୨୭ ଜୁଲାଇ ୨୦୨୪, ଶନିବାର ଦିନ ବିଭିନ୍ନ ଖବର କାଗଜରେ ପ୍ରକାଶିତ ଖବରର ମୁଖ୍ଯାଶଂ

 


     Today’s NEWS-27 JULY 2024
        https://todaynewspaperlink.blogspot.com/2024/07/todays-news-27-july-2024.html

1-नयागड में गाय माफिया सक्रिय

नयागड में मवेशी माफिया सक्रिय हो गए हैं. इसका ट्रैक छत्तीसगढ़-पश्चिमबंग तक काफी लंबा है . दो दिनों के भीतर नियाग्रा सदर थाना पुलिस ने मवेशियों से भरे दो ट्रक जब्त किए और 10 मवेशियों को बचाया. नयागड मे पशु माफिया की गाड़ियां कई बार पकड़ी जा चुकी हैंलेकिन माफिया को कुछ नहीं हुआ.
https://www.facebook.com/viswasambadkendraodisha/posts/pfbid02zeD6SLuAHPB8W9ygjN3XhAhFCpoPbhL6RjR4dkpP1cMhUJVLsxQUhRUmAN6sHL7zl 

 2- मवेशियों का परिवहन करने वाले वाहनों की जब्ती

26 जुलाई कोपीतापल्ली स्ट्रीट के पास झुरदा शिल्पंजल पुलिस 10 मवेशियों को बचाया गयाजब मवेशियों को एक पिकअप वैन में अवैध रूप से ले जाया जा रहा थाऔर उनमें से एक की मौत हो गई। https://www.facebook.com/viswasambadkendraodisha/posts/pfbid02gPrYYm3T8ftLKAZR4h8Lq8de57YFw6YqkbXPRXN7S73TUf3o4kjNZ3GQpJwoifRWl 

3- आरोपी गिरफ्तार, 10 मवेशी बचाए गए

25 जुलाई को एक चार पहिया वाहन में अवैध रूप से 10 मवेशियों को अंनुगुल से जगतपुर अंचल ले जाया जा रहा था. 10 मवेशियों को परिवहन करते समय कटक छावनी पुलिस ने एक व्यक्ति को गिरफ्तार किया और मवेशी परिवहन वाहन को जब्त कर लिया।
https://www.facebook.com/viswasambadkendraodisha/posts/pfbid0238ayQjCUrn6GcrRGiSgbw8H7K9BHZVBohHFmAS82CwjJMTQQqpPmrZ6Cw4vnc8Lfl 

4- गोमांस से लदा ट्रक जब्त-2 गिरफ्तार

26 जून को खुंटुनी पुलिस ने टिगिरिया से महाराष्ट्र जा रहे गोमांस ले जा रहे एक ट्रक को जब्त किया था. इसमें 20 टन गोमांस था. बरामद गोमांस को सुनसान जगह पर गड्ढा खोदकर दबा दिया गया।
https://www.facebook.com/viswasambadkendraodisha/posts/pfbid0VDFr76w18xGnQ6TYykpbbmxwyatUSCz425h793pcu87BWzgbSmHUvJnjvFU1LDu1l 

 5- डीआरडीए स्ट्रीट के पास से गोमांस से भरा वाहन जब्त किया गया

26 जून को छत्रपुर के पास राष्ट्रीय राजमार्ग पर बजरंग दल के सदस्यों ने गोमांस से लदे एक ट्रक को पकड़कर पुलिस को सौंप दिया. कटक से हैदराबाद जा रहे ट्रक में 12 टन गोमांस था.
https://www.facebook.com/viswasambadkendraodisha/posts/pfbid0fPs8K8YBm9zsrTc56FWtbG2VMU32GzfcQEmsFsjEZNe7XFkWZ6ZcTPrmVWue5FThl 

6- सरकारी कामकाज मातृभाषा में

कृषि एवं किसान सशक्तिकरण विभाग के प्रमुख मंदारिन अरविंद कुमार पाढ़ी के नेतृत्व में सरकारी कार्यों के क्रियान्वयन के लिए ओड़िया अस्मिता” को प्राथमिकता दी गई है। कृषि एवं किसान सशक्तिकरण विभाग के प्रधान सचिव डॉ. पाढ़ी ने कहा है कि विभाग के निदेशालयों एवं अन्य अधीनस्थ कार्यालयों में सभी सरकारी कार्य ओडिशा भाषा में किए जाएंगे। डॉ. पाढ़ी ने पत्र जारी करते हुए कहा है कि इसके लिए निदेशालय के अधीनस्थ कार्यालय आवश्यक निर्देश जारी करें। डॉ. पाढ़ी ने बताया कि मुख्यमंत्री ने सरकारी स्तर पर ओड़िया भाषा के व्यापक प्रयोग को आसानसरल एवं सुलभ बनाने के लिए उपयुक्त प्रौद्योगिकी के प्रयोग की व्यवस्था करने का निर्देश दिया है। इस संबंध में विभागीय अधिकारी सावधानी बरतें और इसके अनुपालन के बारे में विभाग को नियमित रूप से सूचित करें। दरअसल राज्य सरकार ने 1954 से ही ओड़िया भाषा को आधिकारिक भाषा के रूप में प्रयोग करने का निर्णय लिया था। लेकिन मोहन चरण माझी के मुख्यमंत्री बनने के बाद उन्होंने सरकारी कार्य ओड़िया में करने का आदेश दिया है। ओड़िया भाषा के प्रचार-प्रसारप्रसार और जन सुविधा के लिए सभी सरकारी कार्य ओड़िया भाषा में किए जाने के निर्देश विभिन्न समय पर जारी किए गए हैं।कृषि एवं किसान सशक्तिकरण विभाग ने राज्य भर में अपने सभी निदेशालयों और अधीनस्थ कार्यालयों को आदेश जारी किया है।ओडिशा कृषि एवं प्रौद्योगिकी विश्वविद्यालयभुवनेश्वर के कुलपति को सूचित कर तदनुसार कार्रवाई करने को कहा गया है। षद द्वारा गुरु पूजन


https://www.facebook.com/viswasambadkendraodisha/posts/pfbid0nopqrGZzbK7pPWRvw18F4gzje5ytRjpQVvpbSwWRErbXE1udzGaw8vpbWEFoBiKhl 
7- एबीवीपी की ओर से कारगिल विजय दिवस
https://www.facebook.com/viswasambadkendraodisha/posts/pfbid022fB4td7wztrTjY8w8rNrAZjTnRXThap7ARbz1KY9fzYw4zb89sR338UayqYbmQC5l

8- सरस्वती शिशु बिद्यामन्दिर में कारगिल दिवस
https://www.facebook.com/viswasambadkendraodisha/posts/pfbid02qwYpVpGcHbB74FiHpXxi11bQLs2NMvE3FzRZo7P9Xh6fvhEvQgrDhCywuCtGS4aFl

9- तुलसीपुर सरस्वती शिशु बिद्यामन्दिर,कटक में बाल महोत्सव

https://www.facebook.com/viswasambadkendraodisha/posts/pfbid024VmFwfP5vdDzA82tWU5bL23R8Lnm5Gn2FbHdBL8vAWyHmkK5WQJA5vZPUqFQfUNrl


ନୟାଗଡରେ ମାତିଛନ୍ତି ଗୋରୁ ମାଫିଆ 
 ନୟାଗଡରେ ମାତିଛନ୍ତି ଗୋରୁ ମାଫିଆ । ଛତିଶଗଡ-ପଶ୍ଚିମବଙ୍ଗକୁ ଲମ୍ବିଛି ଚେର । ଦୁଇ ଦିନରେ ନୟାଗଡ ସଦର ଥାନା ପୋଲିସ ଦୁଇଟି ଗୋରୁ ବୋଝେଇ ଟ୍ରକ ଜବତ କରି ୧୦ଟି ମଇଁଷି ଉଦ୍ଧାର କରିଛି । ନୟାଗଡ ଗୋରୁ ମାଫିଆଙ୍କ ଗାଡି ବାରମ୍ବାର ଧରା ପଡୁଥିଲେ ମଧ୍ୟ ତାର କିଛି ଫରକ ପଡୁନାହିଁ ।
https://www.facebook.com/viswasambadkendraodisha/posts/pfbid02zeD6SLuAHPB8W9ygjN3XhAhFCpoPbhL6RjR4dkpP1cMhUJVLsxQUhRUmAN6sHL7zl 
ଗୋରୁ ବୋଝେଇ ଗାଡି ଜବତ 
 ଏକ ପିକ୍ ଅପ ୍ ଭ୍ୟାନରେ  ବେଆଇନ ଭାବେ ଗୋଚାଲାଣ ହେଉଥିବା ବେଳେ ଖୋର୍ଦ୍ଧା ଶିଳ୍ପାଞ୍ଜଳ ଥାନା ପିତାପଲ୍ଲୀ ଛକ ନିକଟରୁ ଜୁଲାଇ ୨୬ ତାରିଖ ଦିନ ୧୦ ଗୋରୁ ଉଦ୍ଧାର କରିଥିବା ବେଳେ ସେଥିରୁ ଗୋଟିଏ ଗୋରୁ ମୃତ୍ୟୁବରଣ କରିଛି ।
ଅଭିଯୁକ୍ତ ଗିରଫ,10 ଗୋରୁ ଉଦ୍ଧାର
ଅନୁଗୁଳରୁ ଜଗତପୁର ଅଂଚଳକୁ ଏକ ଚାରି ଚକିଆ ଗାଡିରେ ଜୁଲାଇ ୨୫ ତାରିଖ ଦିନ ବେଆଇନ ଭାବେ ୧୦ ଗୋରୁଙ୍କୁ ଚାଲାଣ ହେଉଥିବା ବେଳେ କଟକ କ୍ୟାଂଟେନମେଂଟ ପୋଲିସ ଜଣକୁ ଗିରଫ କରି ଗୋର ଚାଲାଣ ଗାଡିକୁ ଜବତ କରିଛି ।
https://www.facebook.com/viswasambadkendraodisha/posts/pfbid0238ayQjCUrn6GcrRGiSgbw8H7K9BHZVBohHFmAS82CwjJMTQQqpPmrZ6Cw4vnc8Lfl 
ଗୋମାଂସ ଚାଲାଣ
ଗୋମାଂସ ବୋଝେଇ ଟ୍ରକ ଜବତ-2 ଗିରଫ
 ଜୁନ ୨୬ ତାରିଖ ଦିନ ତିଗିରିଆରୁ ମହାରାଷ୍ଟ୍ରକୁ ଯାଉଥିବା ଏକ ଗୋମାଂସ ବୋଝେଇ ଟ୍ରକକୁ ଖୁଂଟୁଣୀ ପୋଲିସ ଜବତ କରିଛି । ଏଥିରେ ୨୦ଟନ ଗୋମାଂସ ଥିଲା । ଜବତ ଗୋ ମାଂସକୁ ଏକ ପରିତ୍ୟକ୍ତ  ସ୍ଥାନରେ ଗାତ ଖୋଳି ପୋତା ଯାଇଛି ।
ଡିଆରଡିଏ ଛକ ନିକଟରୁ ଗୋମାଂସ ଗାଡି ଜବତ 
ଜୁନ ୨୬ ତାରିଖ ଦିନ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଏକ ଗୋମାଂସ ବୋଝେଇ ଟ୍ରକକୁ ବଜରଙ୍ଗ ଦଳର ସଦସ୍ୟମାନେ ଧରି ପୋଲିସର ଜିମା ଦେଇଛନ୍ତି । କଟକରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏହି ଟ୍ରକରେ ୧୨ଟନ ଗୋମାଂସ ଥିଲା ।
https://www.facebook.com/viswasambadkendraodisha/posts/pfbid0fPs8K8YBm9zsrTc56FWtbG2VMU32GzfcQEmsFsjEZNe7XFkWZ6ZcTPrmVWue5FThl 
ମାତୃଭାଷାରେ ସରକାରୀ କାର୍ଯ୍ୟ
ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାର ନିର୍ଦେଶନାମା ଜାରି କଲେ କୃଷି ସଚିବ
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ ସମ୍ପାଦନ କରାଯିବ ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତିା ଏଥିପାଇଁ ନିର୍ଦ୍ଦେଶାଳୟ ଅଧୀନରେ ଥିବା ଅଧସ୍ତନ କାର୍ଯ୍ୟାଳୟଗୁଡିକୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରିବାକୁ ଡ. ପାଢୀ ଉଲ୍ଲେଖ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ନିମନ୍ତେ ଉପଯୁକ୍ତ ଜ୍ଞାନକୌଶଳ ପ୍ରୟୋଗର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତିା ଏ ଦିଗରେ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବା ସହିତ ଏହାର ଅନୁପାଳନ ସମ୍ବନ୍ଧରେ ବିଭାଗକୁ ନିୟମିତ ଅବଗତ କରିବାକୁ ଡ. ପାଢୀ ନିର୍ଦ୍ଦେଶ ଦେଇଛନ୍ତି ।
ମାନ୍ୟତା ଅପେକ୍ଷାରେ ଶତାଧିକ ପର୍ଯ୍ୟଟନସ୍ଥଳୀ
ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ଓଡିଶା । ବିସ୍ତୀର୍ଣ୍ଣ ବେଳାଭୂମୀ, ପାହାଡ, ଜଙ୍ଗଲ, ଝରଣା, ନଦନଦୀ ଭଳି ଦର୍ଶନୀୟ ସ୍ଥାନ ସହ ଓଡିଆଙ୍କ ଆସ୍ଥା ଓ ବିଶ୍ୱାସ କେନ୍ଦ୍ରବିନ୍ଦୁ ମଠ ଓ ମନ୍ଦିରର ଭରପୁର । ଏଠି ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି । ହେଲେ  ସରକାରୀ ଉଦାସୀନତାରୁ ପର୍ଯ୍ୟଟନ କ୍ଷେତ୍ରରେ ଆଖି ଦୃଶିଆ ବିକାଶ ହୋଇ ପାରୁନାହିଁଁ ।
ସ୍ୱାବଲମ୍ବୀ
ସଫଳ ଚାଷୀ ଜଗବନ୍ଧୁ-
ଚାଷକରି ଠିଆ କରିଛନ୍ତି ଦୁଇ ମହଲା କୋଠା । ଚାଷ କରି ବାର୍ଷିକ ୨୦ ଲକ୍ଷ ଟଙ୍କା ଆୟ । ଜମିରେ ଲାଗିଛି ୧ ହଜାର ଅମୃତଭଣ୍ଡା ଗଛ,୧୧୦୦ କଲମି ବାଇଗଣ ଗଛ ଓ ଲଙ୍କା, ଭେଣ୍ଡି, ପୋଟଳ, ଜହ୍ନି ଆଦି ବିଭିନ୍ନ ପରିବା
ସଂଗଠନର କାର୍ଯ୍ୟକ୍ରମ
ଏବିଭିପି ପକ୍ଷରୁ କାର୍ଗିଲ ବିଜୟ ଦିବସ
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ କାରଗିଲ ଦିବସ
ତୁଳସୀପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ମହୋତ୍ସବ

୨୭ ଜୁଲାଇ ୨୦୨୪, ଶନିବାର ଦିନ ବିଭିନ୍ନ ଖବର କାଗଜରେ ପ୍ରକାଶିତ ଖବରର ମୁଖ୍ଯାଶଂ

➡️୧-ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗ ବୈଠକ l ବିକଶିତ ଭାରତ ଉପରେ ହେବ ଚର୍ଚ୍ଚା, ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେବେ ଯୋଗ।

➡️୨-ନିଟ୍ ୟୁଜି ସଂଶୋଧିତ ରେଜଲ୍ଟ ୱେବସାଇଟରେ ହେଲା ଜାରି, କମିଲା ୪.୨୦ ଲକ୍ଷ ପିଲାଙ୍କ ମାର୍କ, ଟପ୍ପର୍ସଙ୍କ ସଂଖ୍ୟା ୬୧ରୁ କମି ହେଲା ୧୭ l ପ୍ରାର୍ଥୀ neet.ntaonline.inରେ ନିଜ ସଂଶୋଧିତ ସ୍କୋରକାର୍ଡ ଏବଂ ଏନଟିଏର ଅଫିସିଆଲ୍ ୱେବସାଇଟ୍ nta.ac.inରୁ ଫାଇନାଲ ମାର୍କ ଡାଉନଲୋଡ୍ କରିପାରିବେ ।

➡️୩-ଏଣିକି ବିଇଓ ମାସକୁ ଅନ୍ୟୁନ ୧୨ ଦିନ ସ୍କୁଲ ପରିଦଶର୍ନରେ ଯାଇ ୫୦ଟି ଶିକ୍ଷାନୁଷ୍ଠାନ ଯାଞ୍ଚ କରିବେ। ବିଇଓଙ୍କ ଅବହେଳାକୁ ଦୃଷ୍ଟିରେ ରଖି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ କଲେ ନୂଆ ନିର୍ଦ୍ଦେଶାନାମା ଜାରି l

➡️୪-ରାଜ୍ୟରେ ସୁଭଦ୍ରା ଯୋଜନା ନେଇ ଗଣମାଧ୍ୟମକୁ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା l କହିଲେ ସୁଭଦ୍ରା ଯୋଜନା ନେଇ ସରକାର ଏଯାଏଁ କୌଣସି ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି କିମ୍ବା ଏହାର କୌଣସି ଫର୍ମ ବାହାରି ନାହିଁ। ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ସୁଭଦ୍ରା ଯୋଜନା ଲାଗୁ ହେବ। 

➡️୫-ଆସନ୍ତାକାଲି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍, ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ। ଏହା ପୂର୍ବରୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେବାରେ ଲାଗିଛି। 

➡️୬-SSC ଷ୍ଟେନୋଗ୍ରାଫର ଗ୍ରେଡ-C ଓ D ନିଯୁକ୍ତି ୨୦୨୪  ପ୍ରକ୍ରିୟା ରେ ୨୦୦୬ଟି ପଦ ପୂରଣ ପାଇଁ ଅନଲାଇନ୍ ରେ ଆବେଦନ ପ୍ରକ୍ରିୟା ହେଲା ଆରମ୍ଭ l ଅଗଷ୍ଟ ୧୭ରେ ଏହା ସମାପ୍ତ ହେବ । ପ୍ରାର୍ଥୀମାନେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ଅନଲାଇନରେ ପେମେଣ୍ଟ କରିପାରିବେ । 

➡️୭-ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ୧୦ ପ୍ରତିଶତ ସଂରକ୍ଷଣ କଲେ ଘୋଷଣା l

➡️୮-ଓଡ଼ିଶା ବଜାରରେ ଆଳୁର ଅଭାବ, ଭୁବନେଶ୍ବର ୧ନମ୍ବର ହାଟରେ ଆଳୁ ଦରର ହେଲା ରିଆଲିଟୀ ଚେକ୍ । ବୋର୍ଡରେ ଲେଖା ଅଛି ୩୫, ହେଲେ ୪୫ଟଙ୍କାରେ ମିଳୁଛି ଆଳୁ l

➡️୯-ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଲୋୟର ସୁକତେଲ ପ୍ରକଲ୍ପର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସୁନୀଲ ରାଉତ ହେଲେ ଗିରଫ l

➡️୧୦-ମନୋରଞ୍ଜନ ଶିଳ୍ପରେ ଆସିଲା ଏକ ବଡ ଝଟକା, ପ୍ରସିଦ୍ଧ କୋରିଓଗ୍ରାଫର ଫରାହ ଖାନଙ୍କ ମାଙ୍କର ୭୯ ବର୍ଷ ବୟସରେ  ହେଲା ଦେହାନ୍ତ l

➡️୧୧-ମହାରାଷ୍ଟ୍ର କୋହ୍ଲାପୁରରେ ବନ୍ୟା; ବିପଦ ସଙ୍କେତ ଉପରେ ପଞ୍ଚଗଙ୍ଗା ନଦୀ, ୫,୮୦୦ରୁ ଅଧିକ ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର l ରାଜାରାମ ୱିରଠାରେ ପଞ୍ଚଗଙ୍ଗା ନଦୀର ଜଳସ୍ତର ମଧ୍ୟାହ୍ନରେ ୪୬.୪ ଫୁଟ ଥିଲା, ଯାହା ବିପଦ ସଙ୍କେତ ୪୩ ଫୁଟ ଉପରେ ରହିଛି।

➡️୧୨-ଇଲେକ୍ଟ୍ରିକ ଗାଡ଼ି ତିଆରି କରିବାରେ ଆସିଲା ଭଲ ଖବର l ଜାମ୍ମୁ-କାଶ୍ମୀର ପରେ ଏବେ କର୍ଣ୍ଣାଟକରେ ୧୬୦୦୦ ଟନ୍‌ର ଲିଥିୟମ ଭଣ୍ଡାର ଥିବା ନେଇ ସୂଚନା ଦେଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓ ଭୂବିଜ୍ଞାନ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ l

➡️୧୩-ଶହେ ବର୍ଷ ପ୍ରତୀକ୍ଷାର ହେଲା ଅନ୍ତ । ପ୍ରାଚ୍ୟୁର୍ଯ୍ୟ ଭରା ପ୍ୟାରିସର ସେନ୍ ନଦୀ ଗର୍ଭରେ ମହାଆଡ଼ମ୍ବରରେ ବାଜିଲା ବିଗୁଲ, ଆରମ୍ଭ ହେଲା ୩୩ତମ ସଂସ୍କରଣ ଅଲିମ୍ପିକ୍ସ କ୍ରୀଡ଼ା । ୨୦୬ ରାଷ୍ଟ୍ରର  ୭୦୦୦ କ୍ରୀଡ଼ାବିତ ଡଙ୍ଗା ପରେଡରେ ଛଅ କିଲୋ ମିଟର ଯାଏଁ କଲେ ଯାତ୍ରା 

➡️୧୪-ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ୧୩ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୁଚନା l

➡️୧୫-ଆମେରିକାରେ ନକଲି କ୍ୟାନସର୍‌ ଔଷଧ ବିକି ବନ୍ଧାହେଲେ ବିହାରର ବ୍ୟକ୍ତି, ହୋଇପାରେ ୧୦୦ ବର୍ଷ ଜେଲ୍‌ l

➡️୧୬-ଆଖିରେ ପଟି ବାନ୍ଧି ଗୋଟିଏ ମିନିଟ୍‌ରେ ୯ଟି ଟମାଟୋ କାଟି କାନାଡାର ସେଫ୍‌ ଓ୍ବାଲେସ ଓ୍ବଙ୍ଗ ପାଇଲେ ବିଶ୍ବ ରେକର୍ଡରେ ସ୍ଥାନ l

➡️୧୭-ଆମେରିକାରେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଳା ହାରିସ । ଏନେଇ ସୋସିଆଲ ମିଡିଆରେ ଉପରାଷ୍ଟ୍ରପତି ହାରିସ ଦେଲେ ସୂଚନା l

➡️୧୮-ବାଂଲାଦେଶକୁ ୧୦ ୱିକେଟରେ ହରାଇ ମହିଳା ଏସିଆ କପ ଫାଇନାଲରେ ପହଞ୍ଚିଲା ଭାରତ। ଦମବୁଲ୍ଲାରେ ଗତକାଲି ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ ନବମଥର ପାଇଁ ଫାଇନାଲରେ ପହଂଚିଲା ଦଳ l

➡️୧୯-ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେବ ୩ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ । ଭାରତୀୟ ସମୟ ରାତି ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ । 



Comments