- Get link
- X
- Other Apps
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
୨୨ ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବରଗରୁଡ଼ ଫୋର୍ସ ଲଦାଖରେ ମୁତୟନ
୨୦୨୪ରେ ଉତ୍କ୍ଷେପଣ ହେବ ଗଗନୟାନ…ୟୁନିସ୍କୋ ଐତିହ୍ଯ ତାଲିକାରେ ଭାରତର 3ଟି ନୂତନ ସଂସ୍କୃତି ପୀଠଚୀନ ପରିସ୍ଥିତିରେ ହୁ ର ଚିନ୍ତାପଠାନ ସିନେମାକୁ ନେଇ ଅଯୋଧ୍ଯା ସାଧୁଙ୍କ ତିବ୍ର ପ୍ରତିକ୍ରିୟାବ୍ଯାନହେବ ଆଉ 3ଟି ୟୁଟ୍ଯୁବ ଚ୍ଯାନେଲପାକ୍ ଡ୍ରୋନକୁ ଖସାଇଲେ ବିଏସ୍ଏଫ୍ ଜବାନଭାରତ ଗୌରବ ଟ୍ରେନରେ ଶ୍ରୀଜଗନ୍ନାଥ ଯାତ୍ରା ପ୍ଯାକେଜhttps://nitidinepaper.com/ ArticlePage/APpage.php?edn= PURI&articleid=NITIDIN_MET_ 20221222_11_4&artwidth=337pxଚାନ୍ଦବାଲି ଏବିଭିପି ପକ୍ଷରୁ ନଗର ସମ୍ମିଳନୀଆଫଗାନିସ୍ତାନରେ ଯୁବତୀଙ୍କୁ ଇନଭରସିଟି ମନାମୁସଲମାନ ଧର୍ମ ଛାଡି ହିନ୍ଦୁ ହୋଇଥିବା ସାଧୁଙ୍କୁ କାଟି ପିଙ୍ଗିଦେଲେ
ଅନ୍ୟାନ୍ୟ ଖବରର ମୁଖ୍ୟାଶଂ୧-ଭାରତରେ ଚୀନ BF.7 ଭୂତାଣୁ ଆତଙ୍କ: ଓଡ଼ିଶାରେ ୧, ଗୁଜରାଟରେ ୨ ପଜିଟିଭ୍ ଚିହ୍ନଟ, ଚିନ୍ତାରେ ସରକାର।
୨-ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ମୁହଁମୁହିଁ ଧକ୍କା। ଦୁର୍ଘଟଣାରେ ୧୫ ଜଣଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୁଧବାର ଏଭଳି ଦୁଃଖଦ ଘଟଣା ଘଟିଛି ମଣିପୁର ନୋନୀ ଜିଲ୍ଲାରେ।
୩-ବିଜ୍ଞାପନ ହୋଡିଂରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମୁକ୍ତିକାନ୍ତ ବିଶ୍ବାଳ, ୪ ଘଣ୍ଟା ପରେ ଉଦ୍ଧାର ।
୪-୫୦ ଠକଙ୍କ ନାଁରେ ୯୨ହଜାର କୋଟି ଋଣ, ଗୃହରେ ତାଲିକା ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ, ପ୍ରଥମ ସ୍ଥାନରେ ମେହୁଲ ଚୋକ୍ସି ।
୫-ଚୀନରେ ତାଣ୍ଡବ କରୁଛି କରୋନା: ଲକ୍ଷଣ ଦେଖାଗଲେ ତତ୍କ୍ଷଣାତ୍ ଟେଷ୍ଟିଂ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ ।
୬-ଓଡ଼ିଶାରେ ୧ ନମ୍ୱର ଓୟାର୍ ଲାଇନ୍ ସେବା ପ୍ରଦାନକାରୀ ହେଲା ରିଲାୟନ୍ସ ଜିଓ ।
୭-ଦେଶରେ ମିଥ୍ୟା ଖବର ପ୍ରସାରଣ ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବକୁ ୩ଟି ଚ୍ୟାନେଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ସେହି ଚ୍ୟାନେଲଗୁଡିକ ହେଉଛି ଆଜ ତକ ଲାଇଭ, ନ୍ୟୁଜ୍ ହେଡଲାଇନ୍ସ ଏବଂ ସରକାରୀ ଅପଡେଟ୍।
୮-ଥାଇଲାଣ୍ଡ ଜାହାଜ ବୁଡ଼ି ଘଟଣା : ୬ ମୃତଦେହ ଉଦ୍ଧାର, ଏବେ ବି ୨୩ ନିଖୋଜ ।
୯-୮ ଦଫା ଦାବି ପୂରଣ ନହେଲେ ଜାନୁଆରି ୧୭ରୁ ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ଚେତାବନୀ ।
୧୦-ଖୋଲାଗଲା ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି, ମିଳିଲା ୬୨ ଲକ୍ଷ ଟଙ୍କା ସହ ୪୬ ଗ୍ରାମ ସୁନା ।
୧୧-ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି; ୧୯ ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।
୧୧-ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା’ର ସଫଳ ରୂପାୟନ ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ଟି ସୁପର ସ୍ପେସାଲିଟି ହସ୍ପିଟାଲକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ)ରେ ଅନ୍ତର୍ଭୁକ୍ତ କରିଛନ୍ତି।
୧୨-ଘରେ ବସିଲେ ଦରମା ମିଳିବନି: ବିକ୍ଷୋଭକାରୀ କାଶ୍ମୀର ପଣ୍ଡିତଙ୍କୁ ଚେତବାନୀ ଦେଲେ ଉପରାଜ୍ୟପାଳ ।
୧୩-ତାଲିବାନର କଡ଼ା କଟକଣା । ଆଫଗାନରେ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ମନା । ଉଚ୍ଚଶିକ୍ଷା ପାଇପାରିବେନି ମହିଳା ।
୧୪-ନେପାଳ ସୁପ୍ରିମକୋର୍ଟ ‘ବିକନି କିଲର’ ନାମରେ କୁଖ୍ୟାତ ଚାର୍ଲସ ଶୋଭରାଜକୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି।
୧୫-ୟୁପିଆଇ, ଆଧାରରେ ଉଦାହରଣ ସୃଷ୍ଟି କରିଛି ଭାରତ: ପିଚାଇ ।
୧୬-ବିଟ୍କଏନ୍ ଭଳି କ୍ରିପ୍ଟୋକରେନ୍ସିକୁ ଆରମ୍ଭରୁ ବିରୋଧ କରୁଥିବା ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଆଗାମୀ ଦିନରେ ଯେଉଁ ଆର୍ଥିକ ସଙ୍କଟ ଦେଖାଦେବ ତାହା କ୍ରିପ୍ଟୋ ପାଇଁ ସୃଷ୍ଟି ହେବ।
୧୭-ରାଜ୍ୟ କଂଗ୍ରେସର ଦୁଇ ବିଧାୟକ ସୁରେଶ ରାଉତରାୟ ଓ ମହମ୍ମଦ ମୋକିମ୍ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ଦୁହିଁଙ୍କୁ ନୋଟିସ୍ ଜାରି କରାଯାଇଛି।
୧୮-ହକି ବିଶ୍ବକପ୍ ପାଇଁ ୪ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ।
୧୯-ଟ୍ବିଟରର ନୂଆ ମାଲିକ ଏଲନ୍ ମସ୍କ ସିଇଓ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି। ଏହି ସ୍ଥାନ ଲାଗି ଯୋଗ୍ୟ ପ୍ରାର୍ଥୀ ମିଳିଲେ ସେ ପଦରୁ ହଟିଯିବେ ବୋଲି ଜଣାଇଛନ୍ତି।
୨୦-ଆଜିଠୁ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍: ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ଭାରତ ।
୨୧-ଭାରତର ୧୬ ଫାର୍ମାଶୁଟିକାଲ କମ୍ପାନୀକୁ ବ୍ୟାନ୍ କଲା ନେପାଳ; WHO ଗାଇଡ୍ଲାଇନ୍ ପାଳନ କରୁନଥିବା ଆଣିଲା ଅଭିଯୋଗ।
ୟୁନିସ୍କୋ ଐତିହ୍ଯ ତାଲିକାରେ ଭାରତର 3ଟି ନୂତନ ସଂସ୍କୃତି ପୀଠ
ଚୀନ ପରିସ୍ଥିତିରେ ହୁ ର ଚିନ୍ତା
ପଠାନ ସିନେମାକୁ ନେଇ ଅଯୋଧ୍ଯା ସାଧୁଙ୍କ ତିବ୍ର ପ୍ରତିକ୍ରିୟା
ବ୍ଯାନହେବ ଆଉ 3ଟି ୟୁଟ୍ଯୁବ ଚ୍ଯାନେଲ
ପାକ୍ ଡ୍ରୋନକୁ ଖସାଇଲେ ବିଏସ୍ଏଫ୍ ଜବାନ
ଭାରତ ଗୌରବ ଟ୍ରେନରେ ଶ୍ରୀଜଗନ୍ନାଥ ଯାତ୍ରା ପ୍ଯାକେଜ
https://nitidinepaper.com/ ArticlePage/APpage.php?edn= PURI&articleid=NITIDIN_MET_ 20221222_11_4&artwidth=337px
ଚାନ୍ଦବାଲି ଏବିଭିପି ପକ୍ଷରୁ ନଗର ସମ୍ମିଳନୀ
ଆଫଗାନିସ୍ତାନରେ ଯୁବତୀଙ୍କୁ ଇନଭରସିଟି ମନା
ମୁସଲମାନ ଧର୍ମ ଛାଡି ହିନ୍ଦୁ ହୋଇଥିବା ସାଧୁଙ୍କୁ କାଟି ପିଙ୍ଗିଦେଲେ
୧-ଭାରତରେ ଚୀନ BF.7 ଭୂତାଣୁ ଆତଙ୍କ: ଓଡ଼ିଶାରେ ୧, ଗୁଜରାଟରେ ୨ ପଜିଟିଭ୍ ଚିହ୍ନଟ, ଚିନ୍ତାରେ ସରକାର।
୨-ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ମୁହଁମୁହିଁ ଧକ୍କା। ଦୁର୍ଘଟଣାରେ ୧୫ ଜଣଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୁଧବାର ଏଭଳି ଦୁଃଖଦ ଘଟଣା ଘଟିଛି ମଣିପୁର ନୋନୀ ଜିଲ୍ଲାରେ।
୩-ବିଜ୍ଞାପନ ହୋଡିଂରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମୁକ୍ତିକାନ୍ତ ବିଶ୍ବାଳ, ୪ ଘଣ୍ଟା ପରେ ଉଦ୍ଧାର ।
୪-୫୦ ଠକଙ୍କ ନାଁରେ ୯୨ହଜାର କୋଟି ଋଣ, ଗୃହରେ ତାଲିକା ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ, ପ୍ରଥମ ସ୍ଥାନରେ ମେହୁଲ ଚୋକ୍ସି ।
୫-ଚୀନରେ ତାଣ୍ଡବ କରୁଛି କରୋନା: ଲକ୍ଷଣ ଦେଖାଗଲେ ତତ୍କ୍ଷଣାତ୍ ଟେଷ୍ଟିଂ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ ।
୬-ଓଡ଼ିଶାରେ ୧ ନମ୍ୱର ଓୟାର୍ ଲାଇନ୍ ସେବା ପ୍ରଦାନକାରୀ ହେଲା ରିଲାୟନ୍ସ ଜିଓ ।
୭-ଦେଶରେ ମିଥ୍ୟା ଖବର ପ୍ରସାରଣ ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବକୁ ୩ଟି ଚ୍ୟାନେଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ସେହି ଚ୍ୟାନେଲଗୁଡିକ ହେଉଛି ଆଜ ତକ ଲାଇଭ, ନ୍ୟୁଜ୍ ହେଡଲାଇନ୍ସ ଏବଂ ସରକାରୀ ଅପଡେଟ୍।
୮-ଥାଇଲାଣ୍ଡ ଜାହାଜ ବୁଡ଼ି ଘଟଣା : ୬ ମୃତଦେହ ଉଦ୍ଧାର, ଏବେ ବି ୨୩ ନିଖୋଜ ।
୯-୮ ଦଫା ଦାବି ପୂରଣ ନହେଲେ ଜାନୁଆରି ୧୭ରୁ ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ଚେତାବନୀ ।
୧୦-ଖୋଲାଗଲା ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି, ମିଳିଲା ୬୨ ଲକ୍ଷ ଟଙ୍କା ସହ ୪୬ ଗ୍ରାମ ସୁନା ।
୧୧-ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି; ୧୯ ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।
୧୧-ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା’ର ସଫଳ ରୂପାୟନ ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ଟି ସୁପର ସ୍ପେସାଲିଟି ହସ୍ପିଟାଲକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ)ରେ ଅନ୍ତର୍ଭୁକ୍ତ କରିଛନ୍ତି।
୧୨-ଘରେ ବସିଲେ ଦରମା ମିଳିବନି: ବିକ୍ଷୋଭକାରୀ କାଶ୍ମୀର ପଣ୍ଡିତଙ୍କୁ ଚେତବାନୀ ଦେଲେ ଉପରାଜ୍ୟପାଳ ।
୧୩-ତାଲିବାନର କଡ଼ା କଟକଣା । ଆଫଗାନରେ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ମନା । ଉଚ୍ଚଶିକ୍ଷା ପାଇପାରିବେନି ମହିଳା ।
୧୪-ନେପାଳ ସୁପ୍ରିମକୋର୍ଟ ‘ବିକନି କିଲର’ ନାମରେ କୁଖ୍ୟାତ ଚାର୍ଲସ ଶୋଭରାଜକୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି।
୧୫-ୟୁପିଆଇ, ଆଧାରରେ ଉଦାହରଣ ସୃଷ୍ଟି କରିଛି ଭାରତ: ପିଚାଇ ।
୧୬-ବିଟ୍କଏନ୍ ଭଳି କ୍ରିପ୍ଟୋକରେନ୍ସିକୁ ଆରମ୍ଭରୁ ବିରୋଧ କରୁଥିବା ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଆଗାମୀ ଦିନରେ ଯେଉଁ ଆର୍ଥିକ ସଙ୍କଟ ଦେଖାଦେବ ତାହା କ୍ରିପ୍ଟୋ ପାଇଁ ସୃଷ୍ଟି ହେବ।
୧୭-ରାଜ୍ୟ କଂଗ୍ରେସର ଦୁଇ ବିଧାୟକ ସୁରେଶ ରାଉତରାୟ ଓ ମହମ୍ମଦ ମୋକିମ୍ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ଦୁହିଁଙ୍କୁ ନୋଟିସ୍ ଜାରି କରାଯାଇଛି।
୧୮-ହକି ବିଶ୍ବକପ୍ ପାଇଁ ୪ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ।
୧୯-ଟ୍ବିଟରର ନୂଆ ମାଲିକ ଏଲନ୍ ମସ୍କ ସିଇଓ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି। ଏହି ସ୍ଥାନ ଲାଗି ଯୋଗ୍ୟ ପ୍ରାର୍ଥୀ ମିଳିଲେ ସେ ପଦରୁ ହଟିଯିବେ ବୋଲି ଜଣାଇଛନ୍ତି।
୨୦-ଆଜିଠୁ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍: ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ଭାରତ ।
୨୧-ଭାରତର ୧୬ ଫାର୍ମାଶୁଟିକାଲ କମ୍ପାନୀକୁ ବ୍ୟାନ୍ କଲା ନେପାଳ; WHO ଗାଇଡ୍ଲାଇନ୍ ପାଳନ କରୁନଥିବା ଆଣିଲା ଅଭିଯୋଗ।
- Get link
- X
- Other Apps
Comments
Post a Comment