଗିଛନ୍ତି
ସନ୍ଦିଗ୍ଧ ଚୀନ ଗୁପ୍ତଚର ଅଟକବ୍ରହ୍ମୋସର ଆଉ ଏକ ସଫଳ ପରୀକ୍ଷଣ
-------------------------------------------------
୧-ବ୍ରାଜିଲ୍ର କିଂବଦନ୍ତି ଫୁଟ୍ବଲ୍ ଖେଳାଳି ପେଲେ ଆଉ ନାହାନ୍ତି। ଗୁରୁବାର ରାତିରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୨ ବର୍ଷ ହୋଇଥିଲା। ବିଶ୍ବର ଏହି ମହାନ ଫୁଟ୍ବଲ୍ ଖେଳାଳି ଦୁଇ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ।
୨-ଧନୁଯାତ୍ରା ତୃତୀୟ ଦିନ: ଗୋପରେ ଧୁମ୍ଧାମ୍ରେ ହେଲା ନନ୍ଦୋତ୍ସବ, ବିଜୁଳି କନ୍ୟାଙ୍କ ଶୂନ୍ୟବାଣୀ।
୩-ଫେବ୍ରୁଆରି ୧୫ରୁ ସିବିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷା ।
୪-କୃଷକମାନଙ୍କର ଆୟକୁ ଦ୍ୱିଗୁଣିତ କରିବାରେ ସକ୍ଷମ କରିବ ପିଏମକେଏସକେ: କେନ୍ଦ୍ର ସରକାର ।
୫-ନୂଆ ବର୍ଷରେ ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି: ସମସ୍ତ ଶିକ୍ଷାନୁଷ୍ଠାନରେ ଓଡ଼ିଆରେ ଲେଖାଯିବ ନାମଫଳକ
୬-ସଂସଦରେ ଉଠିବ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ଘଟଣା, ସାଂସଦ ସପ୍ତଗିରି ଉଲାକା କହିଲେ- ଦେଶର ସୁରକ୍ଷା ପ୍ରତି ବିପଦ ।
୭-ଦଲାଇଲାମାଙ୍କ ଉପରେ ନଜର ରଖୁଥିବା ସଂଦିଗ୍ଧ ଚୀନ ଗୁପ୍ତଚର ଗିରଫ ।
୮-ବାସ୍ତବ ରୂପ ନେବାକୁ ଯାଉଛି ରିମୋଟ୍ ଭୋଟିଂ, ଜାନୁଆରି ୧୬ରେ ଦେଖାହେବ ଡେମୋ ।
୯-ଇସ୍ରାଏଲ୍ରେ ଷଷ୍ଠ ଥର ପାଇଁ ନେତାନ୍ୟାହୁ ସରକାର, ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ।
୧୦-୨୦୨୩ ଜାନୁଆରି ୨୬ ସୁଦ୍ଧା ଓଡ଼ିଶାରେ ୫ଜି ସେବା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତି ଲୋକଙ୍କ ନିକଟରେ ଯେପରି ଇଣ୍ଟରନେଟ୍ ସେବା ପହଞ୍ଚିପାରିବ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି କେନ୍ଦ୍ର ରେଳ ତଥା ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।
୧୧-ଆକ୍ସନ୍ ମୁଡ୍ରେ କମିସନ୍ରେଟ୍ ପୁଲିସ: ହକି ବିଶ୍ବକପ୍ ପାଇଁ ସେଫ୍ ସିଟି ଡ୍ରାଇଭ୍ ।
୧୨-ମୁକେଶଙ୍କ ସାନ ପୁଅ ଅନନ୍ତ-ରାଧିକାଙ୍କ ନିର୍ବନ୍ଧ: ରାଧିକା ଏନ୍କୋର୍ ହେଲ୍ଥକେୟାର ସିଇଓଙ୍କ ବଡ଼ ଝିଅ ।
୧୩-ହାଇକୋର୍ଟଙ୍କ ଓବିସି ସଂରକ୍ଷଣ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ ଯୋଗୀ ସରକାର ।
୧୪-ଦେଶରେ ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି: ଔଷଧ ନିର୍ମାତାଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ, ଆଗୁଆ ପ୍ରସ୍ତୁତି ନେଇ ଆଲୋଚନା ।
୧୫-‘ଭାରତ ଯୋଡ଼ୋ ଯାତ୍ରା’ ପାଇଁ ମତେ ଆମନ୍ତ୍ରଣ କରାଯାଇନି: ଅଖିଳେଶ ।
୧୬-ବିଲିଓନେୟାର ସଂଖ୍ୟା ୧୨୦କୁ ଖସିଲା: ୧୦୦ କୋଟି ଡଲାର ମାଲିକ କ୍ଲବ୍ରୁ ବିଦାୟ ନେଲେ ବହୁ ଧନୀ ।
୧୭-‘ପଠାନ୍’ରେ ପରିବର୍ତ୍ତନ କରିବାକୁ ସେନ୍ସର ବୋର୍ଡର ନିର୍ଦ୍ଦେଶ ।
୧୮-କୋଲକାତାରେ ରଦ୍ଦ ହେଲା ଅରିଜିତ ସିଂଙ୍କ କନସର୍ଟ, ଜୋର ଧରିଲା ରାଜନୀତି ।
୧୯-ADR Report: ନିର୍ବାଚନୀ ଟ୍ରଷ୍ଟରୁ ବିଜେପିକୁ ମିଳିଛି ୭୨ ପ୍ରତିଶତ ଚାନ୍ଦା, କଂଗ୍ରେସର ଆୟ ଟିଆରଏସ, ଏସପି ଏବଂ ଆପରୁ ବି କମ ।
ଜନଜାତି ଲୋକକଳା ସଂଗଂମ
କୌପିନୀ ଧାରୀ ସାଧୁଙ୍କ ଆନ୍ଦୋଳନ ସଜବାଜ
ପାକିସ୍ତାନରେ ହିନ୍ଦୁ ମହିଳାଙ୍କ ମୁଣ୍ଡକାଟ
ରାହୁଲ 113ଥର ସୁରକ୍ଷା ପ୍ରୋଟକଲ ଭାଙ୍ଗିଛନ୍ତି
ସନ୍ଦିଗ୍ଧ ଚୀନ ଗୁପ୍ତଚର ଅଟକ
ବ୍ରହ୍ମୋସର ଆଉ ଏକ ସଫଳ ପରୀକ୍ଷଣ

Comments
Post a Comment