୧ ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 


 ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

हमारे पूर्वजों से गलती हुई, अन्यथा ओवैसी जैसे लोग आज जिन्ना नहीं बनते” : गिरिराज सिंह......
Read more at: https://panchjanya.com/2022/11/30/258862/bharat/union-minister-giriraj-singh-statement/
उत्तराखंड में धर्मांतरण पर रोक के लिए अब कठोर कानून, विधेयक विधानसभा में हुआ पास......
Read more at: https://panchjanya.com/2022/11/30/258884/bharat/uttarakhand/law-to-ban-conversion-in-uttarakhand-bill-passed-in-vidhansabha/
  सम्राट अशोक के 2300 साल प्राचीन शिलालेख को बना दिया था मजार, अब ASI ने वापस लिया नियंत्रणकर्नाटक वक्फ बोर्ड शुरू करेगा सेल्‍फ फंडड विद्यालय, हिजाब पहनने की होगी अनुमतीहिन्दुओं का धर्मांतरण करा रहे है मिशनरी, पादरी को करें गिरफ्तार – भोपाल में हिंदू संगठनों की मांग
2.3 ନିୟୁତ ହ୍ବାଟଆପ ବାତିଲ
ଚୀନ, ଜପାନରେ ସଂରକ୍ଷିତ ଓଡିଆ ତାଳପତ୍ର ପୋଥି
2035 ସୁଦ୍ଧା ଚୀନର 1500ଅଣୁ ଅସ୍ତ୍ର
ପ୍ରବନ୍ଧ
ବଳରାମ ଦାଶ  ଓ  ଲକ୍ଷ୍ମୀପୁରାଣ

ଅନ୍ୟାନ୍ୟ ଖବର

୧-ଟ୍ଵିଟର ୨.୦ର ନିର୍ମାଣ ବିଷୟରେ କର୍ମଚାରୀମାନଙ୍କୁ ୬ ସୂତ୍ରୀ ପାଠ ପଢ଼ାଇଲେ ଏଲନ ମସ୍କ ।

୨-ପୁଣି ଜୀବନ ନେଲା ବିଏମସି ଅଳିଆ ଗାଡି । ଭୁବନେଶ୍ୱର ଭିଏସଏସ ନଗରରେ ଗାଡି ଧକ୍କାରେ ପୁଅ ଆଗରେ ଗଲା ମାଆର ଜୀବନ ।

୩-ଡିସେମ୍ବର ୨୦ ଯାଏଁ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସମୟ ମଧ୍ୟରେ ନିଷ୍ପତ୍ତି ନିଆ ନହେଲେ ପୁଣି ଓହ୍ଲାଇବେ ରାସ୍ତାକୁ ।

୪-ସୁକେଶ-ଜାକଲିନଙ୍କ ବନ୍ଧୁତା କରାଇଥିବା ପିଙ୍କି ଇରାନୀକୁ ଗିରଫ କଲା ଇଓଡବ୍ଲୁ 


୫-ଆରମ୍ଭ ହେଲା ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌-୨୦୨୨ : ନୃତ୍ୟ ଶିଳ୍ପୀଙ୍କ ନାଚରେ ଝଲସିଲା ଜନତା ମୈଦାନ ।

୬-ରାଷ୍ଟ୍ରପତି ଭବନରେ ରାଷ୍ଟ୍ରୀୟ ଖେଳ ପୁରସ୍କାର ବିତରଣ ଉତ୍ସବ । କ୍ରୀଡ଼ା ଜଗତରେ ଉଲ୍ଲେଖେନୀୟ ଅବଦାନ ପାଇଁ ଖେଳାଳୀ ଓ କୋଚଙ୍କୁ କଲେ ସମ୍ମାନିତ। 

୭-ବାରମ୍ବାର ଫୋନ୍ ବଦଳାଇ ପ୍ରମାଣ ନଷ୍ଟ କରିଛନ୍ତି ସିସୋଦିଆ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

୮-ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଜିଦରେ ଅଟଳ ଆଇନଜୀବୀ । ଆନ୍ଦୋଳନ ହଟାଇବାକୁ ପୋଲିସର ଉଦ୍ୟମ ବେଳେ କଚେରି ଛକରେ ଧସ୍ତାଧସ୍ତି 


୯-‘Liger’ ଫିଲ୍ମରେ ବିଦେଶୀ ଫଣ୍ଡ: ଫସିଲେ ସାଉଥ ଅଭିନେତା ବିଜୟ, ଯାଞ୍ଚ କରିବ ED ।

୧୦-ଆସନ୍ତା ୨ତାରିଖ ବିଧାନସଭା ଘେରାଉ କରିବ ବିଜେପି : ପୃଥ୍ୱୀରାଜ ହରିଚନ୍ଦନ ।

୧୧-ରାଜଧାନୀରେ ନିର୍ମାଣ ହେବ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’, ଜମି ଓ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।

୧୨-୧୦ ଲକ୍ଷ କୃଷକଙ୍କୁ ମିଳିବ ଫାଇଦା: କେନ୍ଦ୍ର କୃଷି ମନ୍ତ୍ରଣାଳୟ ଲାଗୁ କରିବ କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ ।


୧୩-ଦୁଇ ବର୍ଷରେ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଏବଂ ବିପିଓ ସେକ୍ଟରରେ ସୃଷ୍ଟି ହେବ କୋଟିଏ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ ।


୧୪-ଉତ୍ତର ଆଫଗାନିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ ! ୧୦ ସ୍କୁଲ ଛାତ୍ରଙ୍କ ସମେତ ୧୬ ଜଣ ମୃତ, ୨୪ ଗୁରୁତର। 

୧୫-ହଟ୍ଟଗୋଳରେ କୃଷି ବିଭାଗ ଅତିରିକ୍ତ ଖର୍ଚ୍ଚ ଦାବି ଗୃହୀତ ।

୧୬-ଓଡ଼ିଶାକୁ ଅଧିକ ନିବେଶ ଆଣିବା ପାଇଁ ଫିକି କାର୍ଯ୍ୟ କରୁ: ମୁଖ୍ୟମନ୍ତ୍ରୀ। 

୧୭--ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌: ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟସୀମା ବଢ଼ିଲା ।

୧୮-ସ୍ବାଭାବିକ ହେଲାନି ବିଧାନସଭା, ପୁଣି ଶିକ୍ଷକ ଆନ୍ଦୋଳନ କଥା ଉଠାଇ ବିରୋଧୀଙ୍କ ହୋହଲ୍ଲା ।

୧୯-ପୁଣି ମୁଣ୍ଡବିନ୍ଧା କଲାଣି ଅର୍ଥନୀତି: ଜିଡିପି ଅଭିବୃଦ୍ଧି ଦ୍ବିତୀୟ ତ୍ରୟମାସରେ ୬.୩%କୁ ଖସିଲା।

୨୦-କୋଭିଡ୍‌ରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଖୁସି ଖବର: ନିଯୁକ୍ତି‌ରେ ମିଳିବ ଅତିରିକ୍ତ ୫% ନମ୍ବର ।

୨୧-ଏନଡିଟିଭିର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରଣୟ ରାୟ ଏବଂ ରାଧିକା ରାୟ ଆରଆରପିଆର (ରାଧିକା ରାୟ ପ୍ରଣୟ ରାୟ) ହୋଲଡିଂ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ପଦବିରୁ ଗତକାଲି ଇସ୍ତଫା ଦେଇଛନ୍ତି।  

୨୨-ଆଜି ଗୁଜରାଟ ପ୍ରଥମ ପର୍ଯ୍ୟାୟ ଭୋଟ ।

୨୩-୩ୟ ଦିନିକିଆ ବାତିଲ ; ନ୍ୟୁଜିଲାଣ୍ଡ ଶୃଙ୍ଖଳା ଜିତିଲା ।

୨୪-ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ; ଦୋଷ ସ୍ବୀକାର କଲା ଅଫତାବ।

Comments