୨୬ ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 


ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
https://horoscope-panjika.blogspot.com/2022/12/blog-post_50.html

 ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

9 ମାସରେ 53 ଜେହାଦୀ ଗିରଫ
ଧର୍ମ ପରିବର୍ତ୍ତନରେ ପ୍ରତାରଣା
ଧର୍ମ ପରିବର୍ତନକାରୀ ପାଦ୍ରୀ ଗିରଫ
ଗୋଦାମରେ ଗଦା ମୃତ ଦେହ
ବିଲୁପ୍ତ ପଥେ  10 ଲକ୍ଷ ପ୍ରଜାତିର ଜୀବଜନ୍ତୁ
2023ରେ ବି ଏଫ୍ ଡି ଆଇ ଭିଡିବ ଭାରତ
ତାଲିବାନ ଓ ମହିଳା
ଅଭିନେତା ଶ୍ରୀଜାନ ମହମ୍ମଦ ଖାଁ  ଗିରଫ


ଅନ୍ୟାନ୍ୟ ଖବରର ମୁଖ୍ୟାଶଂ
୧-ଅଭାବନୀୟ ପରିସ୍ଥିତି ଅନୁଧ୍ୟାନ ପାଇଁ ଡିସେମ୍ବର ୨୭ରେ ବିଜେପି ପ୍ରତିନିଧି ଦଳର ସମ୍ବଲପୁର ଗସ୍ତ .

୨-ଚୀନ୍‌ରୁ ୨ ଦିନ ପୂର୍ବେ ଫେରିଥିବା ଆଗ୍ରାର ବ୍ୟବସାୟୀ କରୋନା ସଂକ୍ରମିତ, ଅଞ୍ଚଳରେ ଆତଙ୍କ ।

୩-ସବୁ ଜିଲ୍ଲାରେ କୋଭିଡ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ, ୨୭ରେ ଡାକ୍ତରଖାନାରେ ମକ୍‌ଡ୍ରିଲ୍‌ ।

୪-ନେପାଳରେ ନୂଆ ସରକାରର ମଙ୍ଗ ଧରିବେ ମାଓନେତା ପ୍ରଚଣ୍ଡ, ଅଢେଇ ବର୍ଷ ପାଇଁ ହେବେ ପ୍ରଧାନମନ୍ତ୍ରୀ ।

୫-ଭିଡ଼ ଭିତରୁ ବାଲେଶ୍ୱର ସାଂସଦଙ୍କୁ ଡାକିଲେ ପ୍ରଧାନମନ୍ତ୍ରୀ: ବ୍ୟକ୍ତିଗତ ନିମନ୍ତ୍ରଣ ପାଇଁ ମୋଦିଙ୍କୁ ଭେଟିଲେ, ପ୍ରତାପ ଷଡ଼ଙ୍ଗୀ, ଭେଟଘାଟକୁ ନେଇ ଚର୍ଚ୍ଚା ।

୬-ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀର ବିଶେଷ ଅବସରରେ ରବିବାର ଭାନୁଶାଲୀ ଷ୍ଟୁଡିଓଜ ଲିମିଟେଡ ଓ ଲିଜେଣ୍ଡ ଷ୍ଟୁଡିଓଜ୍ ଙ୍କ ଫିଲ୍ମ ‘ ମେଁ ଅଟଲ ହୁଁ ’ରେ ଅଟଳଜୀଙ୍କ ଭୂମିକାରେ ପଙ୍କଜ ତ୍ରିପାଠୀଙ୍କ ଫାଷ୍ଟ ଲୁକ୍ ରିଲିଜ କରାଯାଇଛି।  

୭-ପ୍ୟାରିସ୍ ଗୁଳିକାଣ୍ଡ ଘଟଣା: ବିଦେଶୀଙ୍କ ପ୍ରତି ଘୃଣା ରଖି ହତ୍ୟା ପାଇଁ ଗୁଳି କରିଥିଲା ଦୁର୍ବୃତ୍ତ ।

୮-ଅନୁଗୁଳରେ ହେବ ଅନ୍ତର୍ଜାତୀୟ ଷ୍ଟାଡିୟମ, ୨୦୩୬ ବେଳକୁ ଭାରତରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଚାଲିଛି ଯୋଜନା ।

୯-ସାଧାରଣ କଏଦୀଙ୍କ ଭଳି ତିହାର ଜେଲ୍‌ରେ ରହିବେ ସତ୍ୟେନ୍ଦ୍ର ଜୈନ୍‌, ୧୫ ଦିନ ପାଇଁ ପରିଦର୍ଶକଙ୍କୁ ଭେଟିବା ମନା

୧୦-ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ପୂର୍ବ ଭାରତରେ ଚାଲିବ ପ୍ରଥମ ବନ୍ଦେ ଭାରତ ଟ୍ରେନ ।

୧୧-ନନ୍ଦନକାନନ, ଉଦ୍ଭିଦ ଉଦ୍ୟାନ ବୁଲିଲେ ୫୧,୫୦୬ ପର୍ଯ୍ୟଟକ, ଶେଷ ରବିବାରରେ ବଣଭୋଜି କଲେ ଯୁବାଗୋଷ୍ଠୀ ।

୧୨-DRDOଙ୍କ ୨୦ ପ୍ରକଳ୍ପ ଉପରେ ପ୍ରଶ୍ନ ଉଠାଇଲେ CAG, କହିଲେ- ନିର୍ଦ୍ଧାରିତ ସମୟରେ ପୁରା ହୋଇନି ଲକ୍ଷ ।

୧୩-ଯୁଦ୍ଧ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି ଋଷ, ହେଲେ ୟୁକ୍ରେନ୍ କହୁଛି ନାଁ: ଭ୍ଲାଦିମିର ପୁଟିନ ।

୧୪-ଭାରତରେ ବିକଶିତ ହେଲା ହାର୍ଡ ଇମ୍ୟୁନିଟି; ଚୀନ୍ ଭଳି ହେବା ନାହିଁ ଗମ୍ଭୀର ସମସ୍ୟା: ସିସିଏମବି ମୁଖ୍ୟ ।

୧୫-ମୁସଲିମ ବିବାହ ପାଇଁ ଆଧାର ବାଧ୍ୟତାମୂଳକ, ନାବାଳିକା ଥିଲେ ବିବାହ କରାଇବେନି କାଜି, କେସିଆର ସରକାରଙ୍କ ନିର୍ଦ୍ଦେଶ ।

୧୬-ସାଉଥ୍ ସିନେମାର ବରିଷ୍ଠ ଅଭିନେତା ଚଲପତି ରାଓଙ୍କ ପରଲୋକ, ୬୦୦ରୁ ଅଧିକ ଫିଲ୍ମରେ କରିଥିଲେ ଅଭିନୟ ।

୧୭-ଏୟାର ଇଣ୍ଡିଆ ଆଣିଲା ଫଗକେୟାର ସର୍ଭିସ, ଟିକେଟ କ୍ୟାନସଲ କିମ୍ବା ତାରିଖ ବଦଳାଇଲେ କଟିବନି ଚାର୍ଜ ।

୧୮-ଭୁଶୁଡ଼ିଲାଣି ଲାଲଗଡ଼; ୮ ବର୍ଷରେ ଆତ୍ମସମର୍ପଣ କଲେଣି ୨୧୦ ହାର୍ଡକୋର ମାଓବାଦୀ ।

୧୯-ଆଜି ବିଜେଡି ପାଳିବ ‌ରୌପ୍ୟ ଜୟନ୍ତୀ, ନୂଆବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଦେବେ ଗୁରୁମନ୍ତ୍ର ।

୨୦-ନୂଆବର୍ଷରୁ ନୂଆ ଲକର ନିୟମ: ଷ୍ଟ୍ରଙ୍ଗ୍‌ ରୁମ୍‌ ଦ୍ବାର ଜଗିବ ସିସିଟିଭି, ଚଢ଼ଉର ଆଗୁଆ ସୂଚନା ଦେବାକୁ ପଡ଼ିବ। 

୨୧-ବିମାନବନ୍ଦର ଅଞ୍ଚଳରେ ଏବେ ୫ଜି ଟାୱାର ବସିବନି: ବିମାନ ରାଡାର୍‌କୁ ପ୍ରଭାବିତ କରିବା ଆଶଙ୍କା ।

୨୨-ଚଳିତ ବର୍ଷର ଶେଷ ମନ୍ କୀ ବାତ୍‌: ପ୍ରେରଣାଦାୟୀ ବର୍ଷ ଥିଲା ୨୦୨୨ ।

୨୩-ଆମେରିକାରେ ଶୀତ ଝଡ଼ ; ୧୮ ମୃତ ।

୨୪-ଯୁଦ୍ଧ ହେଲେ ଚୀନ-ପାକିସ୍ତାନ ଏକାଠି ହେବେ, ଡେଞ୍ଜର ଜୋନ୍‌ରେ ଭାରତ: ରାହୁଲ ଗାନ୍ଧୀ ।

Comments