- Get link
- X
- Other Apps
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
୩୦ ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର
ପ୍ରାଣୀବିଜ୍ଞାନ ଅଧ୍ଯାପକଙ୍କ ଗୋସେବା
ଦି କାଶ୍ମୀର ଫାଇଲସ ବିରୋଧରେ ପ୍ରତିକୂଳ ମନ୍ତବ୍ୟ
https://nitidinepaper.com/ ArticlePage/APpage.php?edn= CUTTACK&articleid=NITIDIN_RUL_ 20221130_2_4&artwidth=110px
5 ଆତଙ୍କବାଦୀକୁ ଆଜୀବନ ଜେଲ
ଶତ୍ରୁ ଡ୍ରୋନ ଖସାଇବେ ଚୀଲ
ଚୀନରେ ଜନଅସନ୍ତୋଷ
ପ୍ରବନ୍ଧ
ଚୀନର ଟେରାକୋଟା ସେନା ଓ ସମ୍ରାଟ ହୁଆଙ୍ଗ
ଅନ୍ୟାନ୍ୟ ଖବରର ମୁଖ୍ୟାଶଂ
ଡିସେମ୍ବର ୨ରେ ପଦ୍ମପୁରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ।
ବିମାନ ସେବା କ୍ଷେତ୍ରରେ ପୁଣି ଆଧିପତ୍ୟ ଜାରି କରିବ ଟାଟା, ଏୟାର ଇଣ୍ଡିଆରେ ମିଶିବ ଭିସ୍ତାରା ।
ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ପୂର୍ବରୁ ଏକାଠି ଆସିଲେ ଗେହଲଟ୍-ପାଇଲଟ୍, କହିଲେ- ଆମେ ସବୁ ଏକଜୁଟ୍ ।
ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ। ଜଗତସିଂହପୁର ପକ୍ସୋ ଫାଷ୍ଟଟ୍ରାକ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି କହିଛନ୍ତି ଯେ, “ପ୍ରାମାଣିକ ସୂଚନା ଓ ଖବର ପରିବେଷଣ କରିବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ ଏବଂ ସମାଚାରକୁ ସର୍ବସମ୍ମୁଖରେ ପ୍ରସାରଣ କରିବାବା ପୂର୍ବରୁ ଏହାକୁ ସଠିକ୍ ଭାବେ ଯାଞ୍ଚ କରାଯିବା ଉଚିତ୍”।
ବିଶ୍ୱର ସର୍ବବୃହତ ବସ୍ତି ‘ଧାରାଭି’ର ବିକାଶ ପ୍ରକଳ୍ପ ହାତେଇଲା ଆଦାନୀ ।
ପ୍ରଥମ କରି ଭୁବନେଶ୍ୱରରେ ଲଞ୍ଚ୍ ହେବ ଡିଜିଟାଲ୍ ମୁଦ୍ରା । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହାକୁ ୩ ସହରରେ ଲଞ୍ଚ୍ କରିବାକୁ ଯାଉଛି । ମୁମ୍ୱାଇ, ବେଙ୍ଗାଲୁରୁ ଏବଂ ଭୁବନେଶ୍ୱରରେ ଏହାକୁ ପ୍ରଥମେ ରିଟେଲ୍ ଲଞ୍ଚ କରାଯିବ ।
ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ: କରୋନା ଟିକାରେ ମୃତ୍ୟୁ ପାଇଁ ସରକାର ଦାୟୀ ନୁହଁନ୍ତି ।
UPSC ସଦସ୍ୟ ହେଲେ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୂଦନ। ।
ପଦ୍ମପୁର ଉପନିର୍ବାଚନ ପ୍ରଚାର କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ବରଗଡ଼ ଜିଲ୍ଲା ପୁଲିସ ଏସପିଙ୍କ ନିରପେକ୍ଷତା ଉପରେ ବିଜେପି ଅଙ୍ଗୁଳି ନିର୍ଦ୍ଦେଶ କରି ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବି ଜଣାଇଛି ।
ପଦ୍ମପୁର ଉପନିର୍ବାଚନ: ରେଡ୍ ପରେ ଏବେ ହିଂସା ରାଜନୀତିକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି ।
ଏପଦ୍ମପୁର ଉପନିର୍ବାଚନ: ରେଡ୍ ପରେ ଏବେ ହିଂସା ରାଜନୀତିକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି
ୟୁକ୍ରେନ୍ ଯୁଦ୍ଧ: ରୁଷିଆ ୧୬୦ ଜେନେରାଲଙ୍କ ସହ ୧,୫୦୦ ଅଫିସରଙ୍କୁ ହରାଇଛି।
ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ।
କେରଳ ସୁନା ଚୋରା ଚାଲାଣ: ମାମଲା ସ୍ଥାନାନ୍ତର ପାଇଁ ଇଡିର ଦାବି ଉପରେ ସୁପ୍ରିମ୍କୋର୍ଟରେ ଶୁଣାଣି।
ସାଧାରଣ ପାଠ୍ୟକ୍ରମକୁ ପିଲାଙ୍କ ନା: ଯୁକ୍ତ୨ରେ ଲକ୍ଷାଧିକ ସିଟ୍ ଖାଲି ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ। ଏହି ମ୍ୟାଚ୍ ଭାରତ ପାଇଁ କର ବା ମର ମ୍ୟାଚ୍।
ଦୁର୍ଦିନରୁ ଉଠିବ ଓଡ଼ିଆ ସିନେ ଶିଳ୍ପ ! ‘ଦମନ’ ପରେ ‘ଖରା’ ।
ଫୋର୍ବସ ଇଣ୍ଡିଆର ଧନୀ ଭାରତୀୟ ତାଲିକା: ଆଦାନି ପ୍ରଥମ, ଅମ୍ବାନି ଦ୍ବିତୀୟ।
- Get link
- X
- Other Apps
Comments
Post a Comment