- Get link
- X
- Other Apps
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
https://horoscope-panjika. blogspot.com/2022/12/blog- post_27.html
୨୭ ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର
ଘର ୱାପସି’ କାର୍ଯ୍ୟକ୍ରମରେ ୧୦୦ ଜଣ କଲେ ଧର୍ମ ପରିବର୍ତ୍ତନ, ଗ୍ରହଣ କଲେ ହିନ୍ଦୁ ଧର୍ମ
https://odishareporter.in/ nation-world/india/100-people- convert-to-hinduism-in-ups- bulandshahr-792763
उत्तराखंड में 'अवैध धर्मांतरण' का मामला: महिला का दावा, ईसाई मिशनरी के लोगों ने दिया लालच2 बच्चों का अब्बा मोहम्मद इजहार बन गया राकेश, बंगाल से हिंदू लड़की को लाकर बनाया बंधक: निकाह और धर्मांतरण का बना रहा था दबावପାକିସ୍ତାନୀ ବୋଟ୍ରୁ ଅସ୍ତ୍ରଶସ୍ତ୍ର ସହ ୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ୧୦ ଗିରଫ
ତାଇଓ୍ାନରେ ପଶି ଚୀନର ଯୁଦ୍ଧଭ୍ୟାସ
ପୁଣି ଆନ୍ଦ୍ର ନଖରାମି
ଇତିହାସର ତ୍ରୁଟିକୁ ସଂଶୋଧନ କରାଯାଇ ପାରିଛି
ସଂଘର୍ଷ ପରେ ଚୀନ ଏବେ ଚୋରୀରେ ବ୍ୟସ୍ତ
https://pragativadi.com/ epaper/epaper_news_clip/ 1672089228_4848.jpg
ये मुस्लिम इलाका है, घर बेच कर चली जाओ या इस्लाम क़बूलो’: हिन्दू महिला ने लगाई न्याय की गुहार, वीडियो में पत्थर-डंडे लिए गाली देती दिखीं मुस्लिम महिलाएँ
ବଜରଙ୍ଗ ଦଳ ପତାକାକୁ ଅସମ୍ମାନ
ଅନ୍ୟାନ୍ୟ ଖବରର ମୁଖ୍ୟାଶଂ
୧-ଏଏସ୍ଓ ପରୀକ୍ଷା ପରେ ଏବେ ସବ ଇନ୍ସପେକ୍ଟର ପରୀକ୍ଷାକୁ ନେଇ ସାମନାକୁ ଆସିଲା ନୂଆ ବିବାଦ । ଅନିୟମିତତା ଅଭିଯୋଗ ଆଣି କଟକ ଡିଜି ଅଫିସ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାୟୀ ପ୍ରାର୍ଥୀ ।
୨-ଆଜି ମଙ୍ଗଳବାରଠାରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଂସ ମହାରାଜାଙ୍କ ହସରେ କମ୍ପିବ ରଙ୍ଗମଞ୍ଚ ।
୩-ଉତ୍ତର ପ୍ରଦେଶର ସୀତାପୁରରେ ଥିବା ଗୋଟିଏ କଲେଜର ୩ ଜଣ ଛାତ୍ରୀ ସପ୍ତାହକ ଭିତରେ ଆତ୍ମହତ୍ୟା କରିଛନ୍ତି। ସେହିପରି ଆଉ ଜଣେ ଛାତ୍ରୀ ହାତର ସିରା କାଟି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୂରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।
୪-ଶ୍ରୀମନ୍ଦିରରେ ଦଳଚକଟା: ପ୍ରବଳ ଭିଡ଼ ଯୋଗୁଁ ଅସୁସ୍ଥ ହୋଇଗଲେ ୬ ଛାତ୍ରଛାତ୍ରୀ, ଡାକ୍ତରଖାନାରେ ଭର୍ତ୍ତି ।
୫-ପୁଣି ବିବାଦରେ ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ଘଟଣା । ତାଙ୍କୁ ହତ୍ୟା କରାଯାଇଥିବା କଥା କହିଛନ୍ତି , ସୁଶାନ୍ତଙ୍କ ଶବକୁ ବ୍ୟବଚ୍ଛେଦ କରିଥିବା କର୍ମଚାରୀ ।
୬-ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ପ୍ରସ୍ତାବିତ ଶାନ୍ତି ଫର୍ମୁଲାକୁ ଲାଗୁ କରିବାକୁ ସହାୟତା ମାଗିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି । ସେ ମଧ୍ୟ ଜି-୨୦ ରେ ଭାରତର ସଭାପତିତ୍ବର ସଫଳତା କାମନା କରିଛନ୍ତି ।
୭-କନ୍ଧମାଳ ଏବଂ ପୁରୀ ଲୋକସଭାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପାର୍ଟୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନଡ୍ଡା : ଡ.ଲେଖାଶ୍ରୀ।
୮-ଆସୁଛି ଥାର୍ର ନୂଆ ମଡେଲ୍, ଇଞ୍ଜିନରେ ହୋଇଛି ବଡ଼ ପରିବର୍ତ୍ତନ, ଦାମ୍ ରହିବ କମ୍ ।।
୯-ଆମେରିକା ଦେଖୁଛି ପ୍ରକୃତିର କରାଳ ରୂପ: ଭୟଙ୍କର ବରଫ ଝଡ଼ ଦେଇ ଗତି କରୁଛି ପଶ୍ଚିମ, ଉତର ଆମେରିକା ।
୧୦-SCB ଡାକ୍ତରଖାନାରେ କୋଭିଡ୍ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି; ଏବେ ସୁଦ୍ଧା ରହିଛି ୨୦ଟି ICU ବେଡ୍, ଖୋଲିବ ୪ଟି ୱାର୍ଡ
୧୧-ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)କୁ ଏକ ବଡ଼ ସଫଳତା ମିଳିଛି । ଗୁଜରାଟ ଉପକୂଳ ଆରବ ସାଗରରୁ ଏକ ପାକିସ୍ତାନୀ ବୋଟ ଜବତ ହୋଇଛି । ସେଥିରୁ ପ୍ରାୟ ୩୦୦ କୋଟି ଟଙ୍କା ମୂଲ୍ୟର ୪୦ କିଲୋଗ୍ରାମ ଡ୍ରଗ୍ସ ଓ ଶସ୍ତ୍ରଶସ୍ତ୍ର ଜବତ ହୋଇଛି । ଏହା ସହିତ ସେଥିରେ ଥିବା ୧୦ ଜଣଙ୍କୁ ଗିରଫ କରାଯାଇଛି ।
୧୨-ଏପଟେ ପ୍ରତିଷ୍ଠା ଦିବସ, ସେପଟେ ପ୍ରତିବାଦ: ପୁରୀ ବଡଦାଣ୍ଡରେ ଅଭାବନୀୟ ଦୃଶ୍ୟ, ଧର୍ମଦାଣ୍ଡରେ ନ୍ୟାୟ ମାଗିଲେ ୩୦ ପରିବାର ।
୧୩-ପ୍ରତିଷ୍ଠା ଦିବସରେ ବିଜେଡିର ପତିଆରା ପ୍ରଦର୍ଶନ: ସୁପ୍ରିମୋ କହିଲେ ‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ଦଳ’ ।
୧୪-ଟ୍ବିଟର୍ରେ ତଥ୍ୟ ଲିକ୍ର ଏକ ମାମଲା ସାମ୍ନାକୁ ଆସିଛି। ହ୍ୟାକର୍ସ ୪୦୦ ମିଲିୟନ୍ କିମ୍ବା ୪୦ କୋଟି ବ୍ୟବହରକାରୀଙ୍କ ଡାଟା ବିକ୍ରି କରିଥିବା ଅଭିଯୋଗ ହେଉଛି। ଏହି ସବୁ ଡାଟାକୁ ଡାର୍କ ୱେବ୍ରେ ବିକ୍ରି କରାଯାଉଛି ବୋଲି ସୂଚନା ରହିଛି।
୧୫-ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା: ଘରୋଇ ଡାକ୍ତରଖାନାରେ ଉପକୃତ ହୋଇଛନ୍ତି ୬.୩୧ ଲକ୍ଷ ହିତାଧିକାରୀ ।
୧୬-ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ବିବାଦୀୟ ବୟାନ, ହିନ୍ଦୁମାନେ ଘରେ ଛୁରି ପଝେଇ ରଖ ।
୧୭-ଋଣ ଠକେଇ: ଟିଭି ଶିଳ୍ପର ସମ୍ରାଟ ଏବେ ଜେଲ୍ରେ, ଭିଡିଓକନ୍ ମୁଖ୍ୟ ଧୁତ୍ ଗିରଫ ।
୧୮-ଆସନ୍ତା ୨୯ ତାରିଖ ଗୁରୁବାର ଦିନ ୬୩ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନନ୍ଦନକାନନ ଶିଶୁ ଉଦ୍ୟାନ ଖୋଲିବ। ୨୦ ଲକ୍ଷ ଟଙ୍କା ବ୍ୟୟରେ ଉନ୍ନତୀକରଣ ହୋଇଥବା ଏହି ଶିଶୁ ଉଦ୍ୟାନରେ ଶିଶୁମାନଙ୍କ ମନୋରଞ୍ଜନ ଲାଗି ଖସଡ଼ା ଶିଡ଼ି, ଝୁଲା ଦୋଳି, ଚକ୍ରି ଦୋଳି ଆଦି ରହିଛି ।
୧୯-ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ତାଙ୍କ ପୂର୍ବତନ ପ୍ରେମିକ ଶିଜାନ ପ୍ରଥମ ଦିନରେ ପୁଲିସକୁ କହିଛନ୍ତି ଯେ ଶ୍ରଦ୍ଧା ୱାକର ହତ୍ୟା ମାମଲାର ମିଡିଆ କଭରେଜ ଦେଖିବା ପରେ ସେ ତୁନିଶାଙ୍କ ସହ ସମ୍ପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଥିଲେ।
୨୦-ସିିଜାନ ନିଜର ଯୌନ ଲାଳସା ଚରିତାର୍ଥ ପାଇଁ ଅନେକ ମହିଳାଙ୍କ ସହ ରଖିଥିଲେ ସଂପର୍କ; ଅଭିଯୋଗ ଆଣିଲେ ତୁନିଶାଙ୍କ ବନ୍ଧୁ ରାୟା ଲାବିବ ।
୨୧-ବିହାରରେ କ୍ଷମତା ବଦଳିବାର କିଛି ମାସ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଥିବା ଏକ ଦୁର୍ନୀତି ମାମଲାକୁ ସିବିଆଇ ପୁନର୍ବାର ଖୋଲିଛି। ।
୨୨-ପୂର୍ବତନ ମାଓବାଦୀ ନେତା ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ତୃତୀୟ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ।
୨୩-ସାହାରା ପ୍ରମୁଖଙ୍କ ଉପରେ ସେବିର କାର୍ଯ୍ୟାନୁଷ୍ଠାନ, ବହୁ ଅଧିକାରୀଙ୍କ ଉପରେ ବି ଆକ୍ସନ, ବାଜ୍ୟାପ୍ତ ହେବ ସମ୍ପତ୍ତି ।
- Get link
- X
- Other Apps
Comments
Post a Comment