୨୪ ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 


ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
https://horoscope-panjika.blogspot.com/2022/12/blog-post_24.html

୨୪ ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

ଭାରତ ଚୀନକୁ ଜ୍ବର ଔଷଧ  ଯୋଗାଇବ
ପାକିସ୍ତାନ ଜିନ୍ଦାବାଦ୍‌’ ନାରା ଦେଇ ୫ ଗିରଫ
https://www.dharitri.com/5-arrested-for-raising-pakistan-zindabad-slogans/
ସାରସକଣା-2 ଗୋରୁ ବୋଝେଇ ଟ୍ରକ ଜବତ
ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗ ମାମଲା: ଶାହି ଇଦ୍‌ଗାହ ସର୍ଭେ ନିର୍ଦ୍ଦେଶ
ନୂଆବର୍ଷରେ ତୃତୀୟ ବ୍ୟାଚ ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଭାରତକୁ ହସ୍ତାନ୍ତର କରିବ ରୁଷିଆ…
https://www.dharitri.com/russia-will-hand-over-the-third-batch-of-s-400-missile-defense-systems-to-india-in-the-new-year/
ପ୍ୟାରିସ ଗୁଳିକାଣ୍ଡ: ଜାଣିଶୁଣି ଟାର୍ଗେଟ୍ କରାଯାଉଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଲେ କୁର୍ଦ୍ଦିଶ ସମ୍ପ୍ରଦାୟ ଲୋକେ
https://www.dharitri.com/issue-of-kashmir-will-be-lost-pakistan-will-be-greedy/
କାନକୁ ଶୁଣିବାକୁ ଭଲ ଲାଗୁଛି
ହନୁମାନ ମିଛ ଆଦୌ କହିନାହାଁନ୍ତି
ଡ୍ରଗସ୍ସ ଉଗ୍ରବାଦର ସମସ୍ୟା



ଅନ୍ୟାନ୍ୟ ଖବରର ମୁଖ୍ୟାଶଂ
୧-ସିକିମର ଉତ୍ତର ଭାଗରେ ଶୁକ୍ରବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ସ୍ଥଳସେନାର ଏହି ଗାଡ଼ି ଦୁର୍ଘଟଣାରେ ୩ ଜଣ ଜୁନିୟର କମିସନଡ୍‌ ଅଫିସର(ଜେସିଓ) ଓ ୧୩ ଜଣ ଯବାନଙ୍କ ସମେତ ମୋଟ ୧୬ ଜଣ ପ୍ରାଣ ହରାଇଛନ୍ତି। 

୨-କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ସାତଭାୟା ଥଇଥାନସ୍ଥଳୀରେ ହୃଦୟ ବିଦାରକ ଘଟଣା ଘଟିଛି। ଭୋଜି ଖାଇବା ପୂର୍ବରୁ ଗାଧୋଇବାକୁ ଯାଇଥିବା ବେଳେ ୩ଜଣ ସାଙ୍ଗଙ୍କ ଜୀବନ ଯାଇଛି।  
୩-NDTVରୁ ସମ୍ପର୍କ ଛିନ୍ନ କଲେ ପ୍ରଣୟ ରୟ, ଗୌତମ ଆଦାନୀଙ୍କୁ ବିକ୍ରି କରିବେ କମ୍ପାନିର ସବୁ ସେୟାର ।

୪-କୋଭିଡ୍ ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା, ୫୯% ଲୋକ ନେଇନାହାନ୍ତି ପ୍ରିକସନ୍‌ ଡୋଜ୍‌ ।

୫-ଧବଳେଶ୍ୱର ପୀଠକୁ ଫେୟାର ୱେଦର ରାସ୍ତା ୨୦୨୩ ମସିହା ଜାନୁଆରୀ ୧୦ ସୁଦ୍ଧା ସାରିବା ପାଇଁ ପରାମର୍ଶ ।

୬-କେରଳ ସାମ୍ବାଦିକ ସିଦ୍ଦୀକୀ କପ୍ପନଙ୍କୁ ମିଳିଲା ଜାମିନ୍, ୨ ବର୍ଷ ପରେ ମୁକୁଳିବେ ଜେଲରୁ ।

୭-କେରଳର କୋଚିଠାରେ ଶୁକ୍ରବାର ‘ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌’(ଆଇପିଏଲ୍‌)ର ଖେଳାଳି ନିଲମୀ ଆରମ୍ଭ ହୋଇଛି। ଏହି ମିନି ଅକ୍ସନରେ ଇଂଲଣ୍ଡର ସାମ୍ କରନ ସବୁଠାରୁ ଦାମୀ ଖେଳାଳି ବନିଛନ୍ତି। ସାମ୍ କରନଙ୍କୁ ପଞ୍ଜାବ କିଙ୍ଗସ୍ ୧୮.୫ କୋଟିରେ କିଣିଛି। 

୮-ଭାରତ ଯୋଡ ଯାତ୍ରା ସମୟରେ ରାହୁଲଙ୍କୁ ଶିବଙ୍କ ପ୍ରତିମୂର୍ତ୍ତି ଉପହାର ଦେଲେ ମୁସଲିମ ମହିଳା। 

୯-୩ ମାସରେ ଜେପି ନଡ୍ଡାଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ, ୨୮ରେ ଆସିବେ ।

୧୦-ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ।

୧୧-ପାର୍ଲ୍ୟାମେଣ୍ଟର ଶୀତକାଳୀନ ଅଧିବେଶନ ସମାପ୍ତ, ଧାର୍ଯ୍ୟ କାର୍ଯ୍ୟସୂଚୀର ୭ ଦିନ ପୂର୍ବରୁ ଉଭୟ ଗୃହ ଅନିଶ୍ଚିତ କାଳ ଲାଗି ସ୍ଥଗିତ ।

୧୨-ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା: କଣ୍ଟାବାଞ୍ଜି ଜେଲ୍‌ରେ ସିନ୍ ରିକ୍ରିଏସନ୍ କଲା କ୍ରାଇମବ୍ରାଞ୍ଚ ଟିମ୍ ।

୧୩-କୁଖ୍ୟାତ ବିକିନି କିଲର ଚାର୍ଲ୍ସ ଶୋଭରାଜଙ୍କୁ ପଠାଗଲା ଫ୍ରାନ୍ସ, ନେପାଳ ଆସିବା ଉପରେ ଲାଗିଲା ଆଜୀବନ କଟକଣା ।

୧୪-ଫ୍ଲିପକାର୍ଟରୁ ଫୋନ ପେ’ର ଅଲଗା ହେବା ପ୍ରକ୍ରିୟା ସମ୍ପୂର୍ଣ୍ଣ, ସିଇଓ କହିଲେ- ଭବିଷ୍ୟତର ବୃଦ୍ଧି ଉପରେ ଜୋର ।

୧୫-କୋଭିଡ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକ, କୋଭିଡ ନିୟମ ମାନିବାକୁ ପରାମର୍ଶ ।

୧୬-ଢାକା ଟେଷ୍ଟ: ଦ୍ଵିତୀୟ ଦିନରେ ଚମକିଲେ ପନ୍ତ ଏବଂ ଆୟର, ୮୦ ରନ ପଛରେ ବାଂଲାଦେଶ ।

୧୭-ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଲାଗି ସରକାର ଜାରି କଲେ ଗାଇଡଲାଇନ, ପିନ୍ଧିବାକୁ ହେବ ମାସ୍କ, ଏୟାରପୋର୍ଟରେ ହେବ ଯାଞ୍ଚ ।

୧୮-ବରିଷ୍ଠ ନାଗରିକ ସେଲ୍‌ କେବଳ କାଗଜପତ୍ରରେ ରହିଯାଇଛି: ହାଇକୋର୍ଟ ।

୧୯-ଦେଶର ୮୦ କୋଟି ଲୋକଙ୍କୁ କେନ୍ଦ୍ର ସରକାର ନୂଆବର୍ଷ ଉପହାର ଦେଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅଧୀନରେ ଲୋକମାନଙ୍କୁ ମାଗଣାର ଦିଆଯାଉଥିବା ଖାଦ୍ୟଶସ୍ୟର ମହଲତକୁ ସରକାର ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।  

୨୦-ଆତ୍ମହତ୍ୟା, ନଗ୍ନତା ପୋଷ୍ଟ ହଟାଇଲେ ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ୍‌ ।

୨୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଆ ‘ଭାଷା ଆଇନ୍‌’ ପୁସ୍ତକ ଉନ୍ମୋଚିତ   ।

୨୨-ICICI ବ୍ୟାଙ୍କର ପୂର୍ବତନ CEO ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ ଗିରଫ, CBIର ବଡ଼ ପଦକ୍ଷେପ ।
ସୁପ୍ରଭାତ ,ଶୁଭ ସକାଳ

Comments