- Get link
- X
- Other Apps
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
୨୮ ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର
20କୋଟି ଯୁବପିଢିଙ୍କ ନେତୃତ୍ବରେ ମହାଶକ୍ତି ହେବ ଭାରତ
ଜୈବିକ ବିବିଧତା ଉପରେ କର୍ମଶାଳା
ପୁରୀ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା
https://nitidinepaper.com/ ArticlePage/APpage.php?edn= CUTTACK&articleid=NITIDIN_RUL_ 20221128_9_12&artwidth=419px
ଭାରତକୁ ଘେରିବାକୁ ଚୀନର ଯୋଜନା
ଜମାତ -ଇ- ଇସଲାମିକ ସମ୍ପତି ଜବତ
କାର୍ଯ୍ୟକ୍ରମ
ସଂକୁଳ ବିଦ୍ୟୁତ ପରିଷଦ ଆଲୋଚନା ଚକ୍ର
ଏବିଭିପିର ନଗର ସମ୍ମିଳନୀ
ଜାତୀୟ ଶିକ୍ଷାନୀତି ଆଲୋଚନା ଚକ୍ର
ଇଷ୍ଟକୋଷ୍ଟ ରେଲଓ୍ବେ ମଜଦୁର ସଂଘର ବାର୍ଷିକ ବୈଠକ
ପ୍ରବନ୍ଧ
ଭାରତ-ଚୀନ ଲଢେଇରେ ଆଦାନୀ
ମାତୃଭାଷାରେ ଶିକ୍ଷା ଓ ଜାତୀୟ ଶିକ୍ଷାନୀତି
ଚୀନରେ କରୋନାର ପଦଧ୍ବନୀ
ମୌଳିକତା ପ୍ରତି କୁଠାରଘାତ
ଅନ୍ୟାନ୍ୟ ଖବର
୧-ପୁଣି ବିଜେପି ଉପରେ ବର୍ଷିଲେ ମେହବୁବା ମୁଫତି, କହିଲେ, ଦେଶକୁ ବିଜେପିର ଭାରତ ହେବାକୁ ଦିଆଯିବ ନାହିଁ ।
୨-ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ, ଉଦ୍ଧାରକାର୍ଯ୍ୟ ଜାରି ।
୩-ପଦ୍ମପୁରରୁ ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ କଲେ ଅଶ୍ଵିନୀ ବୈଷ୍ଣବ, ଆଜି ଜାଗା ଦିଅନ୍ତୁ କାଲିଠୁ କାମ ଆରମ୍ଭ ହେବ ।
୪-କଡ଼ା କଟକଣାରେ ଅସ୍ତବ୍ୟସ୍ତ ଚୀନ ଜନତା: ଜିନପିଙ୍ଗଙ୍କ ଇସ୍ତଫା ଦାବି କରି ଆନ୍ଦୋଳନକୁ ଓହ୍ଲାଇଲେ ।
୫-ଭାରତ-ନ୍ୟୁଜିଲାଣ୍ଡ ଭିତରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ବର୍ଷା କାରଣରୁ ଅଧାରୁ ରଦ୍ଦ ଘୋଷଣା କରାଯାଇଛି । ଆଉ ଏହି ମ୍ୟାଚ୍ ରଦ୍ଦ ହେବା ପରେ ଏବେ ନ୍ୟୁଜିଲାଣ୍ଡ ସିରିଜରେ ୧-୦ରେ ଆଗୁଆ ରହିଛି ।
୬-ରାଜ୍ଯ ସରକାରଙ୍କ ଭୁଲ ପାଇଁ ଫସଲ ବୀମା ଅର୍ଥ ପାଇପାରୁନାହାନ୍ତି କୃଷକ: କେନ୍ଦ୍ର କୃଷିମନ୍ତ୍ରୀ।
୭-ଟ୍ବିଟ୍ର ୨.୦ ଫଟୋ; ଶେୟାର କଲେ ମସ୍କ, କହିଲେ ବଢ଼ୁଛନ୍ତି ୟୁଜର୍ସ, କମୁଛି ହେଟ୍ସ୍ପିଚ୍।
୮-ବିଶ୍ବର ସବୁ ଠାରୁ ଶକ୍ତିଶାଳୀ ରାଷ୍ଟ୍ର ହେବାକୁ ଉତ୍ତର କୋରିଆର ଲକ୍ଷ ।
୯-ରିଲ୍ସକୁ ଟକ୍କର ଦେବ ‘ପ୍ଲାଟଫର୍ମ’ ! ଇନଷ୍ଟା ଭଳି JIO ଆଣିଲା ସର୍ଟ ଭିଡିଓ ଆପ୍।
୧୦-ଚାଲିଗଲେ ମୋଦୀଙ୍କ ସ୍କୁଲ ଶିକ୍ଷକ, ଇମୋସନାଲ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ।
୧୧-ସାଧାରଣ ଜ୍ୱର ପାଇଁ ଆଣ୍ଟିବାୟୋଟିକ୍ ଠାରୁ ଦୂରେଇ ରୁହନ୍ତୁ: ICMR ।
୧୨-କ୍ଷୁଧାର ଜ୍ବାଳାରେ ଆଫଗାନିସ୍ତାନ, ଦେଶକୁ ଗ୍ରାସ କରିଛି କୁପୋଷଣ, ଭୋକ ଭୁଲିବାକୁ ପିଲାକୁ ଡ୍ରଗ୍ସ ଦେଉଛି ମା’ ।
୧୩-ରାଜ୍ୟରେ ବଢୁଛି ଶୀତର ପ୍ରଭାବ : ୧୦ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା ।
୧୪-ସଚିବାଳୟ କର୍ମଚାରୀଙ୍କୁ ୨୭ଲକ୍ଷର ଚୂନ, ମଧ୍ୟପ୍ରଦେଶରୁ ଦୁଇ ସାଇବର ଠକ ଗିରଫ ।
୧୫-ମେହେବୁବା ମୁଫତିଙ୍କ ସମେତ ପୂର୍ବତନ ବିଧାୟକଙ୍କୁ ୨୪ ଘଣ୍ଟାରେ ସରକାରୀ ଘର ଖାଲି କରିବାକୁ ନୋଟିସ, ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ।
୧୬-ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବ ବୋଲି କହିଛନ୍ତି ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ସାହସ ଥିଲେ ଏହାକୁ େରାକି ଦେଖାନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।
୧୭-ବରିଷ୍ଠ ନାଗରିକ ଟ୍ରେନ୍ ଯାତ୍ରୀ ସଂଖ୍ୟା ୨୪% କମିଲା, ଟିକଟରେ ମିଳୁନି ରିହାତି ।
୧୮-କୋଚିରେ ଡିସେମ୍ବର ୨୩ରେ ଆଇପିଏଲ୍ ନିଲାମ ।
୧୯-ପର୍ଯ୍ୟଟନ ଋତୁରେ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ପର୍ଯ୍ୟଟକ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ସେହିଭଳି ବେଳାଭୂମି ବି ଲୋକାରଣ୍ୟ ପାଲଟୁଛି।
୨୦-ଗୁଜରାଟ ନିର୍ବାଚନ: ପ୍ରଚାରର ଶେଷ ପର୍ଯ୍ୟାୟରେ ମୋଦୀ, କେଜ୍ରିୱାଲଙ୍କ ଧୂଆଁଧାର ପ୍ରଚାର ।
୨୧-ମୋଦୀଙ୍କ ମନ୍ କୀ ବାତ୍ର ୯୫ତମ ସଂସ୍କରଣ: ଜି-୨୦ର ଅଧ୍ୟକ୍ଷତା ଭାରତ ପାଇଁ ଗର୍ବ ।
୨୨-ପ୍ରଥମ ମହିଳା ଆଇଓଏ ମୁଖ୍ୟ ହେବେ ପିଟି ଉଷା ।
୨୩-ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି ।
- Get link
- X
- Other Apps
Comments
Post a Comment