୨୫ ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 


ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
https://horoscope-panjika.blogspot.com/2022/12/blog-post_25.html


 ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

ଗୁରୁୁପୁତ୍ର ଜୋରାବର ଓ ଫତେହ ସିଂହଙ୍କ ବଳିଦାନ ଓ ବୀର ବାଳ ଦିବସ
https://vskodisha.com/the-story-of-sahibzada-zorawar-singh-and-sahibzada-fateh-singh/
ଦୁଇ ଗୋରୁ ବୋଝେଇ ଟ୍ରକ ଜବତ
ଶାହି ଇଦଗାହ ମସଜିଦର ସର୍ଭେ ପାଇଁ କୋର୍ଟର ନିର୍ଦ୍ଦେଶ
20 ବର୍ଷରେ ଭାରତ ହେବ ବିକଶିତ ରାଷ୍ଟ୍ର
ଅଟଳ ଅମର
ଭାରତ ରତ୍ନ ବାଜପେୟୀ
यूपी में सीएए विरोधी हिंसा के मामले में पहला फैसला, 86 दोषियों से वसूला जाएगा 427000 रुपए जुर्माना
https://hindi.newsroompost.com/india/first-punishment-in-uttar-pradesh-for-anti-caa-riots-as-86-persons-termed-guilty-of-arson/832592.html

टीवी अभिनेत्री तुनिषा शर्मा की कथित आत्महत्या के बाद सह-अभिनेता शीजान खान गिरफ्तारपहले मंदिर में लिए सात फेरे, फ‍िर कोर्ट मैरिज करने पहुंंचे हिंदू युवक और मुस्लिम युवती, हुआ बवाल
https://www.jagran.com/uttarakhand/dehradun-city-dehradun-news-muslim-girl-going-to-marry-a-hindu-boy-in-court-uproar-between-hindu-muslim-groups-23269730.html

छत्तीसगढ़ में जनजातीय समाज की लड़की की हत्या: रिपोर्ट में दावा – शाहबाज़ ने 51 बार पेचकस से गोदा, तकिए से मुँह दबाया, छाती तक चीर डाला


ଅନ୍ୟାନ୍ୟ ଖବରର ମୁଖ୍ୟାଶଂ

୧-ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିଲେନି, ଶେଷରେ ରାଉରକେଲା ଫେରିଗଲେ ମୁକ୍ତିକାନ୍ତ ବିଶ୍ବାଳ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଭୁବନେଶ୍ବର ଷ୍ଟେସନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ପୁଲିସ ଭ୍ୟାନରେ ବସାଇ ନିଆଯାଇଥିଲା।

୨-୧୮ ବର୍ଷରେ ପୂର୍ଣ୍ଣ ସ୍ୱାଧୀନତା ସମାଜ ପାଇଁ ଭଲ ନୁହେଁ । ହାଇକୋର୍ଟରେ ମତ ରଖିଲେ କେରଳ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ।

୩-ବଡଦିନ ପ୍ରସ୍ତୁତି ସହ ଉତ୍ସବ ମୁଖର ସାରା ଦେଶ । ରଙ୍ଗିନ ଅଲୋକମାଳାରେ ଝଲସୁଛି ଦେଶର ଛୋଟବଡ ଗୀର୍ଜା ଘର 

୪-ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ପ୍ରସଙ୍ଗ ପ୍ରତ୍ୟାଖ୍ୟାତ: କୋଶଲ ରାଜ୍ୟ ଦାବି ଏକମାତ୍ର ବିକଳ୍ପ ।

୫-ମେଡିକାଲ ଅକ୍ସିଜେନ୍ ସିଲିଣ୍ଡର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ । ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି କଲେ କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ । 

୬-କରୋନା ସଂକ୍ରମଣକୁ ନେଇ କଡା କଟକଣା । ବିଦେଶରୁ ଅସିଲେ RTPCR ରିପୋର୍ଟ ଜରୁରୀ । ।

୭-ରାୟଗଡ଼ାରେ ପୁଣି ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ । ଆତ୍ମହତ୍ୟା କରିଥିବା ସନ୍ଦେହ । ।

୮-ସମାଲୋଚନା ପରେ ଟ୍ୱିଟରରେ ପୁନଃ ଯୋଡ଼ି ହେଲା ଆତ୍ମହତ୍ୟାରୁ ସତର୍କ କରାଉଥିବା ଫିଚର ।

୯-ଗତ ସାଢ଼େ ୩ ବର୍ଷ ହେଲା ମୁଁ ମରି ମରି ଜିଇଁଛି; ଯେଉଁଦିନ ମୋର ଡିଭୋର୍ସ ହେବ, ସେଦିନ ପାଳିବି ଅସଲ ଜନ୍ମଦିନ : ଅନୁଭବ ମହାନ୍ତି ।

୧୦-କରୋନା ପ୍ରଭାବ: ଆଦାନୀ, ଅମ୍ୱାନୀଙ୍କ ସମ୍ପତ୍ତିରେ ବଡ଼ ହ୍ରାସ, କମିଲା ୧୨ ବିଲିୟନ ଡଲାର। 

୧୧-ବଡ଼ଦିନ ପୂର୍ବରୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା ।

୧୨-ଅଭିନେତ୍ରୀ ତୁନିଶା ଶର୍ମା ମୁମ୍ବାଇରେ ତାଙ୍କ ସୋ’ର ସୁଟିଂ ସେଟରେ ଆତ୍ମହତ୍ୟା କରିଛନ୍ତି। ତୁନିଶା ‘ଅଲି ବାବା: ଦାସ୍ତାନ-ଏ-କାବୁଲ’ରେ କାମ କରୁଥିଲେ।  

୧୩-ମୂଳ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ବିଜେପି ହିନ୍ଦୁ-ମୁସଲିମ ମଧ୍ୟରେ ଘୃଣାଭାବ ବଢାଇ ଚାଲିଛି: ରାହୁଲ ।

୧୪-ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ ଯାତ୍ରାରେ ସାମିଲ୍ ହେଲେ ସାଉଥ ଷ୍ଟାର୍ କମଲ ହସନ; କହିଲେ- ଜଣେ ଭାରତୀୟ ଭାବେ ଯୋଗ ଦେଇଛି ।

୧୫-ଭାରତରେ ୨୦୦କୋଟି ଆୟ କଲା ‘ଅବତାର-୨’, ପଛରେ ପଡ଼ିବ ଅନେକ ବଲିଉଡ ଫିଲ୍ମ ।

୧୬-ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ବେଡ୍ । ରାସ୍ତା କଡ଼ରେ ଚାଲିଛି ଚିକିତ୍ସା । ଚୀନରେ କୋଭିଡ୍ ସ୍ଥିତି ଭୟଙ୍କର । ।

୧୭-ଆସିଲା ନାଜାଲ୍ ଭ୍ୟାକ୍ସିନ୍ ‘ଇନକୋଭାକ୍’ । ବିଶ୍ୱର ପ୍ରଥମ ନାକରେ ଦିଆଯାଉଥିବା କରୋନା ଟିକାକୁ ମିଳିଲା ଅନୁମତି ।  

୧୮-୨୬ରେ ରାଜନୀତିର ହାଇଡ୍ରାମା । ବିଜେଡିର ଉତ୍ସବ, ବିଜେପିର ସତ୍ୟାଗ୍ରହ  ।

୧୯-ଗୋବିନ୍ଦ ସାହୁ ମୃତ୍ୟୁ ମାମଲା; ମହାଲିଙ୍ଗ କଲେଜରୁ ରେଜିଷ୍ଟର ଓ ଗୋବିନ୍ଦଙ୍କ ଘରୁ ନୋଟ୍‌ବୁକ୍‌ ଜବତ କଲା କ୍ରାଇମବ୍ରାଞ୍ଚ ।

୨୦-୫T ସଚିବଙ୍କ ପୁରୀ ଏବଂ କାକଟପୁର ଗସ୍ତ – ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ।

୨୧-ପ୍ୟାରିସ ଗୁଳିକାଣ୍ଡ: ଜାଣିଶୁଣି ଟାର୍ଗେଟ୍ କରାଯାଉଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଲେ କୁର୍ଦ୍ଦିଶ ସମ୍ପ୍ରଦାୟ ଲୋକେ ।

୨୨-ଫେରିଲା କରୋନା, ଫେରିଲେ ସୋନୁ ସୁଦ୍: ଟ୍ୱିଟ୍ କରି ଲେଖିଲେ, ‘ନମ୍ବର ସମାନ ଅଛି’ ।

୨୩-ଆମେରିକାରେ ବମ୍ ସାଇକ୍ଲୋନ୍, ବରଫ ଘୂର୍ଣ୍ଣିଝଡ଼ ଯୋଗୁ ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି। 

୨୪-ଶାହି ଇଦଗା ମସଜିଦରେ ଜ୍ଞାନବାପି ପରି ସର୍ଭେ କରିବାକୁ ମଥୁରା କୋର୍ଟଙ୍କ ଆଦେଶ ।

୨୫-ୟୁକ୍ରେନ୍‌ ଆମେରିକାର ପାଟ୍ରିୟଟ୍ ‌ମିସାଇଲ ସିଷ୍ଟମ୍ ପାଇଲେ କିଛି ଲାଭ ହେବନି: ରୁଷ୍‌ ।

୨୬-ଚମକ ହରାଇଲା କ୍ରିପ୍ଟୋ, ରିଜର୍ଭ ବ୍ୟାଙ୍କ ଆଣିଲା ଇ-ରୁପି ।

Comments