- Get link
- X
- Other Apps
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
୨୯ ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର
*ଖବର ଆଜିର
ତାରିଖ ୨୯/୧୧/୨୨ ମଙ୍ଗଳବାର
सर्वोच्च न्यायालय में केंद्र सरकार ने कहा, जबरन धर्मांतरण रोकने के लिए उठाएंगे कदमकर्नाटक : महिला के जबरन धर्मांतरण के प्रयास के आरोप में तीन लोगों पर मामला दर्जमेरठ के सरकारी विद्यालय में छात्रों को उर्दू में प्रार्थना कराए जाने का वीडियो वायरलमुरादाबाद – नाबालिग के साथ बलात्कार का प्रयास करने वाला आरोपित माेहम्मद अकरम गिरफ्तार
https://udaipurkiran.in/hindi/ the-accused-arrested-for- attempting-to-rape-a-minor/
ଜବରଦସ୍ତି ଧର୍ମ ପରିବର୍ତ୍ତନ ଉଚିତ ନୁହେଁ
ସବୁ ଟିଭି ଚ୍ଯାନେଲ ଦେଖାଇବେ ଦେଶହିତ ଖବର
ସମସ୍ଯା ଘେରରେ ମଧୁବାବୁଙ୍କ ଚାଟଶାଳୀ
ଅଭାବୀ ବିକ୍ରିରେ ପେଷି ହେଉଛନ୍ତି ଚାଷୀ
ୟୁକେନ୍ ଯୁଦ୍ଧ ଯୋଗୁଁ ବ୍ରିଟେନରେ ଖାଦ୍ଯାଭାବ
ଶ୍ରୀମନ୍ଦିର ଫଟୋ ଭାଇରାଲ-ବାଂଲାଦେଶୀ ଯୁବକ ଗିରଫ
ଯୋରନ୍ଦାରେ ସାଧୁସନ୍ଯାସୀଙ୍କ ସମାଧାନ ଲାଗି ଶାନ୍ତିକମିଟି ଗଠିତ
ଅଖିଳ ଭାରତୀୟ ସାହିତ୍ଯ ପରିଷଦର ଜିଲ୍ଲା ସମ୍ମିଳନୀ
ବିଦ୍ଯାର୍ଥୀ ପରିଷଦର ରାଷ୍ଟ୍ରୀୟ ଅଧିବେଶନ
ରାଜ୍ଯର ଋଣଭାର 97,205କୋଟି
କ୍ବାଟର ଖାଲିକରିବାକୁ ମେହବୁବାଙ୍କୁ ନୋଟିସ
ଶ୍ରଦ୍ଧା ହତ୍ଯାକାରୀ ଉପରେ ଆକ୍ରମଣ
ପ୍ରବନ୍ଧ
ଗ୍ରାମୀଣ ବିକାଶକୁ ପ୍ରାଥମିକତା
୧-ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ଭୋଟ୍ ଗ୍ରହଣକୁ ଆଉ ମାତ୍ର ସପ୍ତାହେ ବାକି ଥିବାବେଳେ ସୋମବାର ଆୟକର ବିଭାଗ(ଆଇଟି)ର କେନ୍ଦ୍ରୀୟ ଟିମ୍ ଏବଂ ଜିଏସ୍ଟି ବିଭାଗ ପକ୍ଷରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।
୨-ପଦ୍ମପୁର ଉପନିର୍ବାଚନ ପରିସ୍ଥିତି ବିଗୁଡ଼ୁଛି, ଘଡ଼ିକେ ଘୋଡ଼ା ଛୁଟୁଛି।
୩-ଲଇକେରା ଓ କିର୍ମିରା ଜନଜାତି ଉପଯୋଜନା ବ୍ଲକ ଘୋଷିତ; ଡିସେମ୍ୱର ୧ରୁ ଝାରସୁଗୁଡ଼ାରେ ହେବ ବିଜୟ ଯାତ୍ରା ।
୪-ବିରୋଧକୁ ବଳ ପୂର୍ବକ ଦମନ କରୁଛି ବେଜିଂ: ଲୋକଙ୍କ ଶାନ୍ତିପୂର୍ଣ୍ଣ ଧାରଣା କରିବା ଅଧିକାରକୁ ସମ୍ମାନ ଦେବା ପାଇଁ ଚୀନକୁ କହିଲା ଜାତିସଂଘ ।
୫-ଚୀନ୍ରେ ବଢୁଛି କୋଭିଡ୍ ସଂକ୍ରମଣ: ଜିନ୍ପିଙ୍ଗ୍ଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ ।
୬-ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ମିଳିତ ମହାସଂଘର ଚେତାବନୀ; ୭ରୁ କଳାବ୍ୟାଜ୍, ୧୪ରୁ ଅସହଯୋଗ ।
୭-ଲମ୍ପି ଗୋରୁଙ୍କ ପାଇଁ କରୋନା: କୋଟିଏ ଗୋରୁଙ୍କୁ ଟିକାକରଣ ଚ୍ୟାଲେଞ୍ଜ, କ୍ଷୀର ଉତ୍ପାଦନ ହ୍ରାସ ଆଶଙ୍କା।
୮-ଓକିଲଙ୍କ ଲାଇସେନ୍ସ ବାତିଲ ହେବ, ଆନ୍ଦୋଳନକାରୀ ଓକିଲଙ୍କ ବିରୋଧରେ କଠୋର ହେଲେ ସୁପ୍ରିମ କୋର୍ଟ ।
୯-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିଠାରୁ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରକୁ ଓହ୍ଲାଇବେ। ୩ଦିନ ଧରି ତାଙ୍କର ପ୍ରଚାର କାର୍ଯ୍ୟକ୍ରମ ରହିଛି।
୧୦-ହେନ୍ଲେ ଆଣ୍ଡ ପାର୍ଟନର୍ସ ରିପୋର୍ଟ: ୨୦୨୨ରେ ଭାରତ ଛାଡ଼ିଲେଣି ୮ ହଜାର ଧନୀ ।
୧୧-ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍ ଘଟଣା: ବନ୍ଧାହେଲେ ବାଂଲାଦେଶୀ ଯୁବକ ।
୧୨-ସ୍ବିଜରଲାଣ୍ଡକୁ ହରାଇ ପ୍ରିକ୍ବାର୍ଟରରେ ବ୍ରାଜିଲ ।
୧୩-ଶିକ୍ଷକ ସମସ୍ୟା ନେଇ ଗୃହରେ ହଟ୍ଟଗୋଳ ; ବାଚସ୍ପତିଙ୍କ ରୁଲିଂ, ସରକାର କରିବେ ବିଚାର।
୧୪-ପିଟି ଉଷା ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ର ନୂଆ ସଭାପତି ।
୧୫-ରାଜ୍ୟର ଋଣ ଭାର ୯୭,୨୦୫ କୋଟି: ଅର୍ଥମନ୍ତ୍ରୀ।
- Get link
- X
- Other Apps
Comments
Post a Comment