- Get link
- X
- Other Apps
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
୨୧ ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର
ବିଜେପି ବିଧାୟିକା ଅଟକାଇଲେ ଗୋରୁ ବୋଝେଇ ଗାଡି
ଆପ୍ କରିଛି ସରକାରୀ ଟଙ୍କାରେ ଦଳୀୟ ବିଜ୍ଞାପନ
ନୌସେନାକୁ ହସ୍ତାନ୍ତର ହେଲା ବାଗିର
ଚୀନରେ କରୋନା ବିସ୍ପୋରଣ
ଅଶାନ୍ତ ଚୀନ ସୀମାନ୍ତ
ସ୍ବାଭିମାନ ଅଂଚଳରେ ଭୁଷୁଡିଲା ମାଓଦୂର୍ଗ
ପଦ୍ମଶ୍ରୀ ସ୍ବାମୀ ଶିବାନନ୍ଦ-126 ବର୍ଷର ବି ସୁସ୍ଥ ଓ ସତେଜ
https://prameyaepaper.com/m/ 793674/63a2282cc2723
हरियाणा सरकार ने पारित किया शादी के लिए धर्मांतरण पर प्रतिबंध लगाने वाला कानून !तालीमुल इस्लाम जैसी किताब पढाने की शिकायत के बाद मध्य प्रदेश में मदरसों के पाठ्यक्रम की होगी जांचत्रिपुरा : फर्जी तरीके से रोहिंग्या भारत में हो रहे थे दाखिल, फर्जी पहचानपत्र के साथ महिलाओं समेत 9 गिरफ्तारकर्नाटक सरकार जल्द पारित कर सकती है हलाल विरोधी बिलकश्मीर में जमात-ए-इस्लामी की करोडों की संपत्ति जब्त, पैसों का आतंकी गतिविधियों में उपयोग करने का आरोपमेरठ के इस विद्यालय में विज्ञान और गणित के साथ पढाई जाती है भगवद्गतीता
ଅନ୍ୟାନ୍ୟ ଖବରର ମୁଖ୍ୟାଶଂ
ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ।
ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲା ରାଜ୍ୟ ମାନବାଧିକାର କମିଶନ ।
ହତ୍ୟାରୁ ଆତ୍ମହତ୍ୟା ପର୍ଯ୍ୟନ୍ତ, କଣ୍ଟାବାଞ୍ଜି ଜେଲ୍ରେ ତଦନ୍ତ କଲେ ଜେଲ୍ ଡିଆଇଜି।
ଗୋବିନ୍ଦ ସାହୁ ମୃତ୍ୟ ମାମଲା, ପତ୍ନୀ କହିଲେ ଆତ୍ମହତ୍ୟା ନୁହେଁ ପ୍ରି-ପ୍ଲାନ୍ଡ ମର୍ଡର ।
ଆପ୍କୁ ଦେଇଛି ୬୦ କୋଟି’, କୋର୍ଟରେ ହାଜର ବେଳେ ଏଭଳି ଦାବି କଲା ମହାଠକ ସୁକେଶ ଚନ୍ଦ୍ରଶେଖର ।
ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ, ରାଜ୍ୟସଭା ସ୍ୱାଧିକାର କମିଟିର ହେଲେ ସଦସ୍ୟ ।
ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ରୋହିତ ଶର୍ମା ଓ ନବଦୀପ ସାଇନି ।
ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା: ଜେଲ୍ ୱାର୍ଡର ନିଲମ୍ବିତ ।
ଚୀନରେ କରୋନା ସ୍ଥିତି ଅଣାୟତ୍ତ : ସତର୍କ ରହିବାକୁ ରାଜ୍ୟମାନଙ୍କୁ କହିଲେ ଭାରତ ସରକାର ।
ଗୋଟିଏ ଟେବୁଲରେ ଧନଖଡ, ମୋଦି ଓ ଖଡଗେ ଖାଇଲେ ବାଜରା ପ୍ରସ୍ତୁତ ବ୍ୟଞ୍ଜନ, ସଂସଦରେ ଜମିଲା ମଧ୍ୟାହ୍ନ ଭୋଜନର ଆସର ।
ଆର୍ଜେଣ୍ଟିନାରେ ପହଞ୍ଚିଲା ଫିଫା ଚମ୍ପିଆନ ମେସି ଏବଂ ଟିମ୍ ; ଦେଶବାସୀଙ୍କ ଭବ୍ୟ ସ୍ୱାଗତ ।
ରାହୁଲ ଗାନ୍ଧିଙ୍କୁ ବିଜେପି ନେତାଙ୍କ ଚାଲେଞ୍ଜ୍: ସାହସ ଥିଲେ ୨୦୨୪ରେ ଆମେଥିରୁ ଲଢ଼।
ଚୀନ୍ରେ କାଳ ହେଲାଣି କରୋନା: ୯୦ ଦିନରେ ୬୦ ପ୍ରତିଶତ ଚୀନବାସୀ ସଂକ୍ରମିତ ହେବେ ।
ରୁଷ୍-ୟୁକ୍ରେନ୍ ଯୁଦ୍ଧ: ପୁଟିନଙ୍କ ବେଲାରୁଷ୍ ଗସ୍ତ, ସାମରିକ ସହଯୋଗ ପାଇଁ ରାଜିନାମା ସ୍ବାକ୍ଷରିତ ।
ଲୋକସଭାରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହରସିମ୍ରତଙ୍କ ଟାର୍ଗେଟ୍: ମଦ ପିଇ ରାଜ୍ୟ ଚଳାଉଛନ୍ତି ।
ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ମହାରାଷ୍ଟ୍ରରେ ୯୮ ପ୍ରତିଶତ ଜମି ଅଧିଗୃହୀତ ।
ଆସିଲା ଫୋରନେସିକ୍ ରିପୋର୍ଟ: ଅର୍ଚ୍ଚନାଙ୍କ ସହିତ ବଡ଼ ବଡ଼ିଆଙ୍କ ଫଟୋ ଓ ଭିଡିଓ ପାଇଲା ପୁଲିସ।
ଦେଶରେ ୨୯୮ କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରି ମିଳିଛି: ଅନୁରାଗ ।
- Get link
- X
- Other Apps
Comments
Post a Comment